IBN ଓଡ଼ିଶା ବ୍ୟୁରୋ

ପେଟର ଗ୍ୟାସ ପବନ ଭଳି ବାହାରିଯିବ, ବାସ କରନ୍ତୁ ଏହି ଛୋଟିଆ ଘରୋଇ ଉପଚାର

ବନ୍ଧୁଗଣ ଯଦି ଆପଣ ଙ୍କ ପେଟ ରେ ଗ୍ୟାସ ଓ କବଜ ଭଳି ସମସ୍ୟା ରହୁଚି ବା ପେଟ କାଟୁଚି ତାହେଲେ ଆଜି ର ଏହି ଉପାୟ ଆପଣ ଙ୍କୁ ବୋହୁତ ଭଲ ଫଳ ଦେବ । ଏହାକୁ ଆପଣ ଘରେ ମଧ୍ୟ ବନାଇ ପାରିବେ ଏବଂ ଏଥିରେ କେବଳ ଘରୋଇ ଜିନିଷ ର ବ୍ୟବହାର ହୋଇଚି । ଏହାକୁ ପ୍ରସ୍ତୁତ କରି ବ୍ୟବହାର କରିପାରିବେ । ଯଦି ସକାଳୁ ଆପଣ ଙ୍କ ପେଟ ଠିକ୍ ରହୁନି ବା କବଜା ପରି ସମସ୍ୟା ଲାଗିରହିଛି ତାହେଲେ ଆଜିର ଏହି ଉପାୟ ଆପଣ ନିଶ୍ଚିତ ପ୍ରୟୋଗ କରନ୍ତୁ ।

ଚାଲନ୍ତୁ ଜାଣିବା ଆଜିର ଏହି ଘରୋଇ ଉପଚାର ଟି କଣ , ଗୋଟେ ପତ୍ର ଗ୍ୟାସ ରେ ବସାନ୍ତୁ ସେଥିରେ ଦୁଇ କପ୍ ପାଣି ଦିଅନ୍ତୁ । ପାଣି କୁ ଅଳ୍ପ ଗରମ ହେବାକୁ ଦିଅନ୍ତୁ ଏଥିପାଇଁ ଆପଣ ଙ୍କୁ ଆବଶ୍ୟକ ପଡ଼ିବ ଜିରା ର, ଜିରା ପ୍ରାୟତ ସମସ୍ତଙ୍କ ଘରେ ସହଜ ରେ ମିଳିବ ଜିରା ଆମ ଶରୀର ପାଇଁ କେତେ ଯେ ଲାଭ ଦାୟକ ହୋଇଥାଏ ଏହା ଆମର ହଜମ ପ୍ରକ୍ରିୟା ସୁଚାରୁରୂପେ କରିଥାଏ ।

ପାଚନ ଶକ୍ତି ପାଇଁ ଏହା ଏକ ସଠିକ୍ ଔଷଧ ଅଟେ । ଏହା ପରେ ଡ଼ାଲଚିନ କୁ ଖଣ୍ଡ କରି ପକାନ୍ତୁ ଏହାକୁ ଭଲସେ ଫୁଟାଇବାକୁ ଦିଅନ୍ତୁ । ଏହି ଦୁଇଟି ସାମଗ୍ରୀ ପେଟ ରୁ ଗ୍ୟାସ ଭଳି ସମସ୍ୟା କୁ ଦୁର କରିଥାଏ । ଏବେ ଏହି ପାଣିକୁ ଏମିତି ଫୁଟାନ୍ତୁ ଯେପରି 2 କପ୍ ପାଣି 1 କପ୍ ହେଇଯିବ । ଜିରା ମଧ୍ୟ ରେ ଏମିତି ପୋଷାକ ଥାଏ ଯାହା ଆମ ଶରୀର ର ଗ୍ୟାସ କବଚ ଏସିଡିଟି ଆଦି କୁ ଦୁର କରିଥାଏ ।

ବିଭିନ୍ନ ପ୍ରକାର ରୋଗ ଦୁର କରିଥାଏ । ଘରେ କେବଳ ରୋଷେଇ ପାଇଁ ବ୍ୟବହୃତ ହୋଇଥାଏ କିନ୍ତୁ ଜିରା ର ଉପାୟ ସମ୍ବନ୍ଧ ରେ ସମସ୍ତେ ଜାଣି ନଥାନ୍ତି । ଆପଣ ଙ୍କୁ ଗ୍ୟାସ ରୁ ମୁକ୍ତି ମିଳିବା ଏହି ପ୍ରକାର ପ୍ରୟୋଗ ଦ୍ଵାରା । ଏସିଡ କୁ ଶାନ୍ତ କରିବା ସହ ଗ୍ୟାସ ସମସ୍ୟା କୁ ଦୁର କରେ ।

କବଜ ପରି ସମସ୍ୟା ଦେଖା ଯାଏ ନାହିଁ । ଏଥିରେ ଆପଣ ଲେମ୍ବୁ ଏବଂ କଳା ଲୁଣ ମଧ୍ୟ ପକାଇ ପି ପାଇପାରିବେ । ଉଷୁମ ଉଷୁମ ଏହାକୁ ପିଇବାକୁ ହେବ ଯେତେବେଳେ ଗ୍ୟାସ ସମସ୍ୟା ଦେଖା ଦେଉଚି ସେତେବେଳେ ଆପଣ ଏହାର ସେବନ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button