ମାତ୍ର 10 ମିନିଟ ରେ ଆଣ୍ଠୁ ଗଣ୍ଠି, ହାତ, ଅଣ୍ଟା ବିନ୍ଧା ଓ Calcium ର ଅଭାବ ମୂଳରୁ ଶେଷ କରିଦେବ, କେବଳ କରନ୍ତୁ ଏହି ଦେଶୀ ଉପାୟ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଜୀଵନ ରେ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି ଏବଂ ଦିନ ରାତି କାମ କରି ଥକି ମଧ୍ୟ ଯାଉଛନ୍ତି ଏବଂ ତାଛଡା ତାଙ୍କ ଗୋଡ ହାତ ବିନ୍ଧା ମଧ୍ୟ ହେଉଛି କିନ୍ତୁ ଯଦି ଏହି ବିନ୍ଧା ବିନ୍ଧି ସବୁଦିନ ହୋଇଥାଏ ତେବେ ଏହା କ୍ୟାଲସିୟମ ର ଅଭାବ ଯୋଗୁଁ ହୋଇଥାଏ । କ୍ୟାଲସିୟମ ଅଭାବ ହେଲେ ଶରୀରର ହାଡ଼ ଦୁର୍ବଳ ହୋଇ ପଡେ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ନଥାଏ ।

ତେବେ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ ।
ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

ତେବେ ପ୍ରଥମେ ଆପଣ ଶିଶୁ ଗଛର ପତ୍ର ନିଅନ୍ତୁ ଏବଂ ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତେବେ ଏହା ପରେ ଗୋଟିଏ ପାତ୍ର ରେ ଏହି ପତ୍ର ଏବଂ ସୋରିଷ ତେଲ ପକାନ୍ତୁ ତେବେ ଏକଦମ ଧିମା ଆଞ୍ଚ ରେ ଏହାକୁ ବଏଲ ହେବାକୁ ଦିଅନ୍ତୁ ଏବଂ ସେଥିରେ ମେଥି ଗୁଣ୍ଡ,ଜୁଆଣି ପକାନ୍ତୁ ଏବଂ ପରେ କିଛି ରସୁଣ ମଧ୍ୟ ପକାନ୍ତୁ ।
ତେବେ କିଛି ସମୟ ଫୁଟିବା ପରେ ଏହାକୁ କାଢି ନିଅନ୍ତୁ । ଏବଂ ଏହାକୁ ଆପଣଙ୍କ ବିନ୍ଧା ବିନ୍ଧି ସ୍ଥାନରେ ଲଗେଇ ଦିଅନ୍ତୁ । ତେବେ ଦେଖିବେ ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ଖୁବ ଶୀଘ୍ର ଭଲ ହୋଇଯିବ । ତେବେ ଏହା ସହ ଆପଣ କିଛି ବାୟାମ ମଧ୍ୟ କରନ୍ତୁ କିଛି ଯୋଗ ଆଦି ମଧ୍ୟ କରିବା ଦ୍ୱାରା ଆପଣଙ୍କ କ୍ୟାଲସିୟମ ମଜବୁତ ରହିବ । ନିତିଦିନ ଚଲା ବୁଲା ମଧ୍ୟ କରନ୍ତୁ ।




