ଯଦି ଆପଣଙ୍କ ଘରେ ଅଛି ଏହି ଜିନିଷ ତେବେ ତୁରନ୍ତ ହଟେଇ ଦିଅନ୍ତୁ, ନହେଲେ ଆପଣଙ୍କ ପାଖରେ ପଇସା କେବେବି ରହିବନି
ଆମ ଧର୍ମଶାସ୍ତ୍ରରେ କିଛି ଏମିତିଆ କଥା କୁହାଯାଇଛି ଯାହା ଉପରେ ଧ୍ୟାନ ରଖିଲେ ଚାକିରି ଓ ବ୍ୟବସାୟ ରେ ଉର୍ନତି ସହିତ ଧନ ଲାଭ ହୋଇଥାଏ । ଯଦି ଆପଣ ବାସ୍ତୁଶାସ୍ତ୍ର ଏହି କଥାକୁ ଧ୍ୟାନ ରଖିବେ ତେବେ ଆପଣଙ୍କ ଘର ପରିବାରର କୌଣସି ଅସୁବିଧା ହେବ ନାହିଁ । ଆପଣ ମାନେ ସବୁ ଜାଣିଥିବେ ଘରେ ବାସ୍ତୁଶାସ୍ତ୍ର ଉପରେ ବହୁତ ମହତ୍ଵ ଦିଆଯାଏ । ଘର ବନେଇବା ସମୟରେ ବାସ୍ତୁର ପୁରା ଧ୍ୟାନ ଦେବା କଥା । ସମୟ ସହିତ ଘରେ ବହୁତ ଜିନିଷ ପୁରୁଣା ହୋଇଯାଏ ଯେଉଁଥିରୁ କିଛି ଜିନିଷକୁ ଆମେ ବଦଳେଇଦଉ ଆଉ କିଛି ଜିନିଷକୁ ଆମେ ଛାଡି ଦେଉ ।
ଘରେ ରଖିଥିବା ପୁରୁଣା ଜିନିଷ ଦ୍ଵାରା ନକାରାତ୍ମ ଊର୍ଜା ଆସେ । ଯାହାଦ୍ୱାରା ଘରେ ପଇସା ରହିପାରେ ନାହିଁ । ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହା ଆପଣଙ୍କ ଘରେ ସମସ୍ଯା ଆଣେ । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ କଣ ଯାହା ଘରେ ସମସ୍ଯା ଅନିଥାଏ ।
ଯଦି ଆପଣ ଘରେ ପଇସା ରଖିବା ପାଇଁ ଆଲମାରିର ବ୍ୟବହାର କରୁଛନ୍ତି ତେବେ ସେହି ଆଲମାରି ପାଖରେ କୌଣସି ନୀଳ ରଙ୍ଗର ଚିତ୍ର ଲଗାନ୍ତୁ ନାହିଁ । କାରଣ ନୀଳ ରଙ୍ଗ ହାଉଛି ପାଣିର ପ୍ରତୀକ ଏହା ପଇସାକୁ ପଣି ଭଳି ବୁହାଇନେବ ।
କେବେବି ବହୁମୂଲ୍ୟ ବସ୍ତୁକୁ ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ ନାହିଁ
ପକେଟେରେ କେବାବି ଫାଟି ଯାଇଥିବା ପର୍ସ ଓ ଭାଙ୍ଗି ଯାଇଥିବା ତିଜୋରି ରଖନ୍ତୁ ନାହିଁ, କାରଣ ଏହା ଡ଼ିଡ଼ବଲଇଉର ଲକ୍ଷ୍ମୀ ମାତାଙ୍କ ଆଗମନ ବନ୍ଦ ହୋଇଯାଏ ଓ ଆପଣଙ୍କୁ ପଇସାର ସମସ୍ଯା ଦେଖାଦେଇଥାଏ ।
ଘରର କବାଟ ଝରକାକୁ ବହୁତ ଜଳଦି ଠିକ କରିବାକୁ ଚେଷ୍ଟା କରନ୍ତୁ କାରଣ ଏହା ଦ୍ଵାରା ଘରକୁ ନକରାତ୍ମକ ଊର୍ଜା ପ୍ରବେଶ କରିଥାଏ ।
ଘରେ କେବେବି ଭାଙ୍ଗିଯାଇଥିବା ଫର୍ନୀଚର ବା ଫାଟି ଯାଇଥିବା ସୋଫର କଭର ରଖନ୍ତୁ ନାହିଁ, ଏହା ଦ୍ଵାରା ଆପଣଙ୍କ କୌଣସି ଉର୍ନତି ହୋଇନଥାଏ ଏବଂ ଘରେ ଧନର ଅଭାବ ଦେଖାଯାଇଥାଏ ।
ଘର ଛାତ ଉପରେ ଫାଲତୁର ବସ୍ତୁ ଗୁଡିକୁ ରଖିବା ଦ୍ଵାରା ଗହରେ ଆର୍ଥିକ ସମସ୍ଯା ଦେଖାଦେଇଥାଏ ଓ ପରିବାର ସଦସ୍ୟଙ୍କ ରୋଜଗାର ଓ ମାନସିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।
ଘରେ କେବେବି ତିନୋଟି କବାଟ ଏକା ଲାଇନରେ ରଖନ୍ତୁ ନାହିଁ । ଏହା ଦ୍ଵାରା ଘରେ ଚୋରୀର ଭୟ ବନୀରହିଥାଏ ।
ଘରେ କେବେବି ଭାଙ୍ଗି ଯାଇଥିବା ବସ୍ତୁ କିମ୍ବା ଫାଲତୁ ବସ୍ତୁ ଗୁଡିକୁ ରଖନ୍ତୁ ନାହିଁ ଏହା ଦ୍ଵାରା ବାସ୍ତୁଶାସ୍ତ୍ରରେ ଦୋଷ ଉତ୍ପନ ହୋଇଥାଏ ଓ ଘରେ ମା ଲକ୍ଷ୍ମୀଙ୍କ କୃପା ପଡି ନଥାଏ ।
ଘରେ କିମ୍ବା ଅଫିସରେ କେବେବି ଭାଙ୍ଗିଯାଇଥିବା ଆଲମାରୀର ପ୍ରୟୋଗ କରନ୍ତୁ ନାହିଁ ।