ଘରୁ ବାହାରିଲା ବେଳେ କରନ୍ତୁ ଏହି କାମ, ସଫଳତା ଚୁମିମ ଆପଣଙ୍କ କଦମ

ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ :
ମବାର ଦିନ ସପ୍ତାହ ଆରମ୍ଭର ଦିନ ଏହି ଦିନର ପ୍ରାରମ୍ଭ ଅଇନା ଦେଖି କରନ୍ତୁ, ସୋମବାର ଦିନ ଘରୁ ବାହାରିବା ଆଗରୁ ଅଇନା ନିଶ୍ଚିନ୍ତ ଦେଖନ୍ତୁ, ଶୁଭ କାର୍ଯ୍ୟ ପାଇଁ ଗଲା ବେଳେ ଯାହା ହେଲେ ମଧ୍ୟ ଦୁଇ ମିନିଟ ଠାକୁରଙ୍କ ଫଟୋ ଆଗରେ ମୁଣ୍ଡିଆ ମାରିକି ଯାଅନ୍ତୁ । ଯେଉଁ କାର୍ଯ୍ୟ ପାଇଁ ଯାଉଛନ୍ତି ସେଥିପାଇଁ ପ୍ରାଥନା କରିବା ଉଚିତ, ଏମିତି କଲେ କାର୍ଯ୍ୟ ରେ ବାଧା ଆସେ ନାହିଁ ଏବଂ କାର୍ଯ୍ୟ ସଫଳତା ପୂର୍ଣ୍ଣ ହୋଇ ଥାଏ ।
– ମଙ୍ଗଳବାର ଦିନ ଘରୁ ମିଠା ଖାଇ ବାହାରନ୍ତୁ, ମିଠା ପାଇଁ ଆପଣଙ୍କ ଦିନ ମଧ୍ୟ ସୁଖମୟ ହୋଇ ଯିବ, ଏହି ଦିନ ମିଠା ଛଡା ଆପଣଙ୍କୁ ଯାହା ମିଠା ଜିନିଷ ପସନ୍ଦ ଆପଣ ଖାଇ ପାରିବେ । ମାନ୍ୟତା ଅଛି ଯେ ଏମିତି କଲେ ଆପଣଙ୍କ ଜୀବନରେ ଆସିବା ପ୍ରତେକ ବାଧା ଦୂର ହୋଇ ଥାଏ ଏବଂ ଆପଣ ଯେଉଁ କାର୍ଯ୍ୟ ପାଇଁ ଯାଉଛନ୍ତି ତା ସଫଳ ହୋଇବ ।
– ବୁଧବାର ଦିନ ଘରୁ ଧନିଆ ଖାଇ ବାହାରନ୍ତୁ, କାର୍ଯ୍ୟ ପୂର୍ଣ୍ଣ ପାଇଁ ଆବଶ୍ୟକ ଅଟେ, ଏହାମଧ୍ୟ କରିକି ଦେଖନ୍ତୁ ଆପଣଙ୍କ ଭାଗ୍ୟ ପରିବର୍ତନ ହେଉଛି ବା ନାହିଁ ।
– ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧାନ୍ତୁ ଏବଂ ଜୀରା ଖାଇ ଘରୁ ବାହାରିବେ ଦିନ ଶୁଭ ହୋଇବ ।
– ପ୍ରାୟତଃ ଶୁଭ କାର୍ଯ୍ୟ ପାଇଁ ଦହି ଖୁଆଇ କାର୍ଯ୍ୟ ପାଇଁ ପଠା ଯାଏ କିନ୍ତୁ ଶୁକ୍ରବାର ଦିନ ବିଶେଷ କରି ଦହି ଖାଇବା ବହୁତ ଶୁଭକାରୀ ଅଟେ ।




