ଏହି 3ଟି ଜିନିଷକୁ କ୍ଷୀରରେ ମିଶାଇ ମାତ୍ର 4 ଦିନ ପିଇବା ପରେ ଶରୀରରେ ଯାହା ହେବ ଆପଣ ବିଶ୍ଵାସ କରି ପାରିବେନି
ଆଜିକା ସମୟରେ ଲୋକଙ୍କ ଶାରିଆରେ ସବଳତା ନାହିଁ ସମସ୍ତଙ୍କ ଶରୀର ଦୁର୍ବଳ ହୋଇଯାଇଛି ତେବେ କଣ ଆପଣ ଜାଣିଛନ୍ତି ଏମିତି କିଛି ପ୍ରାକୃତିକ ଜିନିଷ ଥାଏ ଯାହା ଆମ ଆଖି ଆଗରେ ଥାଏ କିନ୍ତୁ ତା ମହତ୍ଵ ଆମେ ଜାଣି ନଥାଉ ଆଉ ଏହି ପାଇଁ ଆମ ପାଖରେ ସବୁଠାଇ ମଧ୍ୟ ଆମେ ଦୁର୍ବଳ ରହିଥାଉ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ସେବନ କରିବା ଦ୍ଵାରା ଆପଣଙ୍କ ପେଟ ସଫା ହୋଇଥାଏ, ଆଁଠୁ ଗଣ୍ଠି ଦରଜ ଦୂର ହୋଇଥାଏ, ଆପଣଙ୍କ ଆଖି ଦ୍ରୁଷ୍ଟି ଯଦି କମି ଯାଇଛି ତେବେ ତାହା ମଧ୍ୟ ଭଲ ହୋଇଥାଏ ।
ତେବେ ଏହାର ଉପାୟ ଜାଣିଲେ ଆପଣ ମଧ୍ୟ ଅନ୍ୟ ମାନଙ୍କୁ କହିବେ କାହିଁକିନା ଏହା ଆମ ଶରୀରକୁ ସବଳ କରିଥାଏ ଆଉ ଏହା ଛଡା ଆମ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇଥାଏ ଯାହା ଦ୍ଵାରା ଆମ ଶରୀର ଭିତରେ ପଶିଥିବା ସବୁ ପ୍ରକାର ରୋଗକୁ ଆମ ଶରୀର ହରାଇ ଆମକୁ ସ୍ଵସ୍ଥ ରଖିଥାଏ ।
ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ଆପଣଙ୍କ ଜୀବନ ସବୁ ଦିନ ପାଇଁ ବଦଳି ଡାବ କାହିଁକିନା ଏହାର ସେବନ କରିବା ଦ୍ଵାରା ଆପଣଙ୍କ ପୁରୁଣାରୁ ପୁରୁଣା ରୋଗ ଭଲ ହୋଇଯିବ ଆଉ ଆପଣ ବହୁତ ଭଲ ଜୀବନ ବ୍ୟତୀତ କରିବେ ।
ପ୍ରଥମ ଜିନିଷ ଯାହା ଆବଶ୍ୟକ ତାହା ହେଉଛି କ୍ଷୀର, ଆପଣ ମାନେ ଜାଣିଛନ୍ତି ଯେ କ୍ଷୀରରେ ଭରପୁର ମାତ୍ରାରେ କ୍ୟାଲସିୟମ ହୋଇଥାଏ ଆଉ ଏହି କ୍ୟାଲସିୟମ ଆମ ପାଇଁ ବହୁତ ଲାଭକାରୀ ମଧ୍ୟ ହୋଇଥାନ୍ତି କାହିଁକିନା କ୍ଷୀର ବହୁତ ଭଲ ଜିନିଷ ଅଟେ ।
ଏହା ଛଡା ଆପଣଙ୍କୁ ଦେଶୀ ଘିଅ ଆବଶ୍ୟକ ଅଟେ, ଦେଶୀ ଘିଅ ଆମ ଶରୀରକୁ ଊର୍ଜା ଦେଇଥାଏ ଏହା ଛଡା କ୍ଷୀର ସହ ଘିଅ ମିଶାଇ ସେବନ କଲେ ଏହା ଆପଣଙ୍କ ଶରୀର ହାଡ ମଜବୁତ କରିବା ସହ ଆପଣଙ୍କ ପୁରୁଣା ଆଁଠୁ ଗଣ୍ଠି ଦରଜ ମଧ୍ୟ ଭଲ କରିବାରେ ସାହାଜ୍ଯ କରିଥାଏ ।
ଘିଅ ସେବନ କରିବା ଦ୍ଵାରା ଆପଣଙ୍କ ପେଟ ଯେତେ ବଡ ସମସ୍ଯା ହେଲେ ମଧ୍ୟ ବହୁତ ସହଜରେ ଦୂର ହୋଇଥାଏ କାହିଁକିନା ଘିଅ ଆମ ପେଟ ଭିତରେ ଥିବା ଭଲ ଏନଯାଇମ ମାନଙ୍କୁ ପେଟ ସଫା କରିବାରେ ସାହାଜ୍ଯ କରିଥାଏ । ଏହା ପରେ ଏହି ମିଶ୍ରଣରେ ଆପଣଙ୍କୁ ଅଳପ ହଳଦୀ ବ୍ୟବହାର କରିବାର ଅଛି ଏହା ସହ ମନେ ରଖିବେ ଆପଣଙ୍କୁ ୪ରୁ ୫ଟି ଗୋଲ ମରୀଚ ଗୁଣ୍ଡ କରି ପକାଇବାର ଅଛି ।
ତେବେ ଏହାକୁ ଆପଣ ରାତିରେ ଶୋଇବା ଆଗରୁ ସେବନ କରନ୍ତୁ ଆଉ ଅଧ ଘଣ୍ଟା ପରେ ସୁଆନ୍ତୁ ଯଦି ଆପଣଙ୍କୁ ନିଦ ଲାଗୁ ନାହିଁ ବା ଦ୍ରୁଷ୍ଟି କମ ହୋଇ ଯାଇଛି ବା ପେଟ କୌଣସି ସମସ୍ୟା ଅଛି ବା କୌଣସି ପ୍ରକାର ସମସ୍ୟା ଅଛି ତେବେ ଏହି ମିଶ୍ରଣ ପିବା ପରେ ସବୁ ଭଲ ହୋଇଯିବ ଆପଣଙ୍କୁ ବହୁତ ଭଲ ଅନୁଭବ ହବ ।
ତେବେ ଯେଉଁ ମାନଙ୍କୁ କାସ ହେଉଛି ଛାତିରେ କଫ ବସି ଯାଇଛି ସେମାନେ ଏହି ମିଶ୍ରଣ ରାତିରେ ସେବନ କରନ୍ତୁ ନାହିଁ ଏହାକୁ ଆପଣ ସକାଳ ସମୟରେ ସେବନ କରନ୍ତୁ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିବ । ଏହି ଟିପ୍ସଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ, ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।