IBN ଓଡ଼ିଶା ବ୍ୟୁରୋ

ଯଦି ଆପଣଙ୍କ ଘରେ ମଧ୍ୟ ସବୁଦିନ କଳହ ଲାଗି ରହୁଥାଏ… ତେବେ ଏହାକୁ ଧ୍ୟାନ ଦେଇ ବୁଝନ୍ତୁ,

ମଣିଷ ଜୀବନ ରେ କିଛି ବି ନେଇକି ଆସିନଥାଏ ବା କିଛି ବି ନେଇକି ଯାଇନଥାଏ । ମାତ୍ର ସଂସାର ରେ ଯେତେ ଦିନ ରହିଥାଏ ସୁଖ ଶାନ୍ତି ର ଜୀବନ କୁ ଚାହିଥାଏ । ମଣିଷ ଦିନ  ସାରା କାମ କରିଲା ସମୟରେ ଅନେକ ମାନସିକ ଚାପ ପାଇଥାଏ । ତେଣୁ ଘର କୁ ଆସିଲା ପରେ ଶାନ୍ତ ପରିବେଶ ର ଆଶା କରିଥାଏ । ଯଦି ଘର କୁ ଆସିଲା ପରେ ଝଗଡା ଦେଖିଥାଏ ତେବେ ସେ ଅତ୍ୟଧିକ ଭିତରୁ ଭାଙ୍ଗି ପଡିଥାଏ ।

 

ବ୍ୟକ୍ତି ଯଦି ସବୁବେଳେ ଝଗଡା ହେଇଥିବା ଦେଖିଥାଏ ତେବେ ସେ ଅଳ୍ପ ଦିନ ଭିତରେ ଶାରୀରିକ ଏବଂ ମାନସିକ ଭାବରେ ଭାଙ୍ଗି ଯିବା । ଏହା ପ୍ରତ୍ୟେକ ପରିବାର ରେ ଦେଖାଯାଉଛି ତେଣୁ ଏହାର ସମାଧାନ କିପରି କରିପାରିବା । ଘରେ ଝଗଡା ର ଅନ୍ତ କେବେ ହେବ ଯେଉଁ ଦିନ ସେମାନେ ଜୀବନ ର ପ୍ରକୃତ ଅର୍ଥ ବୁଝିବେ । ବ୍ୟକ୍ତି ଯଦି ଆମଦେ ଆଲୁଅ ଦେଖାଇଥାଉ ତେବେ ସେ ଜାଣିପାରିବ କି ସେ କଣ କରିବା ଉଚିତ୍ତ କଣ କରିବାକ ଅନୁଚିତ୍ ।

ବ୍ୟକ୍ତି ତାର ଘୋର ନିଦ୍ରା ରୁ ଉଠିଥାଏ ହୋସ କୁ ଆସିଥାଏ । କେବଳ ଦୁଇଟି ଜିନିଷ କୁ ମନେ ରଖିବା ଦ୍ଵାରା ଆପଣଙ୍କ ସମସ୍ତ କଳହ ଝଗଡା ସବୁ ଦିନ ପାଇଁ ଦୂର ହେଇଯିବ । ଆମେ ଆଜି ଆପଣଙ୍କୁ ଏହ ସୁନ୍ଦର କାହାଣୀ ମାଧ୍ୟମରେ କିଛି ଅମୂଲ୍ୟ ଶିକ୍ଷା ପ୍ରଦାନ କରିବାକୁ ଇଛା କରୁଛି । ଥରେ ଜଣେ ବ୍ୟକ୍ତି ଟି ରହିଥିଲା ସେ ଘର କୁ ଗଲା ମାତ୍ରେ ସ୍ତ୍ରୀ ଏବଂ ମା ‘; ର ସବୁ ବେଳେ ଝଗଡା ହେଉଥିଲା ଏବଂ ପୁଅ କୁ ଦେଖିବା କ୍ଷଣି ଦୁଇ ଜଣ ଆସି ଝଗଡା ବିଷୟରେ କିଏ ଠିକ ବୋଲି  ପଛନ୍ତି ।

 

ବ୍ୟକ୍ତି ଟି ସବୁ ଦିନ ର ଝଗଡା ରେ ଚାପି ହେଉଯାଉଥିଲା ଦିନେ ସ୍ତ୍ରୀ ର ଜନ୍ମ ଦିନ ଥିଲା ସ୍ତ୍ରୀ ଆସି କହିଲା ମୁଁ ଆଜି ଚିଙ୍ଗୁଡି ଖାଇବି  । ମାତ୍ର ମା ‘ ଘର କୁ ଆମିଷ ଆଣିବାକୁ ମନା କରିଥାନ୍ତି । ପାପ ବ୍ୟକ୍ତି ଟି କଣ କରିବ ଏହା ଭାବି ବାହାରେ ବସିଥାଏ ଏବଂ ସାଙ୍ଗ ଟିଏ ଦେଖା ଦେବା କ୍ଷଣି ନିଜର ଦୁଃଖତ କହଣି କହିଲା । ସାଙ୍ଗ ଟି ତାଙ୍କୁ ଉତ୍ତମ ଉପାୟ ଟି କହିଲେ ବ୍ୟକ୍ତି ସନ୍ଧ୍ଯା ସମୟରେ ଘର କୁ ଫେରିଛି ହାତ ରେ ଚିଙ୍ଗୁଡି ନେଇ ସ୍ତ୍ରୀ ଗାଳି କରୁଥାଏ ଅଟେ ବିଳମ୍ବ କଲ ଏବଂ ମା ‘ କହୁଥାଏ କହିବକି ଆଣିଲୁ ।

 

ବ୍ୟକ୍ତି ଚେତା ଶୂନ୍ୟ ହୋଇ ତଳେ ପଡିଗଲା ସେହି ସମୟରେ ବ୍ୟକ୍ତି ର ସାଙ୍ଗ ଟିଏ ଜନ୍ମଦିନ ଉତ୍ସବ ଆସି । ଉଭୟ କୁ କହିଲା ବାଉଜ ଆପଣ କଣ ଘର ମଙ୍ଗଳ ପାଇ ଆମିଷ କୁ ଛାଡି ପାରିବେ ନାହିଁ ଏବଂ ମା ‘ ଙ୍କୁ କହିଲା ମା ଆପଣ  କଣ ଗୋଟାଏ ଦିନ ଆପଣଙ୍କ  ବୋହୁ ପାଇଁ ଆମିଷ ଖାଇପାରିବେ ନାହିଁ । କାରଣ ଆଜିର ର ମଣିଷ କାଲି  ନ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button