IBN ଓଡ଼ିଶା ବ୍ୟୁରୋ

ଯେତେବେଳେ ଭାଉଜର ସାନ ଭଉଣୀ ସହ ଦୁଇ ଦୀୟରଙ୍କୁ ହେଇଗଲା ପ୍ରେମ, ତା ପରେ ପ୍ରେମର ପାଗଳ ହୋଇ ଯାହା କଲେ…

ପ୍ରେମ ବି ଏମିତି ଗୋଟେ ଅନୁଭବ ଯାହା ପାଇଁ ଲୋକ କିଛି ବି କରିବା ପାଇଁ ଆଗକୁ ଚାଲି ଯାଆନ୍ତି, ଭଲ ପାଇବା ସମ୍ବନ୍ଧିତ ବହୁତ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ଗୋଟେ ପ୍ରେମିକା ଓ ଦୁଇଟି ପ୍ରେମୀ ବିଷୟରେ ଅଟେ, ଦୁଇଟି ଭାଇ ନିଜ ଭାଉଜର ନାବାଳିକା ଭଉଣୀକୁ ଭଲ ପାଇ ଯାଇଛନ୍ତି । ଦୁଇ ଭାଇ ନିଜ ଭଲ ପାଇବା କଥା ଝିଅକୁ କହି ଥିଲେ, ଝିଅ ବହୁତ ଅସୁବିଧା ରେ ପଡି ଯାଇଥିଲେ କାହାକୁ ପସନ୍ଦ କରିବେ ବୋଲି ।

ଏହି ଭଲ ପାଇବା କଥା ପାଇଁ କଥା ଏତେ ବଢି ଗଲା ଯାହା ପରେ ଦୁଇ ଭାଇ ଝଗଡା ଓ ମାର ପିଟ କରିବା ଆରମ୍ଭ କରି ଦେଲେ ।

କଥା ଏତେ ବଢି ଯାଇ ଥିଲା ଯାହା ପରେ ପୋଲିସକୁ ଆସି ମାମଲା ଶାନ୍ତ କରିବାକୁ ପଡିଲା, ଘଟଣା ଜାଗାରେ ପୋଲିସ ପହଞ୍ଚିଲା ପରେ ପୋଲିସ ଦୁଇ ଭାଇ ଓ ଝିଅକୁ ନିଜ ସହ ଥାନା ନେଇ ଗଲେ ଯାହା ପାଇଁ ଏତେ ଝଗଡା ହୋଇ ଥିଲା । ଥାନରେ ଏହି କଥା ପାଇଁ ବହୁତ ସମୟ ପର୍ଯ୍ୟନ୍ତ ଏହି କଥା ପାଇଁ ପଞ୍ଚାୟତ ହୋଇଲା ।

 

୧୫ ବର୍ଷ ଏହି କିଶୋରୀର ମାଁ ବାପା ଛୋଟ ବେଳେ ନିଧନ କରି ଯାଇଥିଲେ, କିଶୋରୀ ଆହୁରି ଦୁଇଟି ଭଉଣୀ ଅଛନ୍ତି ତାଙ୍କ ମଧ୍ୟରୁ ଜଣଙ୍କ ବିବାହ ଗାଜିପୁର ଥାନା କ୍ଷେତ୍ର ରେ ହୋଇ ଯାଇଛି । କିଶୋରୀ ପ୍ରାୟତଃ ଭଉଣୀ ଶାଶୁ ଘରକୁ ଯାଉଥିଲେ, ଯାହା ପାଇଁ କିଶୋରୀ ଭଉଣୀର ଦିଅର ବୃଜେଶ ସହ ପ୍ରେମ ସମ୍ବନ୍ଧ ସ୍ଥାପିତ ହୋଇ ଗଲା । ଭଉଣୀ ଶାଶୁ ଘରେ କିଛି ଦିନ ରହିଲା ପରେ ଝିଅ ନିଜ ମାମୁ ଘରକୁ ପଳେଇଲେ ଯେଉଁଠୁ ସେ ଛୋଟ ବେଳୁ ବଡ ହୋଇଛନ୍ତି । ଏହାର ଗୋଟେ ମାସ ପରେ ସେ ତାଙ୍କର ଆଉ ଗୋଟେ ଭଉଣୀର ଶାଶୁ ଘରକୁ ଯାଇଥିଲେ, ମଜା କଥା ଏହା ହେଲା ଯେ ଦୁଇଟି ଯାକ ଭଉଣୀଙ୍କ ଦିଅର ସହ କିଶୋରୀଙ୍କୁ ପ୍ରେମ ହୋଇ ଗଲା ।

 

ଯେତେବେଳେ ପ୍ରଥମ ପ୍ରେମୀ ଝିଅକୁ ଆଣିବା ପାଇଁ ଗଲେ କିଶୋରୀ ମନା କଲେ ଓ ପ୍ରଥମ ପ୍ରେମୀ ଜୋର କରିବା ଆରମ୍ଭ କଲେ ଯାହା ପରେ ଦୁଇଟି ପ୍ରେମୀ ଏହି କଥା ପାଇଁ ବିରୋଧ କଲେ ଓ ଦୁଇ ପ୍ରେମୀଙ୍କ ମଧ୍ୟ ରେ ଝଗଡା ଆରମ୍ଭ ହୋଇ ଗଲା । ପ୍ରେମିକା ପାଇଁ ଦୁଇ ପ୍ରେମୀ ମାର ପିଟ କରିବା ଆରମ୍ଭ କଲେ ଯାହା ପରେ ପୋଲିସ ଆସି ଏହି ଘଟଣାକୁ ସମ୍ଭାଳିଲେ । ବହୁତ ସମୟ ପର୍ଯ୍ୟନ୍ତ ଥାନାରେ ପଞ୍ଚାୟତ ଚାଲିଲା ପରେ ମଧ୍ୟ କିଛି ସମାଧାନ ବାହାରିଲା ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button