ବିବାହର ଗୋଟେ ବର୍ଷ ପରେ ଏବେ ଅଲଗା ହେବେ ବିରାଟ ଓ ଅନୁଷ୍କା, ଅନୁଷ୍କା କହିଲେ- ମୁଁ ଚାହୁଁନି କି ମୋ ସ୍ୱାମୀ…

ବିରାଟ କୋହଲି ଓ ଅନୁଷ୍କା ଶର୍ମାର ଲଭ ଷ୍ଟୋରୀ କାହାକୁ ବି ଅଛପା ନାହିଁ । ଦୁହେଁ ୧୧ ଡିସେମ୍ବର ୨୦୧୭ କୁ ଇଟାଲିରେ ବିବାହ କରି ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ କରାଇଥିଲେ । କିନ୍ତୁ ଏବେ ଦୁହେଂ ଅଲଗା ହେବାର ଫଇସଲା ନେଇଛନ୍ତି । ବିରାଟ କୋହଲି ନିଜ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇକରି ବହୁତ ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଅଟେ ପୂରା ଘଟଣା ।
ଅନୁଷ୍କା ଶର୍ମା ଆଗକୁ କହିଲେ କି ବିରାଟ ବିଶ୍ୱକପ୍ ରେ ଭଲ ଖେଳିବେ ଏଥିପାଇଁ ମୁଁ ଏହି ଫଇସଲା ନେଇଛି । ଏଥିପାଇଁ ମୁଁ ନିଜ ପଇସାରେ ମ୍ୟାଚ୍ ଦେଖିବାକୁ ଯିବି ଓ ତାଙ୍କୁ ଚିୟର୍ କରିବି । ମିଡିଆ ରିପୋର୍ଟରୁ ଜଣାଯାଏ ଯେ ଭାରତରୁ ବିରାଟ କୋହଲିଙ୍କ ସହ ଅନୁଷ୍କା ଶର୍ମା ଇଂଲଣ୍ତ ଯିବେ । କିନ୍ତୁ ସେଠାରେ ଷ୍ଟାଡିୟମ୍ ଯିବାପାଇଁ ସେ ଅଲଗା କାର୍ ନେବେ । ଓ ନିଜ ପଇସା ଖର୍ଚ୍ଚ କରି ମଇଦାନରେ ଖେଳ ଦେଖିବେ । ଯାହା ଦ୍ୱାରା କିଛି ବି ଆଲୋଚନା ନ ହେଉ । କହିଦେବୁ କି କ୍ରିକେଟିୟରଙ୍କ ସ୍ତ୍ରୀ ନିଜ ସ୍ୱାମୀଙ୍କ ସହ ଷ୍ଟାଡିୟମ୍ ଯାଏଁ ଯାଇଥାନ୍ତି । କିନ୍ତୁ ଏହିଥର ଅନୁଷ୍କା ଏହା ଅଲଗା ଫଇସଲା ନେଇଛନ୍ତି ।