IBN ଓଡ଼ିଶା ବ୍ୟୁରୋ

କଲେଜ ଭିତରେ ପ୍ରେମ କରୁଥିବାର Video ନିଆଁ ପରି ହେଉଛି Viral

ଆପଣ ମାନେ ବିଭିନ୍ନ ପ୍ରକାର ଖବର ଜାଣୁଥିବେ ଯେଉଁଠି ଯୁବପିଢି ମାନେ ବହୁତ କିଛି କାର୍ଯ୍ୟ ରେ ନିଜକୁ ନିୟୋଜିତ କରି ଫସି ମଧ୍ୟ ଯାଉଛନ୍ତି । ଆଜିର ସମୟରେ ସବୁ କ୍ଷେତ୍ର ରେ ଠିକ ଭୁଲ ବିଚାର କରି କାର୍ଯ୍ୟ କରିବା ନିହାତି ଦରକାର । ଆପଣ ମାନେ ଏମିତି କିଛି କାର୍ଯ୍ୟ ଦେଖିଥିବେ ଯାହା ଭାବିବାକୁ ହିଁ ଖରାପ ଲାଗିଥାଏ । ଆଜିର ସୋସିଆଲ ମିଡ଼ିଆ ରେ ସବୁ ପ୍ରକାର ଘଟଣା ଭାଇରାଲ ହେଉଛି।

ଆପଣ ମାନେ ବିଭିନ୍ନ କଲେଜ ପିଲା ଙ୍କୁ ପାଠ ପଢ଼ାରେ ଅବହେଳା କରି ବିଭିନ୍ନ କାର୍ଯ୍ୟ ରେ ଲିପ୍ତ ଥିବା ଜାଣିଥିବେ । ବହୁତ ସମୟରେ ଏହି ଯୁବପିଢି ଙ୍କ କାର୍ଯ୍ୟ ସୋସିଆଲ ମିଡ଼ିଆ ରେ ପ୍ରଚାର ହେଇଥାଏ । ସେହିପରି କିଛି କଲେଜ ର ଛାତ୍ର ଛାତ୍ରୀ ପରସ୍ପର କୁ ପ୍ରେମ କରୁଥିବର ଭିଡ଼ିଓ ଏବେ ଚାରିଆଡେ଼ ଭାଇରାଲ ହେଉଛି । ଜଣେ ଛାତ୍ର ଛାତ୍ରୀ ଙ୍କୁ କଲେଜ ପଛ କୁ ନେଇ ନିଜ ପ୍ରେମ ନିବେଦନ କରୁଛନ୍ତି ଏବଂ ଯୁବତୀ ଙ୍କ ହାତରେ ରିଙ୍ଗ ପିନ୍ଧାଉଛନ୍ତି ।

କିଛି ପିଲା ଏହାର ଭିଡ଼ିଓ ମଧ୍ୟ କରୁଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଯୁବପିଢି ପରସ୍ପର କୁ ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ହେଉଛି । ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବିପଦ ସାଜୁଛି । ତେବେ ପ୍ରେମ କରିବା ଭୁଲ ନୁହେଁ । ହେଲେ ନିଜ ପାଠ ପଢା ଏବଂ କ୍ୟାରିଅର କୁ ପଛକୁ ପକେଇବା ବି ଠିକ ନୁହେଁ । ପ୍ରଥମେ ନିଜ କ୍ୟାରିଅର କୁ ଧ୍ୟାନ ଦେବା ଉଚିତ । ତେବେ କିଛି ଯୁବପିଢି ପ୍ରେମ ରେ ପଡି ଭୁଲ ବାଟ କୁ ମଧ୍ୟ ଚାଲିଯାଉଛନ୍ତି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button