IBN ଓଡ଼ିଶା ବ୍ୟୁରୋ
ଏହି ତିନି ରାଶିର ଝିଅ ପୁଅଙ୍କୁ ପ୍ରେମରେ ଫସେଇବାରେ ମାହିର

ସାଧାରଣତଃ ସୁନ୍ଦର ଝିଅ ଦେଖି ପ୍ରେମରେ ପଡିବା ପୁଅଙ୍କ ପାଇଁ ପ୍ରେମର ଅନୁଭୂତି ପୂରା ନିଆରା । କୁହାଯାଏ ପ୍ରେମ ସହିତ ବ୍ୟକ୍ତିର ରାଶିର ସଂପର୍କ ଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଜାଣିବା କେଉଁ ତିନି ରାଶିର ଝିଅ ପୁଅଙ୍କୁ ବେଶୀ ଆକର୍ଷିତ କରିଥାନ୍ତି । ଯେଉଁ ଝିଅମାନଙ୍କୁ ଦେଖି ପୁଅ ନିଜ ଆୟତରୁ ବାହାରି ଝିଅର ପ୍ରେମରେ ସଂପୂର୍ଣ୍ଣ ଭାବେ ପଡି ଯାଇଥାଏ ।
ବୃଷ: ଏହି ରାଶି ଝିଅ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ପାଖରେ ଏକ ସ୍ୱତନ୍ତ୍ର ଭାବମୂର୍ତ୍ତି ଥାଏ ଯାହା ପ୍ରତି ପୁଅ ବେଶୀ ଆକର୍ଷିତ ହୋଇଥାନ୍ତି । ବୃଷ ରାଶିର ଝିଅଙ୍କ କଥାରେ ପୁଅ ମାନେ ଚାଲନ୍ତି କାରଣ ଏଇ ଝିଅ ମାନେ ସଂପୂର୍ଣ୍ଣ ଭାବେ ପୁଅଙ୍କୁ ବଶ କରି ଦିଅନ୍ତି।
ବିଛା: ବିଛା ରାଶିର ଝିଅ ସାଧାରଣତଃ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାନ୍ତି । ବ




