ଟଙ୍କାକୁ ଚୁମ୍ବକ ପରି ଟାଣିଥାଏ ଏହି ଚମତ୍କାରୀ ବୃକ୍ଷ ! ଯଦି ଏହି ଗଛକୁ ଦେଖନ୍ତି…

ମଣିଷ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ଟଙ୍କା ରୋଜଗାର କରି ନିଜ ଜୀବନରୁ ଅଭାବ ଅସୁବିଧାକୁ ଦୂର କରିବା ସହ ନିଜ ପେଟ ପୋଷିବା ପାଇଁ ଲାଗିପଡିଥାଏ । ତଥାପି କିଛି ଲୋକଙ୍କ ଭାଗ୍ୟ ସେମାନଙ୍କ ସାଥିରେ ନଥାଏ । ଯାହାଫଳରେ ସେମାନେ ଅଭାବ ସମୟ ଦେଇ ଗତି କରନ୍ତି । ତେବେ ଆପଣଙ୍କ ଘରକୁ ଧନକୁ ଆକର୍ଷିତ କରୁଥିବା ଏକ ଗଛ ସମ୍ପର୍କରେ ଆଜି ଆମେ ଜଣାଇବା ପାଇଁ ଯାଉଛୁ । ଯେଉଁ ଗଛକୁ ଆପଣ ଘରକୁ ଆଣିବା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିଯିବ ।
ଆମ ହିନ୍ଦୁ ଧର୍ମରେ ପ୍ରତ୍ୟକ ଗଛର କିଛି ନା କିଛି ଖାସ ମହତ୍ଵ ରହିଛି । ପ୍ରତ୍ୟକ ଗଛରେ ଅଲଗା ଅଲଗା ଦେବୀ ଦେବତାଙ୍କ ବାସ ହୋଇଥାଏ । କଣ୍ଟକାରୀ ଗଛ ଏକ ଏମିତି ବୃକ୍ଷ ଅଟେ ଯାହାର ଅଲୌକିକ ଗୁଣ ସମ୍ପର୍କରେ ଜାଣିବା ପରେ ଆପଣ ତାହାକୁ ମାନନ୍ତି ତେବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ । କଣ୍ଟକାରୀ ଗଛର ରଙ୍ଗ ଦୁଇ ପ୍ରକାରର ହୋଇଥାଏ ।
ଯଦି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଅଛି ଏବଂ କରଜରେ ବୁଡି ରହିଛନ୍ତି ତେବେ ଆପଣ ପ୍ରତ୍ୟକ ଶୁକ୍ରବାର ଦିନ ସନ୍ଧ୍ୟା ୭ଟା ପୂର୍ବରୁ ଗୋଟିଏ ଧଳା କଣ୍ଟକାରୀ ଫୁଲ ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରିବାକୁ ହେବ । ଯଦି ଆପଣ ୧୧ଟି ଶୁକ୍ରବାର ଏହିଭଳି ଭାବରେ ମାତା ଲକ୍ଷ୍ମୀଙ୍କ ନିମନ୍ତେ କରନ୍ତି ତେବେ ତୁରନ୍ତ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ପଡିଥାଏ ।
ଏବଂ ଆପଣଙ୍କ ଜୀବନରୁ କଷ୍ଟ ଅଭାବ ଦୂର ହୋଇଯିବ । ଧନ ଆସିବାର ସମସ୍ତ ରାସ୍ତା ଆପଣଙ୍କ ପାଇଁ ଖୋଲିଯିବ । ପଇସା ଆପଣଙ୍କ ପାଖକୁ ଆକର୍ଷିତ ହୋଇ ଆସିବାକୁ ଲାଗିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।