IBN ଓଡ଼ିଶା ବ୍ୟୁରୋ

ଝିଅ ମାନଙ୍କ ଜୀବନ କାନ୍ଦି କାନ୍ଦି କଟିବ ଯଦି ବାହା ହୁଅନ୍ତି ଏହି ପରି ପୁରୁଷ ମାନଙ୍କୁ ।

ପ୍ରତ୍ୟକ ଝିଅ ଚାହିଁଥାଆନ୍ତି କି ସେ ଜଣେ ତାଙ୍କୁ ବୁଝିପାରୁଥିବା ପୁଅକୁ ବିବାହ କରିବାକୁ। କାରଣ ପ୍ରାୟ ଝିଅ ଇମୋସନାଲ ହୋଇଥାନ୍ତି ଓ ସେମାନେ ଚାହାନ୍ତି ତାଙ୍କ ଜୀବନ ସାଥୀ ତାଙ୍କୁ ସର୍ବଦା ଭଲ ପାଉ ଏବଂ ସମ୍ମାନ କରୁ। ଏଥିରେ କୌଣସି ଭୁଲ ମଧ୍ୟ ନାହିଁ କାରଣ ଆପଣଙ୍କ ଜୀବନ ନିଜ ସାଥୀ ସହ ବିତାଇବାର ଅଛି। ଯଦି ସେ ଆପଣଙ୍କର ସମ୍ମାନ ଦିଏ ନାହିଁ ବହୁତ ଖରାପ ଲାଗିବ । ଏମିତରେ ସମସ୍ତଙ୍କୁ ଠିକ ଜୀବନ ସାଥି ମିଳିବା ସମ୍ଭବ ନୁହେଁ ।

କାରଣ ପ୍ରତ୍ୟକ ମଣିଷ ଅଲଗା ହୋଇଥାଏ ଆଉ ତାର ବ୍ୟବହାର ମଧ୍ୟ । ଗୋଟେ ଭଲ ସାଥି ବାଛିବା ଜୀବନରେ ବହୁତ ବଡକାମ ହୋଇଥାଏ । ଆପଣ ଭାବିଲେ କଣ ଆପଣ ଏମିତି ଲୋକ ସହ ଆପଣଙ୍କ ଜୀବନ ବିତାଇ ପାରିବେ ଯାହାର ମନରେ ଆପଣଙ୍କ ପ୍ରତି ଇଜ୍ଜତ ନଥିବ । କିନ୍ତୁ ଆପଣ ଜାଣିଛନ୍ତି ବିଛାରାଶିର ଲୋକ ନିଜ ସାଥିକୁ ସମ୍ମାନ କରି ନଥାନ୍ତି। ମୀନରାଶିର ଲୋକ ନିଜର ସମ୍ପର୍କ ଖରାପ କରିଦିଅନ୍ତି ।ଏହି ରାଶିର ଲୋକ ନିଜ ସାଥୀର ଦଶ ପ୍ରକାର ଭୁଲ ଖୋଜିଥାନ୍ତି। ସେମାନଙ୍କୁ କିଛି ଭୁଲ ମିଳେ ନାହିଁ ଏମିତିରେ ସେ ନିଜ ଭଲ ସମ୍ପର୍କକୁ ଖରାପ କରି ଦିଅନ୍ତି । ବୃଷରାଶିର ଲୋକ ମଧ୍ୟ ନିଜ ରାଗଯୋଗୁଁ ସମ୍ପର୍କ ଖରାପ କରିଦିଅନ୍ତି । ଏମାନେ ଅଧିକ ସନ୍ଧେଇ ହୋଇଥାନ୍ତି। ପ୍ରତି କଥାରେ ସନ୍ଧ୍ୟୟ କରିଥାନ୍ତି । ଯାହା ଫଳରେ ସେମାନେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ।

Related Articles

Leave a Reply

Your email address will not be published. Required fields are marked *

Back to top button