IBN ଓଡ଼ିଶା ବ୍ୟୁରୋ

ବିବାହ ପରେ ମହିଳା ମାନେ ମୋଟି ଦେଖାଯାଆନ୍ତି କାହିଁକି, ଜାଣନ୍ତୁ

ଆଜିର ସମୟ ରେ ମୋଟା ହେବା ମହିଳା ମାନଙ୍କର ଗୋଟିଏ ବଡ ସମସ୍ୟା ଅଟେ ଏହା କେବଳ ବିବାହ କରିବା ପରେ ହିଁ ଏମିତି ହୋଇ ଥାଏ । ଆପଣ ମାନେ କାହାଠୁ ନା କାହାଠୁ ସୁଣି ଥିବେ କି ତାର ବିବାହ ପରେ ଓଜନ ବଢି ଗଲା ।

ଏହା ଏକ ରିସର୍ଚ୍ଚ ରେ ଜଣା କି ଆମ ଦେଶ ରେ ଯେତେ ଦମ୍ପତୀ ରହିଛନ୍ତି ସେମାନଙ୍କ ମଧ୍ୟ ରୁ 80 ପ୍ରତିଶତ ଦମ୍ପତୀ ଓଜନ ବିବାହ ପରେ ବଢି ଯାଏ । ହେଲେ ଆପଣ ମାନେ କେବେ ଏହା ପଛର କାରଣ କଣ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଯଦି ନାହିଁ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

ବିବାହ ପୂର୍ବ ରୁ ଝିଅ ମାନେ ନିଜର ଓଜନ ଏବଂ ସୁନ୍ଦରତା ଉପରେ ବିଶେଷ ଭାବେ ଧ୍ୟନ ଦେଇ ଥାନ୍ତି । ଏହିଥି ପାଇଁ ନିୟମିତ ଭାବେ ସେମାନେ ବ୍ୟାମ୍ ବି କରି ଥାନ୍ତି ।ହେଲେ ବିବାହ ପରେ ସେମାନେ ନିଜ ଜିବନ ରେ ଏତେ ବ୍ୟସ୍ତ ହୋଇ ଥାନ୍ତି କି ସେମାନେ କେବେ ବି ନିଜର ଶରୀର ପ୍ରତି ଧ୍ୟନନ ଦେଇ ପାରନ୍ତି ନାହିଁ ।

ଏମିତି ହେବା ଦ୍ୱାରା ସେମାନଙ୍କ ଓଜନ ଧିରେ ଧିରେ ବଢି ଥାଏ । ବିବାହ ପରେ ଶୋଇବାର ସମୟ ମଧ୍ୟ ବଦଳି ଯାଏ ଏବଂ କେତେ ଥର ମହିଳା ମାନେ ଠିକ୍ ଭାବେ ଶୋଇ ପାରନ୍ତି ନାହିଁ । ଏହା ହେଉଛି ମହିଳା ମାନଙ୍କ ଓଜନ ବଢିବାର ମୂଖ୍ୟ କାରଣ ହୋଇ ଥାଏ । ଏହା ପରେ ରହିଛି ହରମନ୍ ବଦଳିବା ବିବାହିତ ଜିବନ ର ଆରମ୍ଭ ସହିତ ମହିଳା ମାନଙ୍କର ହୋରମନ୍ ବି ବଦଳି ଯାଏ ।

ଏହି ବିବାହିତ ମହିଳା ମାନେ ସଂଭୋଗ କରିବା ପରେ ବି ସେମାନଙ୍କ ଓଜନ ବଢିବାର ବହୁତ ଚାନ୍ସ ରହି ଥାଏ । ଏହା ଛଡା ଆପଣ ମାନେ ସୁରକ୍ଷିତ ରହିବା ପାଇଁ ନିରଧୋକ ଔଷଧ ବ୍ୟବହାର କରି ଥାନ୍ତି । ଜାହା ଆପଣଙ୍କ ଶରୀର ର ଓଜନ ବଢାଇବାରେ ସାହାଯ୍ୟ କରେ । ଏହା ପରେ ହେଲା ବହୁତ ସମୟ ରେ ମହିଳା ମାନେ ବାହାର ଖାଦ୍ୟ କୁ ସେବନ କରି ଥାନ୍ତି ବା ସେମାନଙ୍କ ସ୍ୱାମୀ ଘରକୁ ନେଇ ଆସି ଥାନ୍ତି ସେମିତି ହେଲେ ବି ସେମାନେ ବହୁତ ମୋଟୀ ହୋଇ ଜାଇ ଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button