ଶରୀରରେ ଜମା ମଇଳାକୁ ସଫା କିପରି କରିବେ ? 3 ଟି ଉପାୟରେ ନିଜର ସଂପୂର୍ଣ୍ଣ ଶରୀରର କରନ୍ତୁ ସଫେଇ !

ବନ୍ଧୁଗଣ, ଶରୀରକୁ ବାହାରୁ ସାଫା କରିବା ତ ବହୁତ ସହଜ । କାରଣ ଆପଣ ଶରୀର ବାହାରେ ଜମିଥିବା ଧୁଳିକୁ ଦେଖୋପାରନ୍ତି ତେଣୁ ସଫା କରିଦିଅନ୍ତି । କିନ୍ତୁ ଶରୀର ଭିତରେ ଜମି ରହୁଥିବା ଦୂଷିତ ପଦାର୍ଥ ସବୁକୁ ନା ଆପଣ ଦେଖିପାରନ୍ତି ନା ତାହାକୁ ଶରୀର ସମୟ ଥାଉ ଥାଉ ବାହାର କରିପାରନ୍ତି ଯାହାକି ପରେ ବଡ ରୋଗର କାରାନ ହୋଇ ସାମ୍ନାକୁ ଆସିଯାଏ । ତେଣୁ ଆପଣଙ୍କୁ ପ୍ରତୀକ ଦିନ ନିଜ ଶରୀର ଏଭଳି ଧ୍ୟାନ ନେବା ଜରୁରୀ ଯେଭଳି ଆପଣଙ୍କ ଶରୀର ଦୂଷିତ ପଦାର୍ଥ ଜମି ପାରିବ ନାହିଁ । ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆପଣଙ୍କୁ କମ କରିବାକୁ ପଡିବ ।
ସବୁବେଳେ ଧ୍ୟାନ ରଖିବେ ଆପଣଙ୍କ ସନ୍ଧ୍ୟା ବେଳର ଭୋଜନ ହାଲକା ହେବା ଜରୁରୀ । ରାତିରେ ଆପଣ କେବଳ ସାଲାଡ ଏବଂ ସୁପ ଖାଇବା ଆବଶ୍ୟକ । ଯଦି ଆପଣ କିଛି ଭାରି ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କ ପ୍ରାଣଶକ୍ତିକୁ ହିଲିଙ୍ଗ ଟାଇମ ମିଳିବ ନାହିଁ । ଯେଉଁ କାରଣ ପାଇଁ ଆପଣଙ୍କ ଶରୀରରେ ଜମି ରହିଥିବା ଦୂଷିତ ପଦାର୍ଥ ବାହାରକୁ ବାହାରି ପାରିବ ନାହିଁ । ସକାଳ ସମୟରେ ଆପଣ ନଡିଆ ପାଣି କିମ୍ବା ପଇଡ ପାଣି ପିଇବା ଆବଶ୍ୟକ ।
ବାଥରୁମ ଯାଇ ଏନିମା ପର୍ଟରେ ପାଣି ଭରନ୍ତୁ । ଏହାକୁ ଏକ ଉଚ୍ଚା ସ୍ଥାନରେ ରଖନ୍ତୁ ଏବଂ ଆପଣ ଆଣ୍ଠେଇ ସୁଅନ୍ତୁ ଆଉ ଏନିମା ରୁ ବାହାରିଥିବା ନଳୀରେ ତେଲ ଲଗାଇ ନଳୀକୁ କେବଳ ଦୁଇ ଇଞ୍ଚ ରେକ୍ଟିମ ଭିତରେ ପୁରାନ୍ତୁ । ଏହାପରେ ପୁରା ପାଣି ଯାଇ ଆପଣଙ୍କ ଇଣ୍ଟେଷ୍ଟାଇନରେ ଭରିଯିବ । ଏହାପରେ ନଳୀକୁ ବାହାର କରି ପାଣିକୁଆ ଦଶ ମିନିଟ ପର୍ଯ୍ୟନ୍ତ ଭିତରେ ହୋଲ୍ଡ କରି ରଖନ୍ତୁ ।
ଏହା ଭିତରେ ଆପଣ ଟିକିଏ ଚାଲନ୍ତୁ । ଆପଣଙ୍କ ପେଟର ମସାଜ ମଧ୍ୟ କରୁଥିବେ । ଏହାଦ୍ୱାରା ଜମି ରହିଥିବା ମଳି ସବୁ ତରଳିବାକୁ ଲାଗିବ ପାଣି ଦ୍ଵାରା । ଯେତେବେଳେ ଆପଣଙ୍କୁ ଲାଟିନ ଲାଗିବ ଆଉ ଆପଣ ଲାଟିନ ଯିବେ ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ କି ଆପଣଙ୍କ ଶରୀର ଭିତରେ କେତେ ଦୂଷିତ ପଦାର୍ଥ ଥିଲା । ଯାହାକୁ ଏହି ଉପାୟ ସଫା କରିଦେଲା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।