ଦାନ୍ତ ପୋକ ଖାଇଲେ କେମିତି କରିବେ ଚିକିତ୍ସା ?
ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଅନେକ ଲୋକଙ୍କ ଦାନ୍ତ ପୋକ ଲାଗି ଯାଇଥାଏ । ତେବେ ଏହାର ଅନେକ କାରଣ ରହିଥାଏ । ଆପଣ ଯଦି ନିଜର ଦାନ୍ତର ସଠିକ ଭାବରେ ଯତ୍ନ ନେବେ ନାହିଁ ତେବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଦାନ୍ତରେ ନିଶ୍ଚୟ ଭାବରେ ପୋକ ଲାଗି ଯିବ । ତେବେ ଆମେ ବର୍ତ୍ତମାନ ଏହା ସମ୍ପର୍କରେ ଆଲୋଚନା କରିବା କି କଣ ପାଇଁ ଦାନ୍ତରେ ପୋକ ଲାଗିଥାଏ ।
ଏହା ସହିତ ଏହା ଫଳରେ ଆପଣ କଣ କଣ ଅସୁବିଧା ହୋଇଥାଏ ଆମେ ବର୍ତ୍ତମାନ ଏହା ସମ୍ପର୍କରେ ଆଲୋଚନା କରିବା । ତେବେ ସାଧାରଣ ଭାବରେ ଆମେ ଯେତେବେଳେ କୌଣସି ଖାଦ୍ୟ ଖାଇ ଥାଉ ସେହି ସମୟରେ ଏହି ଖାଦ୍ୟ ଆମର ଦାନ୍ତରେ ଲାଗି ରହି ଯାଇଥାଏ । ଏହା ସହିତ ଏହା ଆମର ଦାନ୍ତରେ ଲାଗି ରହିବା ଫଳରେ ଏହା ଆମ ପାଇଁ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ବିଶେଷ ଭାବରେ ଆମର ଦାନ୍ତ ଧୀରେ ଧୀରେ କ୍ଷୟ ହେବା ଆରମ୍ଭ ହୋଇ ଯାଇଥାଏ ।
ଏହା ସହିତ ଆମ ଦାନ୍ତ କ୍ଷୟ ହେବା ଫଳରେ ଆମକୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଆମେ ବର୍ତ୍ତମାନ ଏହାର କିଛି ଉପଚାର ସମ୍ପର୍କରେ ଆଲୋଚନା କରିବା । ତେବେ ଯଦି ଆମର ଦାନ୍ତ ଅଧିକ କ୍ଷୟ ହେଉଥାଏ ତେବେ ଆମକୁ ପ୍ରଥମେ ଏହାର କିଛି ନିର୍ଦ୍ଧିଷ୍ଟ ଉପାୟ କରିବା ନିହାତି ଭାବରେ ଆବଶ୍ୟକ । ତେବେ ପ୍ରଥମେ ନିଜର ଦାନ୍ତରେ ଯେପରି କୌଣସି ଖାଦ୍ୟ ଲାଗି ନ ରୁହେ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
କାରଣ ଦାନ୍ତରେ ଖାଦ୍ୟ ଲାଗି ରହିବା ଫଳରେ ଆମେ ଆମର ଦନ୍ତ କ୍ଷୟକୁ ପ୍ରତିରୋଧ କରି ପାରି ନଥାଉ । ବିଶେଷ ଭାବରେ ଆମର ଦାନ୍ତରେ ଖାଦ୍ୟ ପଦାର୍ଥ ଲାଗି ରହିବା ଫଳରେ ଏହା ଧୀରେ ଧିରେ ପଚିବା ଆରମ୍ଭ ହୋଇ ଯାଇଥାଏ । ଏହାପରେ ଏହା ଆମର ଦାନ୍ତ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ଦେଇଥାଏ । ତେଣୁ ଆପଣ ଖାଦ୍ୟ ଖାଇବା ପରେ ଧ୍ୟାନ ଦିଅନ୍ତୁ ଯେପରି ଭାବରେ ଆପଣଙ୍କ ଦାନ୍ତରେ କୌଣସି ଖାଦ୍ୟ ପଦାର୍ଥ ଲାଗି ନ ରୁହେ ।
ଏହା ସହିତ ଖାଦ୍ୟ ପଦାର୍ଥ ଲାଗି ରହିବା ଫଳରେ ଏହା ଆମର ଦାନ୍ତ କ୍ଷୟ କରି ଦେଇଥାଏ । ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ । ଏହା ସହିତ ଆପଣ ଏହି ସମସ୍ତ ଦୃଷ୍ଟିରୁ ପ୍ରଥମେ ନିଜର ପାଟି ଖାଇବା ପରେ ଭଲ ଭାବରେ ସଫା କରିବା ଆବଶ୍ୟକ । ଏହା ସହିତ ଆମେ ସକାଳ ସମୟରେ ନିଜର ଦାନ୍ତ ମଧ୍ୟ ସଠିକ ଭାବରେ ଘଷି ନଥାଉ । ତେବେ ଦାନ୍ତ ଘଷିବା ସମୟରେ ଆମେ ଏହା ଧ୍ୟାନ ରଖିବା ଆବଶ୍ୟକ । ଯେପରି ଆମର ଦାନ୍ତର ପ୍ରତ୍ୟେକ ସ୍ଥାନରେ ଆମେ ନିଜର ବ୍ରସ ପହଞ୍ଚାଇ ପାରିବା ।
ତେବେ ତେବେ ଏପରି କରିବା ଫଳରେ ଆମର ଦାନ୍ତରେ ଲାଗି ରହିଥିବା ଖାଦ୍ୟ ପଦାର୍ଥ ସହଜରେ ବାହାରି ଚାଲି ଯାଇଥାଏ । ଏହା ସହିତ ଏହା ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ ରାତିରେ ଶୋଇବା ସମୟରେ ଆମେ ବ୍ରସ କରି ଶୋଇବା ଆବଶ୍ୟକ । ଯାହା ଫଳରେ ଖାଦ୍ୟ ରାତି ସାରା ଆମର ଦାନ୍ତରେ ଲାଗି ରହିବ ନାହିଁ । ତେବେ ଏହା ଛଡା ଯଦି ମାଢି ରେ ରକ୍ତ ପଡେ ତେବେ ରୁଟିନ ଚେକଅପ ପାଇଁ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।
ରାତି ସମୟରେ କୌଣସି ହେଭି ଖାଦ୍ୟ ବା ମିଠା ଜାତୀୟ ଖାଦ୍ୟର ସେବନ କରିବା ଅନୁଚିତ । ଯଦି ଆପଣ କୌଣସି ମିଠା ଖାଦ୍ୟ ଖାଉଛନ୍ତି ତେବେ ଖାଇବା ପରେ ନରମାଲ ପାଣିରେ ମୁହଁ ଭଲ ଭାବେ ଧୋଇ ଦିଅନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।