ମନୋରଞ୍ଜନ

ଆଇଟମ୍‌ ଗୀତକୁ ମୀନାକ୍ଷୀ ମନ

ମୁମ୍ବାଇ: ପୂର୍ବତନ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରୀ ଏକ ଆଇଟମ୍‌ ଗୀତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଚମତ୍କାର ନୃତ୍ୟ ପରିବେଶଣ କରିଥିବା ଏହି ଅଭିନେତ୍ରୀ ନିକଟରେ ତାଙ୍କର ଆଗ୍ରହ ଓ ବିଶ୍ୱାସକୁ ଶେୟାର କରିଛନ୍ତି। ତାଙ୍କର କୌଣସି ଆଇଟମ ଗୀତ ନ ଥିବାରୁ ସେ ଏକ ଭଲ ଗୀତ କରିବାକୁ ଚାହାନ୍ତି ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button