ଦେଶ
ପାକିସ୍ତାନରେ ଆତଙ୍କୀ ହମଲା: ୧୩ ମୃତ – Ibnodisha

[ad_1]
ପାକିସ୍ତାନ: ପାକିସ୍ତାନରେ ଗ୍ୱାବରରେ ଚୀନର ଏକ କନଭୟେ ଉପରେ ଆତଙ୍କୀ ହମଲା ହୋଇଥିବା ସୂଚନା ରହିଛି । ୨୩ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡି ଉପରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଆକ୍ରମଣରେ ୪ ଚୀନ ନାଗରିକ ଓ ୯ ପାକ୍ ସୈନ୍ୟ ମୃତ ହୋଇଛନ୍ତି । ଆକ୍ରମଣ ନେଇ ବେଲୋଚ ଲିବେରେସନ୍ ଆର୍ମି ନିଜକୁ ଦାୟୀ କଲା ।
[ad_2]