IBN ଓଡ଼ିଶା ବ୍ୟୁରୋ

ମାତ୍ର ୫ ମିନିଟ ରେ ଆପଣଙ୍କ ହଳଦିଆ ଦାନ୍ତ କୁ ମୋତି ପରି ଚମକାନ୍ତୁ, ୨ ଟଙ୍କା ବି ଖର୍ଚ୍ଚ ଲାଗିବନି-

ଦାନ୍ତ ଆମ ଚେହେରାର ସୁନ୍ଦରତା କୁ ଦୁଇଗୁଣା ବଢ଼ାଇଥାଏ । ଏକ ସୁନ୍ଦର ହସ ପଛରେ ଥାଏ ଏକ ସୁନ୍ଦର ଦାନ୍ତ ।

ଅସନା ହୋଇଯାଇଥିବା ତଥା କଳା ଏବଂ ହଳଦିଆ ହୋଇଯାଇଥିବା ଦାନ୍ତ କୁ ମୋତି ପରି ଧଳା କରନ୍ତୁ ଏହି ଉପାୟରେ । ବନ୍ଧୁଗଣ ଏହା ସତ କି ଆମେ ମାନେ ପ୍ରତିଦିନ ବ୍ରଶ କରୁ

କିନ୍ତୁ ତଥାପି ବି ଆମ ଦାନ୍ତ ରେ ଅଣୁଜିବ୍ ମାନେ ରହି ଆମକୁ ଦାନ୍ତ କୁ କଳା କରି ଦେଇଥାନ୍ତି ଏବଂ ଆମେ ଆମ ଦାନ୍ତ କୁ ଭଲ ଭାବରେ ଘଷୁ ନଥିବାରୁ ଆମ ଦାନ୍ତ ହଳଦିଆ ମଧ୍ୟ ହୋଇଯାଇଥାଏ ।

ଆମେ ଆମ ଦାନ୍ତ କୁ କେବଳ ଆଗରୁ ଟିକେ ଟିକେ କରି ଘଷିଦିଏଥାଉ ସେଥିପାଇଁ ଆମ ଦାନ୍ତ ଧୀରେ ଧୀରେ ହଳଦିଆ ହେବାକୁ ଲାଗିଥାଏ । ଖରାପ ଜିନିଷ ର ସେବନ ଯେମିତିକି ନିଶା ଦ୍ରବ୍ୟ ତଥା ବିଡି, ସିଗାରେଟ ପରି ସେବନ ଦ୍ଵାରା ଦାନ୍ତ ଧୀରେ ଧୀରେ କଳା ହେବା ସହ ହଳଦିଆ ମଧ୍ୟ ହୋଇଯାଇଥାଏ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଉପାୟ କହିବୁ ଯାହା ଦ୍ଵାରା ଆପଣ ନିଜର ଦାନ୍ତ କୁ ମଧ୍ୟ ମୋତି ପରି ଚମକେଇ ପାରିବେ ।

ଏହି ଉପାୟ ଟି କୁ ଅବଲମ୍ବନ କରିବା ପାଇଁ ଆପଣଙ୍କୁ ପ୍ରଥମେ କିଛି କମଳା ଚୋପା ର ଆବଶ୍ୟକତା ପଡ଼ିବ । ଏହି ଚୋପା ରେ ଭିଟାମିନ ସି ଥିବା ସହିତ ଏଥିରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଥାଏ ଯାହା ଫଳ ରେ ଏହା ଆମ ଦାନ୍ତରେ ଥିବା ବ୍ୟାକ୍ଟେରିଆ ମାନଙ୍କୁ ମାରି ଦେଇଥାଏ । ଯାହା ଫଳରେ ଆମ, ଦାନ୍ତ ରେ ଜମା ହୋଇଥିବା କଳା ଅଂଶ ସବୁ ଛାଡିଯାଏ ଏବଂ ଆମ ଦାନ୍ତ ମୋତି ପରି ଚମକି ବାକୁ ଲାଗିଥାଏ । ପ୍ରଥମେ ଆପଣ ଏକ କମଳା ର ଚୋପା କୁ ଛଡାଇ ତାହାକୁ ଗୁଣ୍ଡ ଗୁଣ୍ଡ କରି ଏକ ପାତ୍ର ରେ ରଖି ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଏକ ଟମାଟୋ । ଆପଣଙ୍କୁ ଏକ ଅଧା ଟମାଟୋ ର ବ୍ୟବହାର କରିବାକୁ ହେବ ।

ଏହାର ବ୍ୟବହାର କରିବା ଦ୍ଵାରା ଆମ ଦାନ୍ତ ଉପରେ କୌଣସି ବି ପ୍ରକାରର ଖରାପ ପ୍ରଭାବ ପଡି ନଥାଏ । ଏହା ଦ୍ଵାରା ଦାନ୍ତ ରେ ଜମା ହୋଇଥିବା କଳା ଅଂଶ ସବୁ ଛାଡିଯାଏ ଏବଂ ଆମ ଦାନ୍ତ ମୋତି ପରି ଚମକି ବାକୁ ଲାଗିଥାଏ । ଏହାପରେ ସେହି ଦୁଇଟି କୁ ଗ୍ରାଇଣ୍ଡର ସାହାଯ୍ୟ ରେ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ଏହାକୁ ପ୍ରସ୍ତୁତ କରିବା ଯେତେ ସହଜ ଏହାକୁ ଯଦି ଆପଣ ସଠିକ୍ ଭାବରେ ବ୍ୟବହାର କରିବେ ତାହେଲେ ଏହା ବହୁତ୍ ଜଲ୍ଦୀ ଆପଣଙ୍କ ଦାନ୍ତ କୁ ସଫା କରି ଦେଇଥାଏ ।

ଏହା ପରେ ଆପଣ ଏକ ବ୍ରଶ ଉପରେ ଏହାକୁ ନେଇ ତାହା ଉପରେ କିଛି ଲୁଣ ପକାଇ ନିଜର ଦାନ୍ତ କୁ ଭଲ ଭାବରେ ଘଂଶନ୍ତୁ । ଏହିପରି ଆପଣ ୫ ରୁ ୮ ମିନିଟ ପର୍ଯ୍ୟନ୍ତ ଘଂସନ୍ତୁ ଭଲ ଭାବରେ ନିଜର ଦାନ୍ତ କୁ ଏବଂ ଏହାପରେ ଆପଣଙ୍କ ଦାନ୍ତ ର ସବୁ ହଳଦିଆ ଏବଂ କଳା ହୋଇଯାଇଥିବା ଅଂଶ ଧୀରେ ଧୀରେ ଧଳା ହେବାକୁ ଲାଗିବ । ଯଦି ଆପଣ ଏକ ସପ୍ତାହ ରେ ଏହିପରି ୩ ରୁ ୪ ଥର କରିବେ ତାହେଲେ ଆପଣଙ୍କ ଦାନ୍ତ ମଧ୍ୟ ମୋତି ପରି ଚମକି ବାକୁ ଲାଗିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button