IBN ଓଡ଼ିଶା ବ୍ୟୁରୋ

ଜାଣନ୍ତୁ, ପ୍ରାୟତଃ ସମ୍ବନ୍ଧ ବନେଇଲା ପରେ ପୁରୁଷଙ୍କୁ କଣ ପାଇଁ ଆସିଯାଏ ନିଦ

କୁହା ଯାଏ ଯେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ସବୁ ଠାରୁ ଗୁରୁତ ପୂର୍ଣ ହୋଇ ଥାଏ, ଏହି ସମ୍ପର୍କରେ ଦୁହେଁ ଦୁହିଙ୍କୁ ବୁଝିବା ଓ ବିଶ୍ଵାସ କରିବା ଅତି ଆବଶ୍ୟକ ଅଟେ । ଏହା ସହ କିଛି କଥା ଏମିତି ଥାଏ ଯାହା ସମ୍ପର୍କ ଭଲ ଓ ଗଭୀର କରି ଥାଏ, ଯେମିତି ବଞ୍ଚିବା ପାଇଁ ନିଶ୍ଵାସ ନବା ଦରକାର ସେମିତି ସ୍ଵାମୀ ସ୍ତ୍ରୀ ମଧ୍ୟ ରେ ଭଲ ପାଇବା ରହିବା ଅତି ଆବଶ୍ୟକ ଅଟେ ।

ଜୀବନରେ ଜୀବନସାଥୀ ଠାରୁ ଅଧିକ ଭଲ ପାଇବା ସମ୍ପର୍କ କିଛି ନଥାଏ, ଆପଣଙ୍କ ମନ କଥା ଯେମିତିକି ସୁଖ, ଦୁଖ ସବୁ ପ୍ରକାର ଭାବନା କେବଳ ପାର୍ଟନର ବୁଝି ପାରନ୍ତି ।ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ବନ୍ଧ ଯେତେ ଭଲ ହୋଇ ଥାଏ, ତାଙ୍କ ମଧ୍ୟ ଭଲ ପାଇବା ଏବଂ ଭାବନା ସମ୍ପର୍କ ସେତେ ଭଲ ଓ ମଜବୁତ ହୋଇ ଥାଏ । ବିଜ୍ଞାନ ଅନୁଯାଇ ପ୍ରତେକ ମଣିଷ ଭିତରେ ଅକ୍ସିଟୋସୀନ ହରମୋନ ଏବଂ ପ୍ରୋଲେକ୍ଟିନ ହୋଇ ଥାଏ ଯାହା ସମ୍ବନ୍ଧ ବନେଇଲା ପରେ କମି ଯାଏ ଯାହା ପାଇଁ ପୁରୁଷଙ୍କୁ ନିଦ ଆସି ଥାଏ ।

 

 ଆସନ୍ତୁ ଜାଣିବା ସଂଭୋଗ ପରେ ନିଦ କାରଣ :

–      ପ୍ରାୟତଃ ପୁରୁଷ ନିଜ କାମ ପାଇଁ ଚିନ୍ତିତ ଥାନ୍ତି ଯାହା କାରଣ ରୁ ସେ ଶାରୀରିକ ସମ୍ବନ୍ଧ ବନାନ୍ତି ଯାହା ପରେ ତାଙ୍କ ଚିନ୍ତା ଦୂର ହୋଇ ଥାଏ ଏବଂ ଏହା ତାଙ୍କ ପାଇଁ ଲାଭକାରୀ ଅଟେ ।

 

–      କେତେକ ଥର ଏମିତି ମଧ୍ୟ ହୁଏ ଯେ ସ୍ଵାମୀ ଅଫିସରୁ ଥକି କି ମଧ୍ୟ ଆସିଲେ ନିଜ ସ୍ତ୍ରୀ ସୁଖ ପାଇଁ ସମ୍ବନ୍ଧ ବନାନ୍ତି, ଥକା ହବାରୁ ପୁରୁଷଙ୍କୁ ନିଦ ଜଲ୍ଦି ଆସେ ।

–      କେତେକ ଥର ପୁରୁଷ ସମ୍ବନ୍ଧ ବନେଇଲା ପରେ ନିଜ ଅଲଗା ଦିନ କାମ ପାଇଁ ଆରାମ କରିବା ପାଇଁ ଜଲ୍ଦି ସୋଇ ପଡନ୍ତି । ଯଦି ମଣିଷ ଇଛା କରେ ତେବେ ସେ ସବୁ କିଛି କରି ପାରେ, କିନ୍ତୁ ପୁରୁଷ ଚାହିଁଲେ ନିଜ ଏହି ଅଭ୍ୟାସ ବଦଳି ପାରିବେ ଏବଂ ନିଜ ଜୀବନ ରେ ଭଲ ପାଇବା ବର୍ଷା କରି ପାରେ । ମହିଳାଙ୍କୁ ସମ୍ବନ୍ଧ ସହ କ୍ଵାଲିଟି ଟାଇମ ବିତେଇବା ବହୁତ ଭଲ ଲାଗେ, ସେଥିପାଇଁ ପୁରୁଷ ନିଜ ଏହି ଅଭ୍ୟାସ ଗୁଡିକ ବଦଳିବା ଭଲ ।

–  କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ପାଇଁ ଶାରୀରିକ ସମ୍ବନ୍ଧ କେବଳ ଏକ ଆବଶ୍ୟକତା, ସେମାନଙ୍କୁ ନିଜର ପାର୍ଟନର ଙ୍କ ଭାବନା ପ୍ରତି କୌଣସି ଚିନ୍ତା ନ ଥାଏ । ସେମାନେ କଣ ଭାବୁଛନ୍ତି ବା ସେମାନେ କଣ ଚାହାନ୍ତି ସେସବୁ କିଛି ପୁରୁଷ ମାନଙ୍କ ପାଇଁ କୌଣସି ମାଇନେ ରଖେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button