ରାଜ୍ୟ

ଅଶୋକ ଲେଲ୍ୟାଣ୍ଡ ବଡ଼ା ଦୋସ୍ତ ଆଇ ଫାଇଭର ବଜାର ପ୍ରବେଶ

ଭୁବନେଶ୍ଵର: ବଜାରକୁ ଆସିଛି ଅଶୋକ ଲେଲ୍ୟାଣ୍ଡର ଏଲସିଭି ଶ୍ରେଣୀରେ ବଡା ଦୋସ୍ତର ଆଇଫାଇଭ । ଭୁବନେଶ୍ୱର ସ୍ଥିତ ସ୍ଵସ୍ତି ପ୍ରିମିୟମ ହୋଟେଲରେ ଅଶୋକ ଲେଲ୍ୟାଣ୍ଡ ଅତି ଆଡମ୍ବର ସହ ନିଜର ଏଲସିଭି ଶ୍ରେଣୀରେ ‘ବଡ଼ା ଦୋସ୍ତ’ ଆଇଫାଇଭର ବଜାର ପ୍ରବେଶ କରିଛି। ସେଣ୍ଟ୍ରାଲ ଜୋନାଲ ମ୍ୟାନେଜର ନୀତିନ ସୋନାର , ଆରଏମ୍ ଯତୀନ ଥାପିୟାଲ, ଟିଏସଏମ ସତ୍ୟ ରଞ୍ଜନ ବେହେରା, ଦୀକ୍ଷା ସେନାପତି, ଏସିଓ ଶୁଭ୍ରଜିତ୍ ବେହେରା ଏବଂ ଡିଲର୍ ପ୍ରିନ୍ସପାଲ ରଜତ ବଳିଆର ସିଂ, ଅନ୍ଵେଶ୍ ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଅବସରରେ ବଡ଼ା ଦୋସ୍ତ ଆଇ ଫାଇଭ ୨୧୨୫ ପେଲୋଡ୍ ଏବଂ ଦୋସ୍ତ ଆରଏଫଏସଏକ୍ସଏଲ ୧୪୦୦ ପେଲୋଡ୍ ନାମକ ଦୁଇଟି ମଡେଲ ଉନ୍ମୋଚନ କରାଯାଇଥି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button