IBN ଓଡ଼ିଶା ବ୍ୟୁରୋ

ଗରିବୀ ବା ଦାରିଦ୍ର୍ୟତା ଆସିବାର ଏହା ହେଉଛି ସଂକେତ, ଏବେ ହିଁ ଦେଖନ୍ତୁ ଆପଣଙ୍କ ଘରେ ଏହି କାମ ହେଉନି ତ? Vastu Shastra

ପ୍ରତେକ ଦିନ ଜୀବନରେ ଆମେ ଦେଖିବା ପାଇଁ ଗଲେ କିଛି ଭଲ ସଂକେତ ଅଛି ଓ କିଛି ଖରାପ ଆସିବାର ସଂକେତ ମଧ୍ୟ ଅଛି । ଯଦି ଦେଖିବା ପାଇଁ ଯିବା ଏହାକୁ ଦେଖିଲେ ଆମେ ଜାଣିପାରୁ କି କେଉଁ କେଉଁ ସଂକେତ ଦେଖିଲେ ଦରିଦ୍ରତା ଆସିଥାଏ ।

ଯଦି ଆପଣଙ୍କ ଘରେ ତୁଳାଷୀ ଗଛ ଅଛି ଓ ଏହା ଦିନକୁ ଦିନ ଶୁଖିବାରେ ଲାଗିଛି । ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଘରେ ଖରାପ ସମୟ ଆସିବା ପାଇଁ ଯାଉଛି । ଯଦି ଘରେ ଗଛ ଶୁଖିଯିବା ଭଳି କିଛି ଘଟଣା ହେଉଛି ତେବେ ଧ୍ୟାନ ଦିଅନ୍ତୁ । କାରଣ ହେଉଛି ଏହା ହେଉଛି ବୁଦ୍ଧ ଗ୍ରହର ପ୍ରତୀକ ତେଣୁ କରି ଆପଣ ଗଛ କୁ ସବୁଦିନ ପାଣି ଦିଅନ୍ତୁ ଏହାକୁ ସୁଖିବା ପାଇଁ ଦିଅନ୍ତୁ ନି । ଆପଣମାନେ ତ ଜାଣିଥିବେ କି ଝାଡୁ କୁ ମା ଲକ୍ଷ୍ମୀଙ୍କ ପ୍ରିୟ କିମ୍ବା ମା ଲକ୍ଷ୍ମୀ ଙ୍କ ଚିହ୍ନ ବୋଲି କୁହା ଯାଏ ।

କୁହାଯାଏ କି ଝାଡୁ କି କିଣିବାର ଏକ ବାର ଅଛି । ଝାଡୁ କୁ ରଖିବା ପାଇଁ ଏକ ସ୍ଥାନ ମଧ୍ୟ ଥାଏ । ଝାଡୁକୁ ଆପଣ ସବୁ ବେଳେ ଲୂଚେଇକି ରଖିବା ଉଚ୍ଚିତ । ଯଦି କେହି ଘରକୁ ଆସିଯାଏ ତେବେ ସେ ଜେଭଳି ଝାଡୁକୁ ନ ଦେଖିବ ସେହି ଜାଗାରେ ଏହାକୁ ରଖିବା କଥା । ଆପଣ ମାନେ କେହି ହଠାତ ଯିବା ପରେ ବାହାରକୁ ଝାଡୁ ନ କରିବା ଉଚ୍ଚିତ । ଝାଡୁ ଘରର ନାକାରାତ୍ମକ ଶକ୍ତି କୁ ନିଜ ଠାରୁ ଦୂରେଇ ଦେଇଥାଏ ।

ଯଦି ଆପଣ ଘରେ ଝାଡୁ କୁ ଓଲଟା ରଖିବା ଉଚ୍ଚିତ ନୁହେଁ । ଆପଣ ଏହାକୁ ଶୁଆଇକି ରଖିବା ଉଚ୍ଚିତ । ଆପଣ ଜଣାଇଥିବେ କି କୁହାଯାଏ କ୍ଷୀର ଉତୁରିଲେ ଏହା ଭଲ ଅଟେ । ଏହା ସବୁ ଦିନ ଉତୁରିଲେ ଭଲ ନୁହେଁ । ସେହି ଭଳି କିଛି ହେଲେ ଜାଣି ନିଅନ୍ତୁ କି ଘରକୁ ଖରାପ ସମୟ ଆସିବା ପାଇଁ ଯାଉଛି । ଆପଣ ମାନେ ଯଦି କେଉଁ ଆଡକୁ ବୁଲିବା ପାଇଁ ଯାଇଥିବେ ଓ ଫେରିକି ଆସିଲା ବେଳେ ଘରେ ଝିଟିପିଟି ଦେଖନ୍ତି ତେବେ ଏହା ଖରାପ ସମୟ ଆସିବାର ଏକ ସଂକେତ ଅଟେ ।

ଝିଟିପିଟି ଘରେ ରହିଲେ ଶୁଭ କିନ୍ତୁ ଯଦି ଆପଣ ନୂଆ ଘର ନେଇଛନ୍ତି ଓ ସେଠାରେ ଆପଣ ମଲା ଝିଟିପିଟି ଦେଖୁଛନ୍ତି ତେବେ ଏହା ଖୁବ ଖରାପ ଅଟେ । ଏହା ସହ ଯଦି ଝିଟିପିଟି ଆମ କପାଳରେ ପଡିଥାଏ ଆମକୁ ରାଜ ଯୋଗ ମିଳିଥାଏ । ମାତ୍ର ଏହା ଯଦି ଆମ ମୁଣ୍ଡ କିମ୍ବା ଆମ ଚୁଟିରେ ପଡେ ଏହା ଆମ ପାଇଁ ଖରାପ ଅଟେ । ଆପଣ ଯଦି ମହିଳା ହୋଇଥାନ୍ତି ତେବେ ଯଦି ଆପଣଙ୍କ ବାମ ପାଖ ଆଖି ସବୁବେଳେ ଡେଉଁଥାଏ ତାହେଲେ ଏହା ଆପଣଙ୍କ ପାଇଁ ଭଲ ଅଟେ ।

ଯଦି ସବୁ ବେଳେ ବାମ ଆଖି ଡେଉଁ ଥାଏ ତାହେଲେ ଏହା ବିବାହ ଯୋଗର ଏକ ଲକ୍ଷଣ ମଧ୍ୟ ଅଟେ । ଯଦି ଆପଣ ପୁରୁଷ ଅଟନ୍ତି ଓ ଆପଣଙ୍କ ବାମ ଆଖି ସବୁ ବେଳେ ଡେଉଁ ଥାଏ ତେବେ ଏହା ଅଶୁଭ ଅଟେ ଯଦି ଆପଣଙ୍କ ଡାହାଣ ଆଖି ଡେଉଁ ଥାଏ ଏହା ଶୁଭ ଅଟେ । ସେହି ଭଳି ଯଦି କାଉ କାହା ମୁଣ୍ଡ ଉପରେ ଆସିକି ବସିଯାଏ ତେବେ ଏହା ଖରାପ ସଂକେତ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେ

Related Articles

Leave a Reply

Your email address will not be published. Required fields are marked *

Back to top button