IBN ଓଡ଼ିଶା ବ୍ୟୁରୋ

ମାତ୍ର 15 ଦିନରେ ଗର୍ଭବତୀ ହେବେ ପିଅନ୍ତୁ ଏହି ଲବଙ୍ଗ ପାଣି, କରନ୍ତୁ ଏହି ଚମତ୍କାର ଉପଚାର…

ନମସ୍କାର ବନ୍ଧୁଗଣ । ଅନେକ ଥର କିଛି ମହିଳା ମାନଙ୍କର ପ୍ରଶ୍ନ ଥାଏ କି ଅନେକ ଚେଷ୍ଟା କରି ମଧ୍ୟ କହାୟଙ୍କି ଆମେ ମାନେ ଗର୍ଭବତୀ ହୋଇ ପାରୁ ନାହାନ୍ତି । ଏପରି ସବୁ ମହିଳା ମାନଙ୍କ ପାଇଁ ଆଜି ଆମେ ନେଇ ଆସିଛୁ, ଏପରି ଏକ ଘରୋଇ ରେମିଡି ଯାହା ସାହାର୍ଯ୍ୟ ରେ ଆପଣ ଅତି ସହଜ ରେ ହିଁ ପିଲା କନସିଭ କରି ପାରିବେ । ବନ୍ଧୁଗଣ ଆଜିର ଏହି ରେମିଡି ରେ ଆପଣ ଙ୍କର ଦରାକର ପଡିବ ଲବଙ୍ଗର । ଲବଙ୍ଗ ସାଧାରଣତଃ ସମସ୍ତେ ଖାଦ୍ଯରେ ସ୍ଵାଦ ବଢାଇବା ପାଇଁ ଗରମ ମସଲା ରେ ହିଁ ବ୍ୟବହାର କରିଥାନ୍ତି ।

ଲବଙ୍ଗ ହେଉଛି ଏକ ଗରମ ଜିନିଷ । ଏଥିରେ ପ୍ରଚୁର ମାତ୍ରା ରେ ଆଣ୍ଟି ଅକ୍ସିଡେଣ୍ଟ ପ୍ରପର୍ଟି ରହିଥାଏ । ଆଣ୍ଟି ଅକ୍ସିଡେଣ୍ଟ ପ୍ରପର୍ଟି ର କାମ ହେଉଛି ଏମାନେ ଶରୀରରେ ଥିବା ଫ୍ରି ରେଡିକେନ୍ସ ମାନଙ୍କୁ ଡିଟକ୍କ୍ଷ କରିଥାଏ ।

ଯଦି କୌଣସି ମହିଳା ର ଶରୀର ରେ ଅଧିକ ମାତ୍ରାରେ ଫ୍ରି ରେଡିକେନ୍ସ ରହୁଛି ତେବେ ସେହି ମହିଳା ପିଲା କନ୍ସିଭ କରିବା ସମ୍ଭବ ହୋଇ ନଥାଏ । ସେହି କ୍ଷେତ୍ରରେ ଲବଙ୍ଗ ର ବ୍ୟବହାର ବା ଲବଙ୍ଗ ପାଣି ର ବ୍ୟବହାର ଖୁବ ଲାଭ ଦାୟକ ହୋଇଥାଏ ।

ସ୍ତ୍ରୀ ମାନଙ୍କ ପାଇଁ ଲବଙ୍ଗ ପାଣି ର ବ୍ୟବହାର ର ପ୍ରକ୍ରିୟା ଟି ହେଉଛି, ରାତିରେ ଏକ ଗ୍ଳାସ ପାଣି ରେ ୫ ଟି ଲବଙ୍ଗ କୁ ପକାଇ ଦେବେ । ସକାଳେ ଉଠି ଏହି ପାଣି କୁ ଖାଲି ପେଟ ରେ ସେବନ କରିବେ । ଏହି ପାଣି କୁ ଆପଣ ପିରିଅଡ ହେବା ଦିନ ଠାରୁ ଆରମ୍ଭ କରି ଅଭୁଲେସନ ତାରିଖ ପର୍ଯ୍ୟନ୍ତ ନିୟମିତ ସେବନ କରିବେ । ଏହା ଦ୍ଵାରା ଆପଣ ଖୁବ ଶୀଘ୍ର ହିଁ ଉପକୃତ ହୋଇ ପାରିବେ ।

ପୁରୁଷ ମାନଙ୍କ ପାଇଁ ଲବଙ୍ଗ ସେବନର ପ୍ରଣାଳୀ ଟି ହେଉଛି କି ଆପଣ ମାନେ ଏକ ଗ୍ଳାସ କ୍ଷୀର ରେ ୨ ଟି ଲବଙ୍ଗ ଦେଇ ତାହାକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ, ଏହା ପରେ ସେହି କ୍ଷୀର କୁ ଆପଣ ସକାଳେ ବ୍ରେକଫାଷ୍ଟ ରେ ବା ରାତିରେ ଶୋଇବା ସମୟ ରେ ନିଜ ସ୍ଵାମୀ ଙ୍କୁ ପିଇବାକୁ ଦିଅନ୍ତୁ ।

ଦେଖିବେ ଏହାର ଖୁବ ଭଲ ପ୍ରଭାବ ଆପଣ ଙ୍କୁ ଦେଖିବାକୁ ମିଳିବ । ଖୁବ ଶୀଘ୍ର ଆପଣ ନିଜର ଗର୍ଭ ଧାରଣ କରି ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button