Uncategorized
ଝିଅଟି ଗିଳି ଦେଲା ପିନ୍ – ତା’ପରେ ଯାହା ହେଲା ଶୁଣିଲେ ଆପଣ ବିଶ୍ୱାସ କରିପାରିବେନି

କାମ କରିବା ସମୟରେ ମୁହଁରେ ପିନ୍ ରଖୁଛନ୍ତି ଯଦି, ତେବେ ସତର୍କ ହୋଇଯାଆନ୍ତୁ। କାହିଁକି ନା ଏଭଳି କରିବା ଗୋଆର ଜଣେ ୧୮ ବର୍ଷୀୟ ଝିଅକୁ ପଡିଲା ମହଙ୍ଗା , ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସେହି ଝିଅଟି ଭୁଲରେ ୩.୫ ସେଣ୍ଟିମିଟର ଲମ୍ବା ପିନ୍ ଗିଳି ଦେଲା ଏବଂ ତାହା ତାର ଫୁସଫୁସରେ ଅଟକିଗଲା। ତା’ପରେ ତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଗଲା।
ଏହି ୧୮ ବର୍ଷୀୟ ଯୁବତୀ କପଡା ପିନ୍ଧିବା ସମୟରେ ମୁହଁରେ ରଖିଥିବା ପିନଟିକୁ ଗିଳି ଦେଇଥିଲା। ମୁମ୍ବାଇର ଜୈନ ହସ୍ପିଟାଲରେ ବିଭାଗର ଡାକ୍ତର ଅରବିନ୍ଦ କାଟେ କହିଛନ୍ତି ଯେ, ଏକ୍ସରେ ରିପୋର୍ଟ ଦେଖିବା ପରେ ପିନଟିକୁ ଫୋରସେପର ସହାୟତାରେ ବାହାର କରାଗଲା।