IBN ଓଡ଼ିଶା ବ୍ୟୁରୋ

ଦେଖନ୍ତୁ ଭିଡିଓ ; ଋଷିକେଶ ଷ୍ଟେସନ ପ୍ଲାଟଫର୍ମରେ ଚାଲୁଥିଲା ବିଷଧର ସାପ,ଭୟଭୀତ ହେଲେ ଯାତ୍ରୀ..

ଡେରାଡୁନ୍‌ : ଉତ୍ତରାଖଣ୍ଡର ଋଷିକେଶ ଷ୍ଟେସନରେ ହଠାତ୍‌ ଏକ ବିଷଧର ସାପ ବାହାରିବାରୁ ହଇଚଇ ସୃଷ୍ଟି ହୋଇଥିଲା । ଷ୍ଟେସନରେ ଉପସ୍ଥିତ ଥିବା ଯାତ୍ରୀଙ୍କୁ ୧ ନମ୍ବର ପ୍ଲାଟଫର୍ମରେ ଏକ ବିଷାକ୍ତ ସାପ ଖୁବ୍‌ ଦ୍ରୁତ ଗତିରେ ଚଟାଣରେ ଯାଉଥିବା ଦେଖାଯାଇଥିଲା । ଯାତ୍ରୀଙ୍କ ନଜର ସାପ ଉପରେ ପଡିବା ମାତ୍ରେ ଲୋକେ ଭୟରେ ଦୌଡିବାକୁ ଲାଗିଲେ ।ଷ୍ଟେସନରେ ସାପ ବାହାରିବା ନେଇ ବନ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button