IBN ଓଡ଼ିଶା ବ୍ୟୁରୋ

ଘରର କବାଟରେ ଲାଗି ଦିଅନ୍ତୁ ଏହି ଜିନିଷ, ବର୍ଷସାରା ଏତେ ଧନ ଆସିବ କି ସମ୍ଭାଳି ପାରିବେନି ଆପଣ- Vastu Tips

ପ୍ରତେକ ମଣିଷ ଧନୀ ହେବା ସହ ସୁଖ ସମୃଦ୍ଧିରେ ବଞ୍ଚିବାକୁ ଇଚ୍ଛା କରିଥାଏ । ଧନ ପ୍ରାପ୍ତ ପାଇଁ ବ୍ୟକ୍ତି ପ୍ରତି ଦିନ କିଛି ନା କିଛି କାମରେ ଲାଗିଥାଏ । ଧନ ପ୍ରାପ୍ତ ପାଇଁ ଏକ ବୃକ୍ଷ ରହିଛି । ଏହି ବୃକ୍ଷ ଯାହା ପାଖରେ ରହିଥାଏ ସେ କେବଳ ଧନବାନ ହୋଇ ନ ଥାଏ ବରଂ ସେହି ବ୍ୟକ୍ତି ପାଖରେ ବହୁତ ସାରା ସିଦ୍ଧି ମଧ୍ୟ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଖାସ ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ ଯାହା ଶାସ୍ତ୍ରରେ ମଧ୍ୟ କୁହା ଯାଇଛି । ଶାସ୍ତ୍ର ଅନୁସାରେ ଜଡିବୁଟୀ ଦ୍ଵାରା ଧନ ପ୍ରାପ୍ତ ହୋଇଥାଏ । ଯାହାକୁ ଘରେ ରଖିବା ଦ୍ଵାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ଅନ୍ୟ କ୍ଷେତ୍ର ରେ ଏମିତି କିଛି ବୃକ୍ଷ ରହିଛି ଯାହାର ଜଡିବୁଟି ଦ୍ଵାରା ଧନ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବୃକ୍ଷ ବିଷୟରେ କହୁଛୁ ତାହା ହେଉଛି ଧତୁରେ ବୃକ୍ଷ । ଏହି ଧତୁରେ ବୃକ୍ଷର ମା କାଳୀ ଙ୍କର ପୂଜାରେ ପ୍ରୟୋଗ କରାଯାଏ । ଏହି ଗଛକୁ ଘରେ ରଖିଲେ ସର୍ପ ପ୍ରବେଶ କରେ ନାହି ବା ଶତ୍ରୁ ମାନେ କିଛି କ୍ଷତି କରି ପାରନ୍ତି ନାହି । ଧତୁରେ ଗଛର ଦୁଇ ପ୍ରକାର ଫୁଲ ଫୁଟିଥାଏ । ଗୋଟିଏ ଧଳା ରନଗର ଓ ଅନ୍ୟଟି ବାଇଗଣି ରଙ୍ଗର ଫୁଲ ।

ବାଇଗଣି ରନଗର ଫୁଲରେ ଅଧିକ ତାନ୍ତ୍ରିକ କାମରେ ଲାଗିଥାଏ । ଏହି ଧତୁରେ ଗଛର ଚେର ଆଣି ଘରର ମୁଖ୍ୟ ଦ୍ଵାର ରେ ଓଲଟା କରି ଲଗାଇ ଦିଅନ୍ତୁ । ଏହି ଗଛ କୁ ଏପରି ଭାବେ ଲଗାଇବେ ଯେପରି ଏହାର ଚେର ଉପରକୁ ରହିବ ଓ ଅନ୍ୟ ସବୁ ମାଟି ତଳେ ରହିବ । ଏପରି କରିବା ଦ୍ଵାରା ଧନ ବୃଦ୍ଧି ହେବା ସହ ନାକାରାତ୍ମକ ଶକ୍ତିର ବିନାଶ ହେବ ।

ଏହା ଛଡା ଘରେ ସୁଖ ସମୃଦ୍ଧିର ଆଗମନ ହେବ । ଏହି ଗଛର ପ୍ରୟୋଗ କୌଣସି ଦିନ କରିଲେ ଚାଲିବ । କିନ୍ତୁ ଜାଡି ସୋମବାର ବା ଶନିବାର ଦିନ ଏହାର ପ୍ରୟୋଗ କରାଯାଏ ତେବେ ଏହାର ଭଲ ଫଳ ଦେଖିବାକୁ ମିଳିଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button