ପ୍ରତି ଦିନ ସକାଳୁ କଣ ପିଇଲେ ବ୍ଲଡ଼ ପ୍ରେସର ରୋଗ ଠିକ ହୋଇଥାଏ ?
ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- ପ୍ରତିଦିନ ଅଣ୍ଡା ଖାଇବା ଦ୍ଵାରା କଣ ବଢିଥାଏ ?
ଉତ୍ତର- ଶକ୍ତି ।
2- କେଉଁ ଫଳ ଖାଇଲେ କ୍ୟାଲସିୟମ ଭରପୁର ମିଳିଥାଏ ?
ଉତ୍ତର- ପାଣି ସିଙ୍ଗଡା ।
3- କେଉଁ ରୋଗ ହେଲେ କଫି ପିଇବା ଉଚିତ ନୁହେଁ ?
ଉତ୍ତର- ମାଇଗ୍ରେନ ।
4- ପ୍ରତିଦିନ ଖରା ରେ ବସିଲେ କଣ ଫାଇଦା ମିଳିଥାଏ ?
ଉତ୍ତର- ଭିଟାମିନ-ଡି ।
5- କେଉଁ ଜୀବ ର ରକ୍ତ ସବୁଠାରୁ ମହଙ୍ଗା ଅଟେ ?
ଉତ୍ତର- କଙ୍କଡା ।
6- ପାଣି ସିଙ୍ଗଡା ଫଳ ଖାଇବା ଦ୍ଵାରା କେଉଁ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ ?
ଉତ୍ତର- ଶ୍ଵାସ କ୍ରିୟା ।
7- କେଉଁ ପଶୁ ର କ୍ଷୀର ରୁ ଅଧିକ ପ୍ରୋଟିନ ମିଳିଥାଏ ?
ଉତ୍ତର- ଛେଳି ।
8- ପ୍ରତିଦିନ ଧନିଆ ପତ୍ର ଖାଇଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ ?
ଉତ୍ତର- ଆଁଠୁ ଗଣ୍ଠି ଯନ୍ତ୍ରଣା ।
9- ଗାଈ ମାନେ କଣ କରିଲେ ବିପଦର ସଂକେତ ମିଳିଥାଏ ?
ଉତ୍ତର- ଲୁହ ବୋହିଲେ ।
10- କେଉଁ ଫଳ ଖାଇବା ଦ୍ଵାରା ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ?
ଉତ୍ତର- ପାଣି ସିଙ୍ଗଡା ।
11- କଞ୍ଚା ଆଳୁ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?
ଉତ୍ତର- କୋଷ୍ଠ କାଠିନ୍ଯ ।
12- ପିରିୟଡ ର ଯନ୍ତ୍ରଣା ଥିଲେ କେଉଁ ପତ୍ର ଖାଇଲେ ପିରିୟଡ ଯନ୍ତ୍ରଣା ଠିକ ହୋଇଥାଏ ?
ଉତ୍ତର- ପିଜୁଳି ପତ୍ର ।
13- ଚାହା ପିଇଲେ କେଉଁ ମାରାତ୍ମକ ରୋଗ ହୋଇଥାଏ ?
ଉତ୍ତର- ପାଇରିଆ ।
14- ବାସୀ ରୁଟି ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?
ଉତ୍ତର- ସୁଗାର ।
15- ଶିତ ଦିନେ କେଉଁ ଫଳ ଖାଇବା ଦ୍ଵାରା 10ଟି ରୋଗରୁ ମୁକ୍ତି ମିଳିଥାଏ ?
ଉତ୍ତର- ପାଣି ସିଙ୍ଗଡା ।
16- ପ୍ରତି ଦିନ ସକାଳୁ କଣ ପିଇଲେ ବ୍ଲଡ଼ ପ୍ରେସର ରୋଗ ଠିକ ହୋଇଥାଏ ?
ଉତ୍ତର- ପଇଡ ପାଣି ।