IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଦିନକୁ କେବଳ 2 ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ଘିଅ ଭଳି ତରଳି ଯିବ

ବନ୍ଧୁଗଣ ଯଦି ଆପଣ ଙ୍କ ଚତୁରେ କଫ ଓ ଥଣ୍ଡା ଭଳି ସମସ୍ୟା ଦେଖା ଦେଉଚି ତାହେଲେ ଆଜି ର ଏହି ଦୁଇ ଟି ଉପାୟ ଆପଣ ଙ୍କ ପାଇଁ ବେଶ୍ ଉପକାର ହେବ । ଆପଣ ଯଦି ଚାହୁଁଛନ୍ତି କୁ କଫ ଗୁଡ଼ିକ ନଷ୍ଟ ହେଇଯାଉ ବା କିଛି ଆପଣ କଷ୍ଟ ନ ପାଆନ୍ତି ତେବେ ଆଜି ର ଏହି ରେମିଡି ଟିକୁ ବନାଇ ଦେଖନ୍ତୁ ନିଶ୍ଚିତ ଉପଶମ ମିଳିବ । ପ୍ରଥମେ ଗୋଟେ ଗ୍ଲାସ୍ ପାଣି ନିଅନ୍ତୁ । ଏବଂ ଏହାକୁ ଗରମ କରନ୍ତୁ । ଛୋଟ ଛୋଟ ଅଦା ଖଣ୍ଡ କୁ ଏହି ଗରମ ପାଣି ରେ ପକାନ୍ତୁ ।

ତୁଳସୀ ପତ୍ର କୁ ଭଲସେ ଧୋଇଦିଅନ୍ତୁ । ତୃତୀୟ ସାମଗ୍ରୀ ଟି ହେଉଛି ତେଜ ପତ୍ର ଏହା ମଧ୍ୟ ଆପଣ ଙ୍କ ରୋଷେଇ ଘରୁ ବୋହୁତ ସହଜ ରେ ମିଳିଯିବ । ଯଦି କଫ ରହିଛି ତାହେଲେ ତେଜ ପତ୍ର ର ପ୍ରୟୋଗ କରନ୍ତୁ ଆଉ ଯଦି କଫ ନ ହୋଇ ଥଣ୍ଡା ବା କାଶ ହେଉଛି ତାହେଲେ ତେଜ ପତ୍ର ର ପ୍ରାୟୋଗ ନ କଲେ ଚଳିବ ।

ଏଥିରେ ଚତୁର୍ଥ ସାମଗ୍ରୀ କୁ ପ୍ରୟୋଗ କରିବା ଯାହା ହେଉଛି ଲବଙ୍ଗ ଏଥିରେ ଗୋଟେ ରୁ ଦୁଇଟି ଲବଙ୍ଗ ପକାନ୍ତୁ । ଲବଙ୍ଗ ର ଫୁଲ ଥିବା ଆବଶ୍ୟକ ବିନା ଫୁଲ ର ଲବଙ୍ଗ ପ୍ରୟୋଗ କରନ୍ତୁ ନାହିଁ । ଏଥିରେ ଗୋଟିଏ ରୁ ଦୁଇଟି ଗୋଲମରିଚ ପକାଇଦିଅନ୍ତୁ ତାଠୁ ଅଧିକ ପ୍ରୟୋଗ କରନ୍ତୁ ନାହିଁ । ଏହା ଆପଣ ଙ୍କ ଛାତି ରୁ କଫ କାଢ଼ିଦେବ ଓ ପେଟ ଗରମ ହେବାକୁ ଦେବ ନାହିଁ ।

ଯଦି ସମସ୍ତ ସାମଗ୍ରୀ ଠିକ୍ ଭାବେ ପ୍ରୟୋଗ କରିବେ ତାହଲେ ଆପଣ ଙ୍କୁ ଚମତ୍କାର ଫାଇଦା ଦେଖିବାକୁ ମିଳିବ । ଏହା ଆପଣ ଙ୍କ ରୁମୁନିଟୀ କୁ ମଧ୍ୟ ବୃଦ୍ଧି କରିବା । ଯାହା ଆପଣ । ଙ୍କ ଥଣ୍ଡା କାଶ କୁ ଦୁର କରିବାରେ ସହଯୋଗ କରିବ । ଏଥିରେ ମିଠା ର ପର୍ୟୋଗ କରନ୍ତୁ ନାହିଁ । 1 ଗ୍ଲାସ୍ ପାଣି ଫୁଟି ଫୁଟି ଏକ କପ୍ ହେବ ଯାଏ ରଖନ୍ତୁ ।

ଏହାକୁ ଆପଣ 3 ଦିନ ପର୍ଯ୍ୟନ୍ତ ରଖିପାରିବେ ଏବଂ ଏହାକୁ ଆପଣ ସନ୍ଧ୍ୟା ବେଳେ ବା ସକାଳୁ ଉଠିକି ପିଆନ୍ତୁ । ଦେଖିବେ ଆପଣ ଙ୍କ କଫ ଓ କାଶ ଭଳି ସମସ୍ୟା ସବୁ ଦୁର ହେବ । ଏହାକୁ ଆପଣ ଥଣ୍ଡା ହେବାକୁ ଦିଅନ୍ତୁ ନାହିଁ ଆକୁ ଅଳ୍ପ ଉଷୁମ ଥିବା ବେଳେ ଏହାର ଔଷଦୀୟ ଗୁଣ କୁ ସେବନ କରନ୍ତୁ ।

ଥଣ୍ଡା କାଶ ଭଳି ସମସ୍ୟା ଥିବା ସମୟ ରେ ଆପଣ ଏଥିରେ ମହୁ ମିଶାନ୍ତୁ , ବା ଗୁଡ଼ ମିଶାଇପରିବେ କିନ୍ତୁ ଚିନି ର ପ୍ରୟୋଗ କରନ୍ତୁ ନାହିଁ । ମହୁ ଆପଣ ଙ୍କ କାଶ ପାଇଁ ରାମବାଣ ଔଷଧ ହୋଇଥାଏ । ଏହାକୁ ଆପଣ ସକାଳ ଚା ପିଇବା ସମୟ ରେ ସେବନ କରନ୍ତୁ । ଦେଖିବେ ଆପଣ ଙ୍କୁ ପ୍ରଥମ ଦିନ ରୁ ହିଁ ପରିବର୍ତ୍ତନ ଦେଖା ଦେବ । ଯେତିକି କଫ ଥିବା ବାହାରିଯିବ । ଦିନ କୁ ଦୁଇଥର ସେବନ କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button