ରାଜ୍ୟ

ମୋହନ ସରକାରଙ୍କ ବଡ଼ ନିଷ୍ପତି, କ’ଣ ଜାଣନ୍ତୁ

1. ଓଡ଼ିଶା ରାଜ୍ୟର ଦ୍ଵିତୀୟ ବ୍ୟବସାୟିକ ବିମାନ ବନ୍ଦର, ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡା ଉନ୍ନତି ନିମନ୍ତେ ଓଡ଼ିଶା ରାଜ୍ୟ ସରକାର ଓ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ମଧ୍ୟରେ ୩୦.୦୭,୨୦୧୪ ରିଖରେ ହୋଇଥିବା ଚୁକ୍ତିପତ୍ର ଅନୁଯାୟୀ ଏ. ୫୩.୨୭ ସରକାରୀ ଜମି ଏ. ୫୪.୪୩ ବେସରକାରୀ ଜମି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ସପକ୍ଷରେ ଲିଜ୍‌ ଡ଼ିଡ଼୍ କରିବା ପାଇଁ ଷ୍ଟାମ୍ପ ଦେୟ ବାବଦରେ ୩.୩୭,୧୧.୫୯୬.୬୦ ଟଙ୍କା ଓ ପଞ୍ଜୀକରଣ ଦେୟ ବାବଦ ୧,୩୪,୮୪,୬୩୮ ୬୪ ଟଙ୍କା ଛାଡ଼ କରିବା ପାଇଁ ପ୍ରସ୍ତାବଟିକୁ ମନ୍ତ୍ରୀମଣ୍ଡଳର ଅନୁମୋଦନ ମିଳିଛି…

୫୩.୨୭ ସରକାରୀ ଜମି ଏ. ୫୪.୪୩ ବେସରକାରୀ ଜମି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ସପକ୍ଷରେ ଲିଜ୍‌ ଡ଼ିଡ଼୍ କରିବା ପାଇଁ ଷ୍ଟାମ୍ପ ଦେୟ ବାବଦରେ ୩.୩୭,୧୧.୫୯୬.୬୦ ଟଙ୍କା ଓ ପଞ୍ଜୀକରଣ ଦେୟ ବାବଦ ୧,୩୪,୮୪,୬୩୮ ୬୪ ଟଙ୍କା ଛାଡ଼ କରିବା ପାଇଁ ପ୍ରସ୍ତାବଟିକୁ ମନ୍ତ୍ରୀମଣ୍ଡଳର ଅନୁମୋଦନ ମିଳିଛି…

2. ଦିବ୍ୟାଙ୍ଗ ଜନସାଧରଣଙ୍କୁ ଅଧ‌ିକ ସ୍ବତନ୍ତ୍ର ସେବା ଓ ସୁବିଧା ଯୋଗାଇଦେବା ନିମନ୍ତେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶସ୍ତିକରଣ ମନ୍ତ୍ରଣାଳୟର ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ତାଲିମ ଓ ଗବେଷଣା ପ୍ରତିଷ୍ଠାନ (SVNIRTAR) ଅଧିନସ୍ଥ ଆଞ୍ଚଳିକ କେନ୍ଦ୍ର (Composite Regional Centre). ବଲାଙ୍ଗିରର କଳେବର ବୃଦ୍ଧି ପାଇଁ ବଲାଙ୍ଗିର ତହସିଲ ଅନ୍ତର୍ଗତ ବଲାଙ୍ଗିର “ଗ” ମୌଜା ସ୍ଥିତ ଏ. ୧.୭୧୦ ଡ଼ିସିମିଲ ସରକାରୀ ଜମିକୁ ବିନା ପ୍ରିମିଅମ ଏବଂ ବିନା ଆନୁଷଙ୍ଗିକ ଖର୍ଚ୍ଚରେ ବାର୍ଷିକ ଭୂ-ରାଜସ୍ବ ବାବଦକୁ ଏକର ପ୍ରତି ୧୦୦ ଟଙ୍କା ଏବଂ ବାର୍ଷିକ ସେସ୍ ବାବଦକୁ ଭୁ ରାଜସ୍ୱର ଶତକଡା ୭୫ ଭାଗ ଦେୟ ହିସାବରେ ଲିଜ ସୂତ୍ରରେ ପ୍ରଦାନ କରି ଏହା ନିମନ୍ତେ ୧୧,୦୭,୫୭,୨୧୩ ଟଙ୍କା ଛାଡ଼ କରିବାକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅନୁମୋଚନ କରିଛନ୍ତି…

3. Odisha Excise Act, 2008ର ଧାରା 96 ରେ ପ୍ରଦତ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର କେବଳ ବାଇଓ ଡିଜେଲ ଉତ୍ପାଦନ ପାଇଁ ବ୍ୟବହୃତ Methanol (Methyl Alcohol) କୁ Odisha Excise Act, 2008 ପରିସରରୁ କାବ୍ ଦେବା ସହିତ, କେବଳ ବାୟୋଡିକେଲ ଉତ୍ପାଦନ ପାଇଁ ଆମଦାନୀ ହେଉଥିବା Methanol (Methyl Alcohol) ଉପରୁ ପ୍ରଚଳିତ Excise Policy ରୁ import fee ଏବଂ excise duty କୁ ଛାଡ କରିବା ନିଷ୍ପତି ରାଜ୍ୟ ମନ୍ତ୍ରୀ ମନ୍ତ୍ରୀ ମଣ୍ଡଳରେ ଅନୁମୋଦିତ କରିଛନ୍ତି…

Related Articles

Leave a Reply

Your email address will not be published. Required fields are marked *

Back to top button