ତୁଳସୀ ଗଛ ଘର ସମ୍ମୁଖରେ ରହିବା ଦ୍ଵାରା ଘର ଉପରେ କ’ ଣ ପ୍ରଭାବ ପଡିଥାଏ ? ଜାଣିନଥିଲେ…ନିହାତି ଥରେ ଜାଣନ୍ତୁ,
, ଏକ ଗୋତ୍ର ଏବଂ ଅଜାଙ୍କ କୁଳ ରେ କେବେ ବି ବିବାହ କରନ୍ତୁ ନାହିଁ । ପୁଅ ଏବଂ ଝିଅ ଙ୍କର ଏକ ଗୋତ୍ର ଥିଲେ ଏହା କ୍ଷତି କାରକ ହୋଇଥାଏ । ତେଣୁ ଏପରି ବିବାହ କରିବେ ନାହିଁ । ତୁଳସୀ ଗଛ କୁ ଘରୁ ବାହାରିବା ସମୟରେ ଘର ର ଡାହାଣ ପଟ ରେ ରଖିବା ଉଚିତ୍ ହୋଇଥାଏ । ମା ‘ ବୃନ୍ଦାବତୀଙ୍କ ପାଖରେ କେବେ ବି ଭଗବାନ ଶିବଙ୍କ ମୂର୍ତ୍ତି ବ ଫଟ କୁ କେବେ ବି ରଖିବେ ନାହିଁ ।
ମା ‘ ବୃନ୍ଦାବତୀଙ୍କୁ ରଖିବା ସ୍ଥାନ କୁ ସର୍ବଦା ସଫା ସୁତୁରା ରଖିବେ କାରଣ ଏହା ଶୁଭ ହୋଇଥାଏ । ରାତ୍ରି ସମୟରେ ଆମେ ଭୋଜନ କରିଥାଉ ସର୍ବଦା ମନେ ରଖିବେ ଯେ ରାତି ସମୟରେ କମ୍ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ରାତି ରେ କମ୍ ପାଣି ପିଇବା ଉଚିତ୍ ହୋଇଥାଏ । ରାତି ବାରଟା ପରେ ଯେଉଁ ବ୍ୟକ୍ତି ଖାଦ୍ୟ ଖାଇଥାଏ ସେମାନଙ୍କୁ ସମ୍ମାନ ମିଳେ ନାହିଁ। ରାତି ବାରଟା ପରେ ଖାଦ୍ୟ ନିଷିଦ୍ଧ ଅଟେ ।
ତେଣୁ କେବେ ବି ଏହି ସମୟ ରେ ଖାଦ୍ୟ ଗ୍ରହଣ କରିବେ ନାହି । ଏହାକୁ ପାଳନ କଲେ ଆପଣଙ୍କ ମଙ୍ଗଳ ହୋଇଥାଏ । ଯେଉଁ ନାରୀ ମାନଙ୍କ ହାତ ଲମ୍ବା ହୋଇଥାଏ , ପାଦ ଏ ଆଙ୍ଗୁଠି ଲାଗି ଲାଗି ରହିଥାଏ , କାନ ଈଷତ ଲାଲ ଦେଖା ଯାଉଥିବା , ପାଦର ତଳ ଭାଗ ଚିକ୍କଣ ହୋଇଥିବ ଏବଂ ଆଖି ଉପରେ କଳା ଯାଇ ଥିବ ଏହି ପଞ୍ଚୋଟି ଲକ୍ଷଣ ମଧ୍ୟ ରୁ ଯେକୋଣସି ଗୋଟେ ଲକ୍ଷଣ ଥିଲେ ମଧ୍ୟ ସ୍ତ୍ରୀ ବହୁତ ଶୋଭାଗ୍ୟଶାଳୀ ହୋଇଥାନ୍ତି ।
ମହାଭାରତ ର ମହା ପ୍ରୟାଣ ପର୍ବ ରେ ଲେଖା ହୋଇଛି କି କୁକୁର କୁ ଯେଉଁମାନେ ପାଳନ୍ତି , ସେମାନଙ୍କୁ ସ୍ଵର୍ଗ ରେ ସ୍ଥାନ ମିଳିନଥାଏ । କିନ୍ତୁ ଆଜିକାର ଲୋକମାନେ କୁକୁର କୁ ଘରେ ରଖନ୍ତି କୁକୁର କୁ ରଖିବା ଭୁଲ ଏହା ମୁଁ କହୁ ନାହିଁ , କିନ୍ତୁ ଆପଣ ଶୋଊଥିବା ସ୍ଥାନରେ ଖଟ ଉପରେ କୁକୁର କୁ ଶୁଆନ୍ତୁ ନାହିଁ ।ଯାହି ଆପଣଙ୍କ କୋଣସି କାମ ଆଜିଯାଏ ହେଉ ନାହିଁ , ଚାକିରୀ କ୍ଷେତ୍ର ରେ ଉଚ୍ଚ ଅଫିସର ଙ୍କ ଆଗରେ ଆପଣ କାମ ହେଇପାରୁନି ତେବେ ଆପଣ ପଚାଶ ଗ୍ରାମ ର ମିଶ୍ରି ଖଣ୍ଡ କୁ ଗୋଟିଏ ସ୍ଥାନରେ ରଖି ଦିଅନ୍ତୁ ।