IBN ଓଡ଼ିଶା ବ୍ୟୁରୋ

ଛୋଟ ପିଲାଙ୍କ ପାଇଁ ବିପଦ – ସ୍ମାର୍ଟଫୋନ ନିଶା । ବାପା ମା ଏପରି ଭାବେ ପିଲାଙ୍କ ମୋବାଇଲ ନିଶା ଛଡାନ୍ତୁ…

ଛୋଟ ପିଲାମାନେ କଣ ପାଇଁ ଏତେ ମୋବାଇଲ ଧରୁଛନ୍ତି । ଏହା ଆଇ କାଲୀ ଲୋକଙ୍କ ପାଇଁ ଖୁବ ଷାଢାର୍ଣ କଥା ଏହା ଅମଧ୍ୟରେ ପିଲା ମାନେ ଅନେକ କିଛି ଛାଡି ଯାଉଛନ୍ତି ଯାହା ଦ୍ଵାରା ଆମେ ମଧ୍ୟ କଷ୍ଟ ପାଉଛେ ଆପଣ ତ ଜାଣି ଛନ୍ତି କି ଆମେ ଯାହାଭି କରିବା କିମ୍ବା ଆମେ ଯାହାଭି କରିବା ପାଇଁ ଇଛା  କରିବା ତାହା ପାଇଁ ଆମେ ଆମର ସମ୍ପୂର୍ଣ ଶକ୍ତି ଲଗାଇ ଥାଉ ମାତ୍ର ଆଜି କାଳିଆର ପିଲାଙ୍କ ବିକାଶ ହେଉନି ଆଗ କାଳର ପିଲାମାନେ ଖେଳିବା ଗପିବା କଥା ହେବା କିଛି ନୂଆ ଜିନିଶ କୁ ଦେଖିବା ଏହା ସବୁ କରିବା ପାଇଁ ଖୁବ ଭଲ ପାଉ ଥିଲେ ।

ମାତ୍ର ଏବେ ବାପା ମା ଙ୍କ ପାଇଁ ସହର କେବଳ ନୁହେଁ ଗ୍ରାମ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି କାରଣ ଜଣଙ୍କ ହାତରୁ ସାହେ ଜଣଙ୍କ ହାତ ହୋଇ ଥାଏ । ଆମ ଦେଶର ଭବିଷ୍ୟତ ଯେଉଁ ମାନେ ସେମାନେ ଏବେ ନଷ୍ଟ ହେବାରେ ଲାଗିଛନ୍ତି କାରଣ ହେଉଛି କି ଆମେ ଯାହାଭି କରିବା କିମ୍ବା ଆମେ ଯାହାଭି କରୁଛେ ତାହା ଆମ ମସ୍ତିସ୍କ ମଧ୍ୟରେ ଷ୍ଟୋର ହୋଇ ରହି ଯାଇ ଥାଏ । ଏକ ଶିଶୁ ଜନ୍ମ ନେବା ପରେ ସେ କିଛି ଜାଣି ନଥାଏ ଏହି ଦୁନିଆରେ ଅନେକ କିଛି ଜିନିଷ ମାନ ଅଛି ଯାହା ସେ ଜାଣିବବା ଆଦରକାର ଅଟେ । ଏହା ସହ ସେ ବଢିବାର ପ୍ରକ୍ରିୟା ମଧ୍ୟ 3 ପ୍ରକାର ହେବା କଥା ପ୍ରଥମ ଶାରୀରିକ ବିକାଶ, ମାନଶୀକ ବିକାଶ, ବୌଧିକ ବିକାଶ ।

ଏହି ବିକାଶ ହେବାର କାରଣ ହେଉଛି କି ଆମେ ସମ୍ପୂର୍ଣ ରୂପରେ ବିକଶିତ । ମାତ୍ର ଏହାର ପ୍ରଭାବ ଆଇ କାଲିର ପିଲାଙ୍କ ମଧ୍ୟରେ କମିବାରେ ଲାଗିଛି ଆପଣ ଏହା ମଧ୍ୟ ଜାଣି ଥିବେ କି କିଛି ଲୋକମାନେ ଯେଉଁ ମାନେ ନିଜ କାମକୁ ନେଇକି କେବଳ ତାହା ମଧ୍ୟରେ ଥାନ୍ତି ଓ ବୟଶ ଚାଲିବା ପରେ ତାଙ୍କ ପାଖରେ କିଛି ନଥାଏ ।

ଆଜି କାଲୀର  ପିଲାଙ୍କ ସହ ମଧ୍ୟ ଠିକ ଏହି ଭଳି କିଛି ହେଉଛି । ଆପଣ ଜାଣି ଛନ୍ତି ଏହା ଆପଣ ମାନେ ଦାଇ ଆଜ୍ଞା ଆହନ ବାପା ମା ଦ୍ଵାରା ପିଲା ଏହି ଖରାପ ରାସ୍ତା କୁ ଆସିଛି ଆମେ ପିଲାଙ୍କ ପ୍ରଶ୍ନ ରୁ ନିଜକୁ ଆଡେଇବା ପାଇଁ ତାଙ୍କ ସହ ଖେଳିବା ପାଇଁ ବଞ୍ଚିବା ପାଇଁ ଅନେକ ସମୟରେ ଫୋନ ତାଙ୍କ ହାତରେ ଦେଇ ଦେଉଛେ ।

ଏହା ସହ ମା ମାନେ ଅଧ୍ୟା ଖୁଆଇବା ବେଳେ ଫୋନ ଟିଏ ହାତରେ ଧରାଇ ଦେଉଛନ୍ତି । ଯାହା ଦ୍ଵାରା ପିଲାମାନଙ୍କ ମସ୍ତିସ୍କ ସଙ୍କୁଚିତ ହୋଇ ରହି ଯାଉଛି ଓ ସେମାନେ ବଢି ପାରୁ ନାହାଁନ୍ତି । ଏହି କାରଣରୁ ସେମାନଙ୍କ ମସ୍ତିସ୍କ ରେ ଅନେକ ପ୍ରକାର ବିକୃତ ଚିନ୍ତା ଧାରା ଜାତ ହୋଇ ଯାଇଥାଏ ଓ ଆଖି ମଧ୍ୟ ଖରାପ ହୋଇ ଥାଏ । ଏହା ସହ ସମୟ ଆଗରୁ ଜାଣି ଯିବା କଥା ଦ୍ଵାରା ଦୁନିଆରେ ସେମାନଙ୍କ ବଦନାମୀ ମଧ୍ୟ ହୋଇଥାଏ ।

ବଡଙ୍କ ସହ କିଭଳି ବ୍ୟବହାର ଅକରିବା କୁ ହେବ କାହା କୁ କେଉଁ ଭଳି କଥା କହିବା ଭଲ ଏହି ସବୁ କୁ ସେମାନେ ଖୁବ ପଛରେ ଛାଡି ଦେଇଥାନ୍ତି । ଏହି ଫୋନ ପାଇଁ ଅନେକ ପିଲାଙ୍କ ଜୀବନର ହାନି ମଧ୍ୟ ହୋଇ ସାରିଲାଣି । ତେବେ ଏହା ଅଟକାଇବା କୁ ହେବ ଯଦି ଆପଣ ଚାହାନ୍ତି କି ଆପଣଙ୍କ ପିଲା ଏକ ସୁସ୍ଥ ମସ୍ତିକ ଓ ସୁନ୍ଦର ଜୀବନ ପାଉ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button