IBN ଓଡ଼ିଶା ବ୍ୟୁରୋ

ସକାଳୁ ସକାଳୁ ବାସି ରୁଟି ଖାଉଛନ୍ତି କି ? ଜଲ୍ଦି ଦେଖନ୍ତୁ …ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ-

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବାସୀ ଖାଦ୍ୟ ଶରୀର ପାଇଁ ହାନିକାରକ ଅଟେ । କିନ୍ତୁ କିଛି ବାସୀ ଖାଦ୍ୟ ଏଭଳି ରହିଛି ଯାହା ଶରୀର କୁ କୌଣସି ହାନୀ ପହଞ୍ଚାଇ ନଥାଏ,

ବରଂ ତାହା ଶରୀର ପାଇଁ ଲାଭଦାୟୀ ହୋଇଥାଏ । ସେଥି ମଧ୍ୟରୁ ଗୋଟିଏ ଜିନିଷ ହେଉଛି ଗହମ । ପ୍ରାୟତଃ ଘରେ ଗହମ ରେ ତିଆରି ରୁଟି ହୋଇଥାଏ । ଅଧିକାଂଶ ସମୟ ସେହି ରୁଟି ବଳକା ରହିଯାଏ ଏବଂ ତାକୁ ପଶୁ ପକ୍ଷୀ ଙ୍କୁ ଦେଇ ଦିଅନ୍ତି ଅଥବା ଫୋପାଡ଼ି ଦିଅନ୍ତି । କିନ୍ତୁ ଯଦି ଆପଣ ସେହି ବାସୀ ରୁଟି କୁ ଖାଇବେ ତେବେ ଆପଣଙ୍କ ଶରୀର କୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବାସୀ ରୁଟି ଖାଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ମିଳିଥାଏ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣ ରାତି ରେ ତିଆରି କରିଥିବା ରୁଟି ବଳକା ରହି ଯାଇଛି, ତେବେ ସେହି ରୁଟି କୁ ବାହାରେ ପକାନ୍ତୁ ନାହିଁ । ଆପଣ ସେହି ବାସୀ ରୁଟି କୁ କ୍ଷୀର ରେ ଭିଜାଇ ରଖି ଦିଅନ୍ତୁ ଏବଂ ତାକୁ ସେବନ କରନ୍ତୁ । ଏହିପରି ଖାଇବା ବିଶେଷ କରି ଡାଇବେଟିସ ରୋଗୀ ଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।

ଡାଇବେଟିସ ରୋଗୀ ଙ୍କ ଶରୀର ରେ ଇନ୍ସୁଲୀନ ର ଅଭାବ ଥାଏ । ଯଦି ବାସୀ ରୁଟି କୁ କ୍ଷୀର ସହିତ ଭିଜାଇ ଖାଇବେ ତେବେ ଏହା ଶରୀର ରେ ଧୀରେଧୀରେ ପ୍ରାକୃତିକ ଉପାୟ ରେ ଇନ୍ସୁଲୀନ ତିଆରି କରିଥାଏ । ଯାହାଦ୍ୱାରା ୩ ମାସ ମଧ୍ୟରେ ଆବଶ୍ୟକ ମାତ୍ରାରେ ଇନ୍ସୁଲୀନ ତିଆରି ହୁଏ ଏବଂ ଡାଇବେଟିସ ରୋଗ ରୁ ସବୁଦିନ ପାଇଁ ମୁକ୍ତି ମିଳିଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କ ଶରୀର ରେ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ରହୁଛି ଏବଂ ଯନ୍ତ୍ରଣା ହେଉଛି, ଏହା ସହିତ ଯଦି ଶରୀରର କୌଣସି ଅଙ୍ଗ ଫୁଲି ଯାଉଛି ତେବେ ଆପଣ ବାସୀ ରୁଟି ର ସେବନ କରନ୍ତୁ । ଶରୀର ରେ ଏଭଳି ଯନ୍ତ୍ରଣା ର ମୁଖ୍ୟ କାରଣ ହେଉଛି ପେଟ ରେ ହେଉଥିବା ଗ୍ୟାସ । ତେଣୁ ଯଦି ଆପଣ ବାସୀ ରୁଟି ଖାଇବେ ତେବେ ଆପଣଙ୍କୁ ଗ୍ୟାସ ହେବ ନାହିଁ ଏବଂ ଶରୀର ରେ କୌଣସି ଯନ୍ତ୍ରଣା ମଧ୍ୟ ହେବ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣଙ୍କ ପାଚନ କ୍ରିୟା ରେ ସମସ୍ୟା ରହିଛି ତେବେ ଆପଣ ବାସୀ ରୁଟି କୁ କ୍ଷୀର ସହିତ ଖାଆନ୍ତୁ । କାରଣ ଏଥିରେ ଫାଇବର ର ମାତ୍ରା ଅଧିକ ରହିଥାଏ । ଯାହାଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ଏବଂ ପାଚନ ତନ୍ତ୍ର ମଜବୁତ ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣ ବାସୀ ରୁଟି ଖାଇବେ ତେବେ ଏହାଦ୍ବାରା ଆପଣଙ୍କ ଓଜନ ହ୍ରାସ ହୋଇ ପାରିବ । ବାସୀ ରୁଟି କୁ କ୍ଷୀର ସହିତ ଖାଇବା ଦ୍ବାରା ଏହା ଆମ ମେଟା ବୋଲିଯିମ କୁ ବୁଷ୍ଟ୍ କରିଥାଏ । ଯାହାଦ୍ଵାରା ଏହା ଓଜନ କମାଇବାରେ ସହାୟକ ହୋଇଥାଏ ।

ଯେଉଁମାନେ ଜିମ୍ ଯାଉଛନ୍ତି ଅଥବା ଏକ୍ସରସାଇଜ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବାସୀ ରୁଟି ଲାଭଦାୟୀ ହୋଇଥାଏ । ଏହା ସହିତ ବାସୀ ରୁଟି ଖାଇବା ଦ୍ବାରା ଏହା ଆମ ଶରୀରର ତାପମାତ୍ରା କୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ଲୁ ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ ଏବଂ ଏହାଦ୍ବାରା ହାର୍ଟ ଆଟାକ ହେବାର ସମ୍ଭାବନା ମଧ୍ୟ ବହୁତ କମ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button