ଏମିତି ପାପ କରୁଥିବା ମହିଳା ସାରା ଜୀବନ ପାଆନ୍ତି ନାହିଁ ସନ୍ତାନ ସୁଖ, ଦୁଃଖରେ କଟେ ଜୀବନ…

ସୂଚନା ଅନୁସାରେ ଜଣେ ପୁରୁଷ ଓ ମହିଳା ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ବୈବାହିକ ଜୀବନ ଆରମ୍ଭ କରିଥାନ୍ତି । ତାପରେ ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ସନ୍ତାନ ପ୍ରାପ୍ତି ହୋଇଥାଏ । ଯେତେବେଳେ ଜଣେ ମହିଳା ମା’ ହୋଇଥାଏ ସେ ତା’ ନାରୀ ଜୀବନକୁ ସାର୍ଥକ କରିଥାଏ ବୋଲି ଶାସ୍ତ୍ର ପ୍ରମାଣ ରହିଛି । ଯଦି କୌଣସି କାରଣରୁ ବିବାହର କିଛି ବର୍ଷ ପରେ ମଧ୍ୟ ମହିଳା ଜଣଙ୍କ ଗର୍ଭବତୀ ହୋଇପାରୁନାହିଁ ।
ଉଭୟ ସ୍ଵାମୀ ଓ ସ୍ତ୍ରୀ ସନ୍ତାନ ସୁଖରୁ ବଞ୍ଚିତ ରହୁଥାନ୍ତି । ତେବେ ଏହା ଉଭୟଙ୍କୁ ଆଦ୍ୱା ମଧ୍ୟ ଭଲ ଲାଗିନଥାଏ । ଚାଣକ୍ୟ ନୀତି ଅନୁସାରେ ମହିଳା ମାନେ ଯଦି ଏହିପରି କିଛି ପାପ କରିଥାନ୍ତି । ତେବେ ସେମାନେ ଜୀବନ ସାରା ସନ୍ତାନ ସୁଖରୁ ବଞ୍ଚିତ ରହିଥାନ୍ତି । ମହିଳାର ସନ୍ତାନ ନହେବାର ପ୍ରଥମ କାରଣ ହେଉଛି ।
ତୃତୀୟରେ ଯେଉଁ ବ୍ୟକ୍ତି ଗତ ଜନ୍ମରେ ଶିଶୁଙ୍କ ଉପରେ କୌଣସି ଖରାପ କାର୍ଯ୍ୟ କରିଥିବ । ସେ ପୁରୁଷ ହେଉ ଅବା ନାରୀ ତାହାର ବହୁତ ଶୀଘ୍ର ମୃତ୍ୟୁ ହୋଇଯାଇଥାଏ । ଯାହା ଦ୍ଵାରା ସେ ନିଜ ସନ୍ତାନ ସହ ବହୁତ ସମୟ ବିତେଇ ପାରିନଥାଏ । ଯଦି ଦମ୍ପତି ସନ୍ତାନ ପ୍ରାପ୍ତି ପାଇଁ ଇଛୁକ ରହିଥାନ୍ତି ।
ତେବେ ସେମାନେ ପୂଜାପାଠ ଠାରୁ ଅଧିକ ଦାନଧର୍ମରେ ମନନିବେଶ କରନ୍ତୁ । ଯେପରି କୌଣସି ଅସହାୟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ । ଘର ଆଖପାଖରେ ଥିବା ପଶୁଙ୍କ ପ୍ରତି ଅନାଦର କରନ୍ତୁ ନାହିଁ । ଏହା ସହିତ ପ୍ରାଣୀ ତଥା ତାଙ୍କର ନବଜାତ ଶିଶୁଙ୍କର ଭୋଜନ କରନ୍ତୁ । ଏପରି କର୍ମ କରିବା ଦ୍ଵାରା ଭଗବାନ ବହୁତ ଶୀଘ୍ର ସେହି ଦମ୍ପତିଙ୍କର ଡାକ ଶୁଣି ସେମାନଙ୍କୁ ସନ୍ତାନ ପ୍ରାପ୍ତି କରାଇଥାନ୍ତି ।