ରାଜ୍ୟ

ଦିଲ୍ଲୀ ଏମ୍ସରେ ବିଜେପି ସାଂସଦ ସୁରେଶ ପୁଜାରୀଙ୍କ ଅସ୍ତ୍ରୋପଚାର, ସ୍ୱାସ୍ଥ୍ୟବସ୍ଥାରେ ସୁଧାର – Ibnodisha

[ad_1]

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ସାଂସଦ ସୁରେଶ ପୁଜାରୀଙ୍କ ଦିଲ୍ଲୀସ୍ଥିତ ଏମ୍ସରେ ଆଜି ଅସ୍ତ୍ରୋପଚାର ହୋଇଛି। ଅପରେସନ ଜରିଆରେ ହୃତପିଣ୍ଡରେ ଥିବା ୪ଟି ବ୍ଲକେଜ୍ ପାଇଁ ଷ୍ଟେଣ୍ଟ ଲଗାଯାଇଛି। ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବାର ଏମ୍ସ ସୂତ୍ରରୁ ଜଣାପଡିଛି।

ଏମ୍ସର କାର୍ଡିଆକ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଅକ୍ଷୟ କୁମାର ବିଶୋଇ ଏବଂ ବରିଷ୍ଠ କନସଲଟାଣ୍ଟ ଡାକ୍ତର ରାକେଶ ଯାଦବଙ୍କ ନେତୃତ୍ବରେ ଗଠିତ ଡାକ୍ତରୀ ଟିମ ଶ୍ରୀ ପୁଜାରୀଙ୍କ ସଫଳ ଅସ୍ତ୍ରୋପଚାର କରିଥିଲେ। ଅପରେସନ ପରେ ଶ୍ରୀ ପୁଜାରୀଙ୍କୁ ଏମ୍ସର କାର୍ଡିଓ କେୟାର ୟୁନିଟର ଅବଜରଭେସନ୍ ପାଇଁ ରଖାଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button