ରାଜ୍ୟ
ଆଳୁ ମିଶନ କାହିଁକି ଫେଲ ମାରିଲା ?
ଆଳୁ ମିଶନରେ 2015 ରୁ 2018 ମଧ୍ୟରେ 112ଟି ନୂତନ ଶୀତଳ ଭଣ୍ଡାର କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଯେଉଁଥିରେ 7 ଲକ୍ଷ 5 ହଜାର ମେଟ୍ରିକ୍ ଟନ୍ ଆଳୁ ସଂରକ୍ଷିତ ହୋଇ ପାରିଥାନ୍ତା।