ନ ରୁ ଆରମ୍ଭ ନ ରେ ଶେଷ, ଦେଖୁଥାଏ ସାରା ଦୁନିଆ ଦୃଶ୍ୟ। ତା’ର ନାମଟି କ’ଣ ? ଏହା ସହିତ ୧୫ଟି GK Questions & Answers
ଦର୍ଶକବନ୍ଧୁ ଆମେ ଯେତେ ପାଠ ପଢିଥିଲେ ମଧ୍ୟ କିଛି ପ୍ରଶ୍ନ ଏପରି ମଧ୍ୟ ଅଛି ଯାହାର ଉତ୍ତର ଆମେ ଜାଣିନଥାଉ । ଆଜିକାଲି ସରକାରୀ ଚାକିରି ହେଉ ବା ବେସରକାରୀ ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ।
୧:- କେଉଁ ଜୀବର ପାକସ୍ଥଳୀ ତାର ମୁଣ୍ଡରେ ଥାଏ ?
ଉତ୍ତର:- ଚିଙ୍ଗୁଡ଼ି
୨:- କେଉଁ ଯିବାର ଚାରୋଟି ପାକସ୍ଥଳୀ ଥାଏ ?
ଉତ୍ତର:- ଗାଈ
୩:- କେଉଁ ଦେଶରେ ସ୍ତ୍ରୀ ଲୋକମାନେ ନିଷ ଏବଂ ଦାଢ଼ି ଉଠାଇଥାନ୍ତି ?
ଉତ୍ତର:- ଇଥିଓପିଆ
୪:- ବାବର କେଉଁ ଭାଷାରେ ଆତ୍ମଜୀବନୀ ରଚନା କରିଥିଲେ ?
ଉତ୍ତର:- ତୁର୍କୀ
୫:- ଗ୍ରୀନଲାଣ୍ଡର କ୍ୟାପିଟାଲ ର ନାମ କଣ ?
ଉତ୍ତର:- ନ୍ୟୁକ
୬:- କେଉଁ ଜୀବ ପାଟିରେ ଚାଲେ ?
ଉତ୍ତର:- ଗେଣ୍ଡା
୭:- ରାବଣର ସମୁଦାୟ କେତୋଟି ବାହୁ ଥିଲା ?
ଉତ୍ତର:- ୨୦ଟି
୮:- ସରଗରୁ ଆସିଲେ ଭାଇ ଭଉଣୀ । ଚୋବେଇ ଗଲେ ବିରି ଗହୁଣୀ । ଏହାର ମାନେ କ’ଣ ?
ଉତ୍ତର:- ଚକି ଶିଳ
୯:- ନ ରୁ ଆରମ୍ଭ ନ ରେ ଶେଷ, ଦେଖୁଥାଏ ସାରା ଦୁନିଆ ଦୃଶ୍ୟ । ତା’ର ନାମଟି କ’ଣ ?
ଉତ୍ତର:- ନୟନ
୧୦:- କେଉଁ କାଳ୍ପନିକ ଭୌଗୋଳିକ ରେଖା ସବୁଠାରେ ଦକ୍ଷିଣରେ ରହିଛି ?
ଉତ୍ତର:- ମକର ରେଖା
୧୧:- ଜଣେ ସଚ୍ଚା ଜୈନ ମୁନି ଭଳି ଉପବାସ ଦ୍ଵାରା କେଉଁ ଶାସକ ଶରୀର ତ୍ୟାଗ କରିଥିଲେ ?
ଉତ୍ତର:- ଚନ୍ଦ୍ରଗୁପ୍ତ ମୋର୍ଯ୍ୟ
୧୨:- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ?
ଉତ୍ତର:- ସମୁଦ୍ର ଘୋଡ଼ା
୧୩:- ଭାରତର ପ୍ରଥମ ଆଣବିକ କେନ୍ଦ୍ର କେଉଁଟି ?
ଉତ୍ତର:- ତାରାପୁର
୧୪:- କେଉଁ ମୁଗଲ ଶାସକ ତାଙ୍କ ନିଜ ପୁତ୍ର ଦ୍ଵାରା ବନ୍ଦୀ ହୋଇଥିଲେ ?
ଉତ୍ତର:- ସାହାଜାହାନ
୧୫:- ଜଣେ ଝିଅ ପାଖରେ ବାହାଘର ପୂର୍ବରୁ ଥାଏ, ବାହାଘର ପରେ ମଧ୍ୟ ଥାଏ କିନ୍ତୁ ବାହାଘର ଦିନ ନଥାଏ । ତାହା କ’ଣ ?
ଉତ୍ତର:- ସର୍ନେମ (surname)