IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ବେଡରୁମ ରେ ଲୁଚେଇ ରଖିଦିଅ କଳା ରଙ୍ଗର ଏହି ଗୋଟେ ଜିନିଷ, ଅଚାନକ ହେବ ଅପାର ଧନ ପ୍ରାପ୍ତି

ଏହି ଦୁନିଆରେ ଏମିତି କେଉଁ ବ୍ୟକ୍ତି ଅଛି ଯିଏ ଚାହେଁନି କି ତାର ଘରେ ସୁଖ ଶାନ୍ତି ଲାଗି ରହୁ, ଘରର ସବୁ ସଦସ୍ୟ ସୁସ୍ଥ ଓ ଖୁସି ରୁହନ୍ତୁ । କିନ୍ତୁ ଏହା ଜରୁରୀ ହୋଇନଥାଏ କି ସବୁ ବ୍ୟକ୍ତି କୁ ସୁଖ ପ୍ରାପ୍ତି ହେବ ଏବଂ ତାର ପରିବାର ଖୁସିରେ ରହିବେ ସମସ୍ତଙ୍କ ଜୀବନରେ କିଛି ଏମିତି ସମସ୍ୟା ଆସି ଯାଏ ଯାହା ଦ୍ଵାରା ପୁରା ପରିବାର ଦୁଃଖୀ ହୋଇଯାଆନ୍ତି ଏବଂ ସେ ମଣିଷ କିଛି ବି କରୁ କିନ୍ତୁ ଏହାର ନିବାରଣ କରି ପାରିନଥାଏ । ଆଜି ଆମେ ଆପଣଙ୍କୁ ଏହାର ନିବାରଣ କହିବାକୁ ଯାଉଛୁ ଯାହାକୁ ଆପଣେଇ ଆପଣ ସବୁ ସମସ୍ୟାରୁ ଛୁଟକାରା ପାଇ ପାରିବେ ।

ଆପଣ ସମସ୍ତେ ତ ଭଗବାନ ଶ୍ରୀକୃଷ୍ଣଙ୍କ ବଂଶୀ ବିଷୟରେ ବହୁତ କାହାଣୀ ଶୁଣିଥିବେ ତାହେଲେ ଆପଣଙ୍କୁ ଏହାବି ଜଣାଥିବ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କ ବଂଶୀ ବହୁତ ପ୍ରିୟ ଥିଲା । ଆଜି ଆମେ ଆପଣଙ୍କୁ ସେହି ବଂଶୀ ବିଷୟରେ ଯାହା କହିବାକୁ ଯାଉଛୁ ତାହା ଆପଣ କେବେବି ଶୁଣି ନଥିବେ, କଣ ଆପଣ ଜାଣିଛନ୍ତି ବଂଶୀ ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆପଣଙ୍କ ଘରେ ଏହି ପ୍ରକାର କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଥାଏ ତାହେଲେ ଏମିତି ସମୟରେ ଆପଣଙ୍କୁ ପରମ୍ପରାଗତ ବାସ୍ତୁ ଉପାୟ ଆପଣେଇବା ଦରକାର ଏବଂ ଯାହା ପାଇଁ ଏକ ଉପାୟ ଅଛି କି ଆପଣ ଜଲଦି ଆପଣଙ୍କ ଘରକୁ ଏକ ବଂଶୀ ନେଇଆସନ୍ତୁ । ଯେମିତି ଧ୍ୟାନ ରହେକି ସେହି ବଂଶୀ କାଠର ହିଁ ହୋଇଥିବ । କୁହାଯାଏ କି ଯେଉଁ ଘରେ ବଂଶୀ ଥାଏ ସେହି ଘରେ ଭଗବାନ ଶ୍ରୀକୃଷ୍ଣ କୃପା ସବୁଦିନ ପାଇଁ ରହିଥାଏ ଏବଂ ସେଠି କେବେ ନକରାତ୍ମକ ଶକ୍ତିର ସୃଷ୍ଟି

ଏହା ସହିତ ପରିବାର ଲୋକଙ୍କ ଭିତରେ ଭଲପାଇବା ଭରି ରହିଥାଏ । ଶାସ୍ତ୍ର ଅନୁସାରେ ଯଦି ଶୋଇବା ଘରେ ବିଛଣା ତଳେ କଳା ରଙ୍ଗର ବଂଶୀ କୁ ରଖାଯାଏ ତାହେଲେ ବ୍ୟକ୍ତିକୁ ହଠାତ ଧନର ପ୍ରାପ୍ତି ହୋଇଥାଏ । ଏତିକି ନୁହେଁ ବ୍ୟବସାୟରେ ବା ଦୋକାନରେ ଯଦି ଚାନ୍ଦିର ବଂଶୀ ରଖିବେ ତାହେଲେ ଆପଣଙ୍କର ବହୁତ ଲାଭ ହେବ । ବାସ୍ତୁ ଆନୁସାରେ ଘର ପୂଜା ଘରେ ମୟୂର ପୁଚ୍ଛ ଲାଗିଥିବା ବଂଶୀ ରଖିବା ଦ୍ଵାରା ସବୁବେଳେ ଘରେ ଦେବତାଙ୍କ କୃପା ରହିଥାଏ । ଏହି ଉପାୟ ଆପଣାଇ ଆପଣ ମଧ୍ୟ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ପାଇ ପାରିବେ ଓ ସମସ୍ତ କଷ୍ଟରୁ ମୁକ୍ତି ପାଇ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button