ସ୍ୱାସ୍ଥ୍ୟ

ଶରୀରରେ ଜମା ହେବାକୁ ଦିଅନ୍ତୁ ନାହିଁ Cholesterol, ବାସ୍ ଗୋଟିଏ ଗ୍ଳାସ ସେବନରେ ପୁରା ଶରୀରର ସଫେଇ

ଆଜି କାଲି ଶାରୀରର କଲୋଷ୍ଟ୍ରୋଲ କୁ କମ୍ କରିବାର ଅନେକ ଉପାୟ ରହିଛି । କିନ୍ତୁ ମୁଁ ଆଜି ଆପଣଙ୍କୁ ଏମିତି ଏକ ଜୁସ ବିଷୟରେ କହିବି ଯାହାକୁ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ଵାରା ଆପଣଙ୍କ  କଲୋଷ୍ଟ୍ରୋଲ ବା ଶରୀରର ମୋଟାପନ କମିଥାଏ । ଏହି ଜୁସ କୁ କରିବାକୁ ଆପଣଙ୍କୁ ଆବଶ୍ୟକ ହୋଇଥାଏ ପ୍ରଥମ ହେଉଛି ସେଓ , ଷ୍ଟ୍ରାୱବେରୀ , କମଳା ଏବଂ କଳା ଅଙ୍ଗୁର ଏହ ଚାରୋଟି ଜିନିଷ କୁ ମିଶେଇ ଏକ ଜୁସ ପ୍ରସ୍ତୁତ କରିବା ।

 

ରିସର୍ଚ ରୁ ଏହା ଜଣାପଡିଛି କି ଆପେଲ ଜୁସ କୁ ସବୁ ଦିନ ପିଇଥିବା ବ୍ୟକ୍ତି ଭିତରେ ମନ୍ଦ କୋଲଷ୍ଟ୍ରୋଲ କମ୍ ଦେଖାଯାଇଥାଏ । ଅଙ୍ଗୁର ର ରସ କୁ ସବୁ ଦିନ ପିଇବା ଦ୍ଵାରା ଏହା ଆମ ଶରୀରରେ ଥିବା ମନ୍ଦ କୋଲଷ୍ଟ୍ରୋଲ ବଢିବାକୁ ଦେଇନଥାଏ ଏବଂ ଆମ ଶରୀରରେ ଭଲ କୋଲଷ୍ଟ୍ରୋଲ ବୃଦ୍ଧି ପାଇଥାଏ । ଷ୍ଟ୍ରାୱବେରୀ ର ଜୁସ ସେବନ କରିବା ମଧ୍ୟ ଆମ ଶରୀର ପାଇଁ ଭଲ ହୋଇଥାଏ ।

କମଳା ର ଜୁସ କୁ ସବୁ ଦିନ ପିଇବା ଦ୍ଵାରା ଆମ ଶରୀରରେ ଥିବା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଏବଂ ଶରୀରର ଭଲ କୋଲଷ୍ଟ୍ରୋଲ ବୃଦ୍ଧି ହୋଇଥାଏ । ଏବେ ଏହି ଜୁସ କୁ ତିଆରି କରିବା ପାଇଁ ଆପଣଙ୍କୁ ଏହି ଫଳ କୁ କେତେ ପରିମାଣରେ ନେବା ଉଚିତ୍ ହୋଇଥାଏ । ଏହି ଜୁସ କୁ ତିଆରି କରିବା ପାଇଁ ଆପଣ ଦୁଇଟା ସେଓ ନେବେ ଏହା ସହିତ ଶହେ ଗ୍ରାମ କଳା ଅଙ୍ଗୁର , ଛଅ ଟା  ଷ୍ଟ୍ରାୱବେରୀ ଏବଂ ଦୁଇଟା କମଳା ।

 

ଏହି ସବୁ ଜିନିଷ କୁ ଆପଣ ଏକ ଜୁସ ଗ୍ରାଇଣ୍ଡ ରେ ପକେଇ ଏହାର ଜୁସ ପ୍ରସ୍ତୁତ କାରୀ । ସବୁ ଦିନ ସକାଳେ ଖାଲି ପେଟରେ ଏହାକୁ ପିଇବେ । ଜଳଖିଆ ବଦଳରେ ଏହାକୁ ସେବନ କରିବା ଦ୍ଵାରା ଏହା ଆପଣଙ୍କ ହୃଦୟ ଓ କୋଲଷ୍ଟ୍ରୋଲ ପାଇଁ ତ  ଉପକାରୀ ହୋଇଥାଏ । ଏହା ସହିତ ଏହି ଜୁସ କୁ ପିଇ ସାରିବା ପରେ ଆପଣ ଦିନ ସାରା ବହୁତ ଉତ୍ସାହ ର ସହିତ କାମ କରିବେ । ଆପଣଙ୍କ ଶକ୍ତି ବଢିଯାଇଥାଏ ଏବଂ ଆପଣଙ୍କ  ସ୍କିନ ଚମକିଥାଏ ।

 

ଏହା ସହିତ ଆପଣଙ୍କ ହାଡ ଗଣ୍ଠି ମଜବୁତ ହୋଇଥାଏ । ଏହା ଖାଲି କୋଲଷ୍ଟ୍ରୋଲ ପାଇଁ ନୁହେଁ ଆମ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଅନେକ ସମୟ ରେ ଏହି ଜୁସ ପିଇବାକୁ ଖଟା ଲାଗିଥାଏ । କାରଣ ଏଥିରେ କମଳା ,  ଷ୍ଟ୍ରାୱବେରୀ ଥିବାରୁ ଏହା ଖଟା ଲାଗିପାରେ । ଏହି କାରଣ ରୁ ଅନେକ ଲୋକେ ଏଥିରେ ଚିନି ମିଶେଇ ଦିଅନ୍ତୁ । କିନ୍ତୁ ଏହା ଭୁଲ ହୋଇଥାଏ କାରଣ ଏଥିରେ ଚିନି ମିଶେଇବା ଦ୍ଵାରା ଏହି ଜୁସ ର ଶକ୍ତି କମ୍ ହୋଇଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button