IBN ଓଡ଼ିଶା ବ୍ୟୁରୋ

ନୂଆ ରେକର୍ଡ ରଚିଲା ସେୟାର ମାର୍କେଟ: ସେନସେକ୍ସ ୮୫ହଜାର ପାର୍

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ରଚିଲା ଇତିହାସ । ପ୍ରଥମ ଥର ୮୫ ପାର୍ କଲା ସେନସେକ୍ସ । ନିଫ୍ଟି ବି ଭାଙ୍ଗିଲା ରେକର୍ଡ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନସେକ୍ସ ଦ୍ରୁତ ଗତିରେ ବଢି ୮୫ ହଜାର ୪୧ ଦଶମିକ ୩୪ ଛୁଇଁଛି । ଯାହା କି ଅଲ ଟାଇମ୍ ରେକର୍ଡ । ଆଉ ଏହା ବି ପ୍ରଥମ ଥର ହେଇଛି ଯେ କି, ସେନସେକ୍ସ ୮୫ ହଜାର ଛୁଇଁଥିବା ବେଳେ ନିଫ୍ଟି ବି ଉପରମୁହାଁ ରହିଛି ।

ନିଫ୍ଟି ବି ପାଖାପାଖି ୨୬ ହଜାର ନିକଟରେ ଟ୍ରେଡ୍ କରୁଛି ।ତେବେ ୨୪ ହଜାର ୭୮୭ ପଏଣ୍ଟରୁ କାରବାର ଆରମ୍ଭ କରଥିବା ସେୟାର ବଜାରରେ ନିବେଶଙ୍କ ଇନଟ୍ରେଷ୍ଟ ବଢୁଥିବାରୁ ଏହା ଆଜି ୮୫ ହଜାରରେ ପହଞ୍ଚିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button