IBN ଓଡ଼ିଶା ବ୍ୟୁରୋ

ଏହା ସେହି ବଡ କାରଣ ଯାହା ପାଇଁ ମହିଳାମାନେ ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖନ୍ତି-

ସମୟ ବଦଳିବା ସହ ଆମ ଜୀବନଶୈଳୀ ମଧ୍ୟ ବଦଳୁଛି, ଆମ ରହିବା ଓ ଜୀବନ ଶୈଳୀ ବହୁତ ପରିବର୍ତନ ହୋଇଛି । ଲୋକଙ୍କ ଇଛା ମଧ୍ୟ ଦିନକୁ ଦିନ ବଢି ଚାଲିଛି, ଆମ ବଢୁଥିବା ମନ ଇଛା କାରଣ ଏକ୍ସଟ୍ରା ମେରିଟଲ ଅଫେୟର ହୋଇ ଥାଏ । ଆଜି ପରି ପରିବେଶ ରେ ଅବୈଧ ସମ୍ବନ୍ଧ ବହୁତ ସାମାନ୍ୟ କଥା ହୋଇ ଯାଇଛି, ଏହି ଜିନିଷ ଦିନକୁ ଦିନ ବଢି ଚାଲିଛି ଖବର କାଗଜ, ଟିବି ଚେନେଲ ଏବଂ ସୋଶିଅଲ ମିଡିଆ ଉପରେ ଆପଣ ଏମିତିକା କେତେକ ଖବର ଶୁଣି ଥିବେ ବା ଦେଖି ଥିବେ ।

କିନ୍ତୁ କଣ କେବେ ଆପଣ ଭାବିଛନ୍ତି ଲୋକ ଏକ୍ସଟ୍ରା ମେରିଟଲ ଅଫେୟର କଣ ପାଇଁ ରଖନ୍ତି । କାହିଁକି କେତେକ ଲୋକ ଅବୈଧ ସମ୍ବନ୍ଧ ରଖନ୍ତି ଏବଂ ଏହି ପରି ସମ୍ପର୍କ ରଖିବା ପାଇଁ ଇଛୁକ ହୁଅନ୍ତି, ଆସନ୍ତୁ ଜାଣିବା କଣ ପାଇଁ ଅବୈଧ ସମ୍ବନ୍ଧ ସୃଷ୍ଟି ହୋଇ ଥାଏ ।

ବିବାହିତା ଜୀବନ ରେ ଭଲ ପାଇବା ମାନସିକ ଏବଂ ଶାରୀରିକ ଦୁଇ ଆଡୁ ଦୁହେଁ ସ୍ତ୍ରୀ ଓ ପୁରୁଷ କୁ ଆବଶ୍ୟକ ଅଟେ, ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ସମ୍ବନ୍ଧ ପାଇଁ ଅସୁବିଧା ହୁଏ ବା ସ୍ଵାମୀ ସ୍ତ୍ରୀଙ୍କୁ ସମ୍ବନ୍ଧ ପାଇଁ ସନ୍ତୁଷ୍ଟ କରି ନପାରିଲେ ସ୍ତ୍ରୀ ଅନ୍ୟ ପୁରୁଷ ପ୍ରତି ଆକର୍ଷିତ ହୋଇ ଥାନ୍ତି ।

 

ଏକୁଟିଆ :

କେତେ ଥର ଏହା ମଧ୍ୟ ଦେଖା ଯାଇଛି ଯେ କୌଣସି ଏକାନ୍ତ ଥିବା ମହିଳା ଅବୈଧ ସମ୍ବନ୍ଧ ପ୍ରତି ଆକର୍ଷିତ ହୋଇ ଥାଏ । ଆମ ଦେଶ ଏମିତି କେତେକ ଘର ପରିବାର ଅଛି ଯାହା ଘର ପୁରୁଷ ବାହାରେ କାମ କରିବା ପାଇଁ ରହୁଛନ୍ତି ସେହି ପରି ପୁରୁଷ ବା ସ୍ତ୍ରୀ ଅଲଗା ଲୋକଙ୍କ ପ୍ରତି ଆକର୍ଷିତ ହୋଇ ଥାନ୍ତି ଏବଂ ଅବୈଧ ସମ୍ବନ୍ଧ ରଖି ଥାନ୍ତି ।ଟଙ୍କା ଲୋଭ :

ଟଙ୍କା ପାଇଁ ଅବୈଧ ସମ୍ବନ୍ଧ ରଖିବାର ଆପଣ ବହୁତ ଶୁଣି ଥିବେ, ଆଜିକା ସମୟରେ ଏହା ସାମାନ୍ୟ ଅଟେ ।ଗର୍ଭ ନିରୋଧକ ଔଷଧ :

ଆଗ ସମୟରେ ଅବୈଧ ସମ୍ବନ୍ଧ ରଖିବା କଥା ବହୁତ କମ ଥିଲା କାହିଁକିନା ସେହି ସମୟରେ ଗର୍ଭ ନିରୋଧକ ବଟିକା ଆସି ନଥିଲା, ଆଗ ଲୋକ ଅବୈଧ ସମ୍ବନ୍ଧ ଦ୍ଵାରା ଗର୍ଭବତୀ କଥା ଭାବି ଡଋ ଯାଉଥିଲେ କିନ୍ତୁ ଏହି ବଟିକା ଗୁଡିକ ଏହି ସମସ୍ଯା ମଧ୍ୟ ଦୂର କରିଦେଲା ।

ତେବେ ଆପଣଙ୍କୁ କଣ ଲାଗୁଛି କାହିଁକି ମହିଳା ମାନେ ପର ପୁରୁଷ ସହ ସମ୍ପର୍କ ରଖିବାକୁ ବାଧ୍ୟ ହୁଅନ୍ତି ବା କିଛି ପୁରୁଷ ମଧ୍ୟ ପର ନାରୀ ସହ ସମ୍ପର୍କ ରଖନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button