IBN ଓଡ଼ିଶା ବ୍ୟୁରୋ

Special ରାବଣ ନାରୀଙ୍କ ବିଷୟରେ କହିଥିଲା ଏହି ୩ ଟି କଥା, ଖରାପ ଲାଗିପାରେ କିନ୍ତୁ ସତ

ରାବଣ ଏହା ବି କହିଥିଲା କି ଏହି ନାରୀ ମାନଙ୍କ ଠାରୁ ଯେତେ ଦୂରରେ ରହିବା ସେତେ ଭଲ । ରାବଣ ରାମାୟଣ ର ଏକ ପ୍ରମୁଖ ଚରିତ୍ର । ରାବଣ ଲଙ୍କା ର ରାଜା ଥିଲା ।

ସେ ନିଜର ଦଶ ମସ୍ତକ ପାଇଁ ମଧ୍ୟ ପରିଚିତ ଥିଲା । ଶାସ୍ତ୍ର ର ଅନୁସାରେ ରାବଣ ମହାପଣ୍ଡିତ ଏବଂ ମହାଜ୍ଞାନୀ ଥିଲେ । ଯାହାକୁ ସବୁ କଥା ର ସୂଚନା ଥିଲା । ରାବଣ ଏତେ ଜ୍ଞାନୀ ଥିଲା କି ତାକୁ ଆଗରୁ ଜଣା ପଡିଯାଉଥିଲା କି ଭବିଷ୍ୟତ ରେ କଣ ହେବାକୁ ଯାଉଛି । ରାବଣ ନିଜର ଅନେକ ଗୁଣ ପାଇଁ ମଧ୍ୟ ପରିଚିତ ଥିଲା । ଏବଂ ତାର ପ୍ରଶଂସା ମଧ୍ୟ ହେଉଥିଲା ।

ରାବଣ ରାକ୍ଷସ ଥିଲା ସତ୍ୟ କିନ୍ତୁ ମାତା ସୀତାଙ୍କର ଅ-ପ-ହ-ର-ଣ ସେ ନିଜର ମର୍ଯ୍ୟାଦା ରେ ରହିକି କରିଥିଲା । ରାବଣ ର ଭୁଲ ଏହା ଥିଲା କି ସେ ନିଜର ଅମର ଓ ନିଜର ସୁନାର ଲଙ୍କା କୁ ନେଇ ସେ ଅତ୍ୟନ୍ତ ଅ-ହ-ଙ୍କା-ରୀ ହୋଇଯାଇଥିଲା । ଏବଂ ନିଜର ସ-ର୍ବ-ନା-ଶ କରିଦେଲା । ରାବଣ ମହିଳାଙ୍କ ଉପରେ ଚାରି ଟି କଥା କହିଥିଲେ । ତେବେ ଚାଲନ୍ତୁ ଜାଣିବା ସେ ଚାରି ଟି କଥା କଣ କଣ?

୧- ପ୍ରଥମ ଟି ହେଲା ମହିଳା ମାନଙ୍କ ର ଲାଳସା । ରାବଣ ମ-ରି-ବା ପୂର୍ବରୁ ଏହା କହିଥିଲେ କି ନାରୀ ମାନେ ବହୁତ ସ୍ୱାର୍ଥପର ହୋଇଥାନ୍ତି । ଏବଂ ନିଜର ସ୍ୱାର୍ଥ କୁ ହାସଲ କରିବା ପାଇଁ କିଛି ବି କରିପାରିବେ । ସେଥିରେ ତାଙ୍କୁ ଧୋକା ବି ଦେବାକୁ ପଡିଲେ ମଧ୍ୟ ସେ ସଂକୋଚ କରନ୍ତି ନାହିଁ ।

୨- ଦ୍ୱିତୀୟ ରେ ରାବଣ ଏହା କହିଥିଲା କି ନାରୀ ମାନେ ନିଜର କହିଥିବା କୌଣସି କଥା କୁ ସ୍ୱୀକାର କରନ୍ତି ନାହିଁ । ସେଥିପାଇଁ ଏମାନେ କେବେ ବି ସତ୍ୟ କୁହନ୍ତି ନାହିଁ । ସେଥିପାଇଁ ଭାବି ଚିନ୍ତି ମିଶିବା ଉଚିତ । ଏବଂ କଥା କୁ ଏପଟ ସେପଟ ମଧ୍ୟ କରିଥାନ୍ତି । ଏବଂ ଦୁଇ ଜଣ ଙ୍କ ମଧ୍ୟ ରେ ଝଗଡା ମଧ୍ୟ କରେଇ ଦେଇ ଥାନ୍ତି ।

୩- ତୃତୀୟ କଥା ଟି ହେଲା ରାବଣ ମ-ରି-ବା ପୂର୍ବରୁ ଏହା କହିଥିଲା କି ସ୍ତ୍ରୀ ମାନଙ୍କ ପେଟରେ କୌଣସି କଥା ରହି ପାରିବ ନାହିଁ । ସେ ଯେତେ ନିଜର ହେଲେ ମଧ୍ୟ ତାଙ୍କ ଗୋପନ କଥା କୁ କେବେ ଲୁଚେଇ ରଖି ପାରନ୍ତି ନାହିଁ । ସେଥିପାଇଁ କୌଣସି ସ୍ତ୍ରୀ ଉପରେ କେବେ ବେଶୀ ବିଶ୍ୱାସ କରିବା ଉଚିତ ନୁହେଁ । ନାରୀ ମାନେ ବିନାଶ ର କାରଣ ମଧ୍ୟ ହୋଇଯାନ୍ତି ।

୪- ଚତୁର୍ଥ କଥା ଟି ହେଲା ରାବଣ ଏହା ମଧ୍ୟ କହିଥିଲା କି ନାରୀ ମାନେ ଅତି ସହଜ ରେ କାହାର ବି କଥା ରେ ଆସିଯାଇ ଥାଆନ୍ତି । ଏବଂ କାହାର ବି ଜାଲରେ ଫସି ଯାଇଥାନ୍ତି । ସେ ପୁରୁଷ ହେଉ କିମ୍ବା ନାରୀ ର କଥାରେ ଅତି ଶୀଘ୍ର ବିଶ୍ୱାସ କରି ଦେଇଥାନ୍ତି । ବେଳେବେଳେ ଅନ୍ୟ ର କଥା ଶୁଣି ନାରୀ ମାନେ ନିଜର ଓ ନିଜ ପରିବାରର ସର୍ବନାଶ ମଧ୍ୟ କରି ଦେଇଥାନ୍ତି । ନାରୀ ମାନେ ଯେତେବେଳେ ରାଗିଯାଇ ଥାନ୍ତି ସେ କାହାକୁ ଛାଡ଼ନ୍ତି ନାହିଁ । ସେ ତାଙ୍କ ସ୍ୱାମୀ ହେଉ ପଛେ ।

ରାବଣ ନିଜର ମୃତ୍ୟୁ ପୂର୍ବରୁ ନାରୀ ମାନଙ୍କ ଉପରେ କହିଥିବା ଏହି କଥା ସବୁ ପ୍ରାୟତଃ ବର୍ତ୍ତମାନ ର ଜୀବନ ରେ କିଛି ପରିମାଣରେ ଦେଖିବାକୁ ମିଳୁଛି । କିନ୍ତୁ ଯେମିତି ହାତର ୫ ଆଙ୍ଗୁଳି ସମାନ ହୋଇ ନଥାଏ ଠିକ ସେହିପରି ସବୁ ନାରୀ ମାନେ ମଧ୍ୟ ସମାନ ନୁହନ୍ତି । ଏହି କଥା କିଛି ନାରୀ ଙ୍କ ପାଇଁ ହିଁ ପ୍ରଯୁଜ୍ୟ ଅଟେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button