IBN ଓଡ଼ିଶା ବ୍ୟୁରୋ

ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସି ଯାଉଛି ତ ଜାଣନ୍ତୁ ଏହାର ରହସ୍ୟ କଣ ?

ବନ୍ଧୁଗଣ ଆମ ପ୍ରାଚୀନ ଗ୍ରନ୍ଥ ଅନୁସାରେ ଆରମ୍ଭରେ ଏହି ବ୍ରମ୍ହାଣ୍ଡ ଖାଲି ଥିଲା ସମସ୍ତ ସ୍ଥାନରେ ଅନ୍ଧକାର ଛାଇ ରହିଥିଲା । ଏହାପରେ ଇଶ୍ଵର ବ୍ରମ୍ହାଣ୍ଡରେ ସମସ୍ତ ଜୀବଜନ୍ତୁଙ୍କୁ ସୃଷ୍ଟି କରି ସଂସାର କରିଥିଲେ ।

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ପାଇଁ ଇଶ୍ଵରଙ୍କୁ ଆରାଧନା କରିଥାନ୍ତି । ଇଶ୍ଵରଙ୍କ ପୂଜା କରିବା ଦ୍ଵାରା ମନକୁ ଶାନ୍ତି ମିଳିଥାଏ ଓ ଆପଣ ସମସ୍ତ କାର୍ଯ୍ୟକୁ ସଫଳତାର ସହ ପୂରଣ କରିଥାନ୍ତି । ବନ୍ଧୁଗଣ ପୂଜା କରିବା ସମୟରେ ଇଶ୍ଵର କିଛି ଶୁଭ ସଙ୍କେତ ଦେଇଥାନ୍ତି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ବନ୍ଧୁଗଣ ଏହି ସବୁ ଶୁଭ ସଙ୍କେତ ଯଦି କୌଣସି ମଣିଷକୁ ମିଳୁବ ତା ହେଲେ ତାର ଜୀବନ ସଂପୂର୍ଣ୍ଣ ବଦଳିଯିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଶୁଭ ସଙ୍କେତ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶୁଭ ସଙ୍କେତ ଗୁଡିକ ବିଷୟରେ ।

୧. ଯଦି ବନ୍ଧୁଗଣ ଆପଣ ପୂଜା କରିବା ସମୟରେ ଆପଣଙ୍କୁ ଆଖିରୁ ହଠାତ ଲୁହ ଝରି ଯାଉଛି ତା ହେଲେ ଏହା ଏକ ଶୁଭ ସଙ୍କେତ ଅଟେ । ଆଖିର ଲୁହ ଝରିବାର ଅର୍ଥ ହେଉଛି ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଓ ଆପଣଙ୍କ ସମସ୍ତ କଷ୍ଟ ବର୍ତ୍ତମାନ ଦୂର ହେବାକୁ ଯାଉଛି । ଆପଣ ମାନେ ସେହି ସମୟରେ ନିଜର ମନସ୍କାମନା ବିଷୟରେ ଭଗବାନଙ୍କୁ କୁହନ୍ତୁ ଦେଖିବେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ ।

୨. ବନ୍ଧୁଗଣ ଅଗ୍ନି ହେଉଛି ପଞ୍ଚତତ୍ଵର ଏକ ଅଂଶ ଓ ଅଗ୍ନିରେ ଭଗବାନ ଶିବଙ୍କ ବାସ ରହିଥାଏ । ଯଦି ଆପଣ ପୂଜା କରିବା ସମୟରେ ଆପଣଙ୍କ ଆଳତି ବା ଦୀପର ଅଗ୍ନି ହଠାତ ବଢି ଯାଉଛି ତା ହେଲେ ଏହା ଏକ ଇଶ୍ଵର ସଙ୍କେତ ଅଟେ । ସେହି ସମୟରେ ଆପଣଙ୍କୁ ଇଶ୍ଵରଙ୍କ ପୂଜା କରିବା ଉଚିତ ଓ ଆପଣଙ୍କ ମନସ୍କାମନା ବିଷୟରେ ଜଣାଇବା ଉଚିତ । ବନ୍ଧୁଗଣ ଏହି ସମୟରେ ଇଶ୍ଵର ଆପଣଙ୍କ ସମସ୍ତ ମନସ୍କାମନାକୁ ପୂରଣ କରିବେ ଓ ଏହାର ଫଳ ମଧ୍ୟ ଆପଣଙ୍କୁ ବହୁତ ଭଲ ମିଳିବ ।

୩. ଯଦି ବନ୍ଧୁଗଣ ଆପଣ ପୂଜା କରିବା ସମୟରେ ଆପଣଙ୍କ ଧୂପ ଧୂଆଁ ଇଶ୍ଵରଙ୍କ ଦିଗ ଆଡେ ଯାଉଛି ତା ହେଲେ ଆପଣ ବୁଝି ଯାନ୍ତୁ ଆପଣଙ୍କ ପୂଜା ସଫଳ ହୋଇଛି । ଏହାଦ୍ବାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ ଓ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଅତିବାହିତ ହେବ ।

୪. ଯଦି ବନ୍ଧୁଗଣ ପୂଜା କରିବା ସମୟରେ ଇଶ୍ଵରଙ୍କ ପ୍ରତିମା ଉପରେ ଥିବା ଫୁଲ ତଳେ ପଡିଯାଉଛି ତା ହେଲେ ଏହା ଏକ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ହେଉଛି ଆପଣଙ୍କ ଆରାଧନାକୁ ଇଶ୍ଵର ସ୍ଵୀକାର କରିଛନ୍ତି । ତେଣୁ ଆପଣ ସେହି ସମୟରେ ନିଜର ମନସ୍କାମନା ବିଷୟରେ ଇଶ୍ଵରଙ୍କୁ କୁହନ୍ତୁ ଦେଖିବେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button