କଣ ଆପଣଙ୍କ ବୁଢା ଆଙ୍ଗୁଳିଠୁ ତା ପାଖ ଆଙ୍ଗୁଠି ବଡ କି, ତେବେ ନିଶ୍ଚୟ ପଢି ଦିଅନ୍ତୁ ଆପଣଙ୍କ ଭାଗ୍ୟ, ଚମକି ପଡିବେ ଜାଣି

କଣ ଆପଣଙ୍କ ବୁଢା ଆଙ୍ଗୁଳିଠୁ ତା ପାଖ ଆଙ୍ଗୁଠି ବଡ କି, ତେବେ ନିଶ୍ଚୟ ପଢି ଦିଅନ୍ତୁ ଆପଣଙ୍କ ଭାଗ୍ୟ, ଚମକି ପଡିବେ ଜାଣି
ଏପରି କେବେ କେବେ ଦେଖିବା ପାଇଁ ମିଳିଛି କି ଆମ ପାଦ ର ଆଙ୍ଗୁଳି ସବୁ ବେଳେ ସଠିକ୍ ରହିଥାଏ । ବା ଆପଣ ଏହା ବି ଦେଖି ଥିବେ କି ଆପଣ କାହାର ଆଙ୍ଗୁଳି ବି ବହୁତ ଆଶ୍ଚର୍ଯ୍। ଜନକ ହୋଇଥାଏ । କଣ ଆପଣ ବୁଝି ପାରିଲେ ନାହିଁକି । ଆମେ ଆପଣଙ୍କୁ ବହୁତ ଭଲ ଭାବେ ବୁଝେଇ କହୁଛୁ । ଆପଣ କେବେ ନିଜ ପାଦ ର ଆଙ୍ଗୁଳିକୁ ଠିକ୍ ଭାବେ ଦେଖିଛନ୍ତି କି । ଦୁନିଆ ରେ ଏମିତି ବହୁତ ଲୋକ ରହିଛନ୍ତି ଯେଉଁମାନ ଙ୍କର ବୁୃଦ୍ଧ ଆଙ୍ଗୁଳିର ପାଖ ଆଙ୍ଗୁଳି ସବୁ ବେଳେ ବଡ ହୋଇଥାଏ । ଖାସ ଏଇଥି ପାଇଁ ଆମେ ଆଜି ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁକି , ଯଦି ଆପଣ ଙ୍କର ବୃଦ୍ଧ ଆଙ୍ଗୁଳି ର ପାଖ ଆଙ୍ଗୁଳି ବଡ ରହିଛି ବା ଆପଣ ନିଜ ପରିବାର ବା କୈଣସି ସାଙ୍ଗର ଏପରି ବଡ ଆଙ୍ଗୁଳି ଥିବା ଦେଖିଛନ୍ତି ତେବେ ସେମାନଙ୍କ ଭାଗ୍ୟ ଫଳ ଥରେ ଜାଣି ନିଅନ୍ତୁ ।
ଆମେ ଜାଣିଛୁ କି ଆପଣ ଏହି ଭାଗ୍ୟ ଫଳ ଜାଣିବା ପରେ ନିଶ୍ଚିତ ଭାବେ ବହୁତ ଆଷ୍ଚର୍ଯ୍ଯ ହୋଇ ଉଠିବେ । ଖାସ କରି ସ୍ତ୍ରୀ ମାନଙ୍କ ଲକ୍ଷଣ ବିଷୟରେ ତ ବହୁତ କିଛି ଲେଖା ରହିଛି ଏପରି କି ତାଙ୍କର ସବୁ ଆଙ୍ଗ ବିଷୟରେ ବି । ଏମିତିରେ ପ୍ରତ୍ୟେକ ମଣିଷର ଅଙ୍ଗର ଗଢଣୀ ସବୁ ବେଳେ ଅଲଗା ଅଲଗା ହୋଇଥାଏ । ଯେଉଁ ପୁରୁଷବା ସ୍ତ୍ରୀ ଙ୍କ ବୁଦ୍ଧ ଆଙ୍ଗୁଳି ପାଖ ଆଙ୍ଗୁଳି ବଡ ହୋଇଥାଏ ସେମାନେ ସବୁ ବେଳେ ଉର୍ଜା ମୟୀ ହୋଇଥାନ୍ତି । ଏହି ମଣିଷ ମାନେ ସବୁ ବେଳେ ଆଗ୍ରହି ହୋଇଥାନ୍ତି । ଏମିତି ରେ ସେମାନଙ୍କ ମଧ୍ୟ ରେ କିଛି କରିବାର ଠାଣୀ ରହିଥାଏ ।




