IBN ଓଡ଼ିଶା ବ୍ୟୁରୋ

କରିଦିଅ ଏହି 3ଟି କାମ, ଝିଅ ଆଗେ ଆସି କଥା ହେବ

ବନ୍ଧୁଗଣ ଆମେ ମାନେ ଜାହା ପାଇଁ ଜିବନ ରେ ଯେତେ ବି କିଛି କରିଲେ କଣ ହେବ ଆମ ମାନଙ୍କୁ କେବେ ବି କୈଣସି ବ୍ୟକ୍ତି ରେସ୍ପେକ୍ଟ ଦିଅନ୍ତି ନାହିଁ । ସେମିତି ରେ ସେମିତି ବି ପ୍ରେମ ସଂମ୍ପର୍କ ରେ ହୋଇ ଥାଏ ।। କେବେ କେବେ ଆମର ପାର୍ଟନର ଆମକୁ ରେସ୍ପେକ୍ଟ ଦେବା ଭୁଲି ଜାଇ ଥାନ୍ତି । ତେବେ ଆପଣ ମାନଙ୍କୁ ସେ ଭେଲ୍ଲୁ ଦିଅନ୍ତି ନାହିଁ । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଟିପ୍ସ ବିଷୟ ରେ କହିବୁ ଜାହାକୁ ଆପଣ ମାନେ ଆପ୍ଲାୟ କରିଲେ ଆପଣ ମାନଙ୍କୁ ଯେକେହି ବି ଜିବନ ରେ ରେସ୍ପେକ୍ଟ ଦେବାକୁ ଲାଗିବ ।

ଏହି ଥିରେ ପ୍ରଥମ ଟିପ୍ସ ଟି ହେଲା ନିଜକୁ ପ୍ରଥମେ ରେସ୍ପେକ୍ଟ ଦିଅ ଏବଂ ନିଜକୁ ଭଲ ପାଇବା ସିଖିଲେ ହିଁ ଆପଣ ମାନଙ୍କୁ ଅନ୍ୟ କେହି ରେସ୍ପେକ୍ଟ ଦେବ ।ଆମେ କେବେ କେବେ ନିଜକୁ ନେଇ ବହୁତ କୋନଫ୍ୟୁଜ୍ ହୋଇ ଥାଉ । ସେହି ପରି ଆମ ମାନଙ୍କୁ ଲାଗେ କି ଆମକୁ କେହି ବି ରେସ୍ପେକ୍ଟ ଦେଉ ନାହାଁନ୍ତି ।

ଜିବନ ରେ ସବୁଠୁ ଇମ୍ପୋଟାନ୍ସ ଯଦି କେହି ତୁମକୁ ଇନସଲ୍ଟ କରେ ବା ମଜାକ୍ କେର ତେବେ ତୁମେ ଏମିତି କିଛି କର ଯେଉଁ ଥିରେ ସେ ଦ୍ୱତୀୟ ଥର ପାଇଁ ସେ ତୁମ ସାମ୍ନାରେ କଥା ହେବା ପାଇଁ ଭାବିବ ବି ନାହିଁ । ଏବଂ ସେହି ପରି ଦୁଇ ରେ ନିଜର ପରିଚୟ ନିଜେ ତିଆରି କରିବା ସିଖ ହେଲେ କିଛି ଲୋକ ମାନେ ରହି ଥାନ୍ତି ଯେଉଁ ମାନେ ଅନ୍ୟ ଉପରେ ହିଁ ନିର୍ଭର କରନ୍ତି ।

ହେଲେ ସେମିତି ହେଲେ ଆପଣ ମାନେ କେବେ ବି ଅନ୍ୟ ଜଣ ଙ୍କ ପାଖକୁ ରେସ୍ପେକ୍ଟ ପାଇ ପାରିବେ ନାହିଁ । ସେମିତି ରେ ଆମ ଜିବନ ରେ ବହୁତ ଲୋକ ମାନେ ଆମକୁ ଗୋଟଟିଏ ଅଳସୁଆ ବୋଲି ଭାବନ୍ତି ।ସେହିଥି ପାଇଁ ସେମାନେ ଆମକୁ ଧୋକା ଦେବା ସହିତ ଦୁଖଃ ବି ଦିଅନ୍ତି ।

ହୋଇ ପାରେ ତୁମର ପାର୍ଟନର ତୁମର ପରିବାର ବା ତୁମର ସୋସାଇଟି ର କିଛି ଲୋକ ମାନେ ସେମାନଙ୍କୁ ଦେଖାଇବା ପାଇଁ ପଡିବ କି ତୁମେ ବି ସବୁ କିଛି କରି ପାର ବୋଲି । ତେବେ ଜାଇ ତୁମକୁ ସମସ୍ତେ ରେସ୍ପେକ୍ଟ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button