IBN ଓଡ଼ିଶା ବ୍ୟୁରୋ

ଏହି ୫ଟି ଭୁଲ କଲେ ଭୂତ ଆସିଥାଏ,ତେଣୁ କରନ୍ତୁ ନାହିଁ ଏହି ଭୁଲ।

ବନ୍ଧୁଗଣ ଏହି ୬ ଟି ସଂକେତକୁ ଅଣଦେଖା କରନ୍ତୁ ନାହିଁ ନଚେତ ପଡିପାରେ ଅଶୁଭ। ଏହି ୬ ଟି ସଂକେତ କହିଥାଏ ଆପଣଙ୍କ ଘର ମକାନରେ କୌଣସି ଖରାପ ଶକ୍ତିର ଛାୟା ଅଟେ। ଆପଣଙ୍କ ଆଖପାଖରେ ଅଛି କୌଣସି ଖରାପ ଶକ୍ତିର ପ୍ରଭାବ। ଏହି ସଂକେତରୁ ଜାଣନ୍ତୁ

ବନ୍ଧୁଗଣ ସମସ୍ୟା କେବେବି କହିକି ଆସେନାହିଁ। ଘରେ ବେଳେବେଳେ ନକରାତ୍ମକତା ଏତେ ବଢିଯାଏ କି ବିଭିନ୍ନ ପ୍ରକାରର ସମସ୍ୟା ଆସିବାକୁ ଲାଗିଥାଏ। କେବେ ପିଲା ରୋଗରେ ପଡ଼ିଯାଏ ତ କେବେ ଘରର ଉନ୍ନତି ସୁଖ ସମୃଦ୍ଧି ଚାଲି ଯାଇଥାଏ। ଏମତିକି ଘରର ରୋଜଗାର କରୁଥିବା ସଦସ୍ୟଙ୍କ ଚାକିରୀ ବି ଚାଲି ଯାଇଥାଏ।

ଏମିତି ମାନ୍ୟତା ଅଛି ଯେ ଯେବେ କାହା ଉପରେ ଖରାପ ଶକ୍ତିର ପ୍ରଭାବ ପଡ଼ିଯାଏ ତ ଏମିତି ସମସ୍ୟା ଭୋଗିବାକୁ ପଡିଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଘରେ ହଠାତ କାହାର ମୃତ୍ୟୁ ହୋଇଯିବା କୋର୍ଟ କଚେରୀରେ ଆଦି ସାମିଲ ଅଟେ। ଶତ୍ରୁ ବି ବଢିଯାନ୍ତି କିନ୍ତୁ ଗରୁଡ଼ ପୁରାଣ ଅନୁସାରେ ସଂସାରରେ ଭଲ ମନ୍ଦ ଦୁଇଟି ଯାକ ଆମ ଜୀବନରେ ବାସ କରିଥାନ୍ତି କିନ୍ତୁ ଖରାପ ଯେବେ ଆମ ଉପରେ ପ୍ରାଧାନ୍ୟ ଦିଏ ତ ସମସ୍ୟା ବ୍ୟତୀତ ଆମକୁ ଆଉ କିଛି ମିଳିବ ନାହିଁ।

ଗରୁଡ଼ ପୁରାଣ ଅନୁସାରେ ଅଇଁଠା ଥାଳିରେ ଅଇଁଠା ଗ୍ଲାସରେ କେବେବି କାହାରିକୁ ପାଣି ପିଇବା ଉଚିତ ନୁହେଁ। ଏହା ଦ୍ବାରା ନକରାତ୍ମକତା ଆମ ଉପରେ ପ୍ରାଧାନ୍ୟ ଦେଇଥାଏ। ଅନେକ ପ୍ରକାରର ରୋଗ ଆମକୁ ଲାଗିପାରେ। ଏହା ଦ୍ବାରା ଆମର କୁଣ୍ଡଳୀ ତଥା ଆମର ରାହୁ ଦୋଷ ଉତ୍ପନ ହୋଇଯାଏ। ଯେଉଁ କାରଣରୁ ଆମେ କୌଣସି ବି କାମ କରିଥାଉ ତାହା ସଫଳ ହୋଇନଥାଏ ଅଇଁଠା ଥାଳି ବା ଅଇଁଠା ଗ୍ଲାସରେ ପାଣି ପିଇବା ଦ୍ୱାରା ଶୁଭ ମାନାଯାଏ ନାହିଁ ଯାହା ଦ୍ୱାରା ନକରାତ୍ମକତା ବଢିଯାଏ। ସବୁବେଳେ ଘରେ ଅଇଁଠା ବାସନ ଏବଂ ଗ୍ଲାସ ଧୋଇ ଖାଦ୍ୟ ଖାଇବା ଉଚିତ।

ବେଳେ ବେଳେ ରଖା ହୋଇଥିବା ଜିନିଷ ଏଠି ସେଠି ହୋଇଯାଇ ଥାଏ ଯାହା ଏହା ଚିନ୍ତାର କାରଣ ଅଟେ। ଏଥିରୁ ଏହା ଜଣା ପଡିଥାଏ କି ଘରେ କାହାର ଖରାପ ଶକ୍ତିର ଛାୟା ଅଛି। ହଠାତ ଲାଇଟ ବନ୍ଦ ହେବା କିମ୍ବା ଜଳିବା ଭଲ ମାନାଯାଏ ନାହିଁ। ରାତିର ସମୟରେ ପାଉଁଜିର ଶବ୍ଦକୁ ଭଲ ମାନାଯାଏ ନାହିଁ। ଏଥିରୁ ଏହା ଜଣା ପଡିଥାଏ କି ଘରେ କାହାର ଖରାପ ଶକ୍ତିର ଛାୟା ବାସ କରିଥାଏ। ଏହିସବୁ ସଙ୍କଟରୁ ବଞ୍ଚିବା ପାଇଁ ଆପଣଙ୍କୁ ନିଜ ଘରେ ହନୁମାନ ଚାଳିସାର ପାଠ କରିବା ଉଚିତ। ସବୁ ସମସ୍ୟା ଦୂର ହୋଇଯିବ।

ବାରମ୍ବାର କ୍ଷୀର ପଡିଯିବା କିମ୍ବା ଖରାପ ହେବା କିମ୍ବା ଅଚାନକ କାଚ ଗ୍ଲାସ ବାରମ୍ବାର ଖସି ଭାଙ୍ଗିଯିବା କିମ୍ବା ଘରେ କାହାରି ଏକ୍ସିଡେଣ୍ଟ ହୋଇଯିବା ଘରେ ଲମ୍ବା ସମୟ ପର୍ଯ୍ୟନ୍ତ ରୋଗ ଶେଷ ନହେବା ଘରେ ସଫା କରିବା ପରେ ବି ଗନ୍ଧ ହେବା ତେଲ ପଡିଯିବା ରାତିରେ ଖରାପ ଏବଂ ଭୟାନକ ସ୍ୱପ୍ନ ଆସିବା ବି ଶୁଭ ମାନାଯାଏ ନାହିଁ। ଯଦି ଏହିସବୁ କଥାର ଇଶାରା ମିଳୁଛି ତ ବୁଝିନିଅନ୍ତୁ ଆପଣଙ୍କ ଘରେ ଖରାପ ଶକ୍ତିର ଛାୟା ଅଛି।

ପେଟ ଭରା ଅଛି କିନ୍ତୁ ଆପଣଙ୍କୁ ବାରମ୍ବାର ଭୋକ ଲାଗୁଛି ତ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ଛାୟା ଅଛି। କାନ୍ଥ ବାରମ୍ବାର ଖରାପ ହେବା ଦାଗ ପଡିଯିବା ବିନା କାରଣରେ କ୍ରୋଧ ଆସିବା ଏସବୁ ସଂକେତ କହିଥାଏ ଆପଣଙ୍କ ଘରେ କୌଣସି ଖରାପ ଶକ୍ତିର ଛାୟା ଅଛି।

ଘରେ ବୁଢିଆଣି ବସା ହେବା ପାଣି ଟପ ଟପ ପଡିବା କାହାରି ଚିତ୍କାର ଶୁଣା ଯିବା କାଚ ଭାଙ୍ଗିଯିବା ଏବଂ ଧନ ଆସିବା ଏବଂ ଅଚାନକ ଶେଷ ହୋଇଯିବା ଖର୍ଚ୍ଚ ବଢିଯିବା ଏବଂ କରଜ ଶେଷ ନହେବା ଏହିସବୁ ସଂକେତ କହିଥାଏ ଆପଣଙ୍କ ଘରେ ପ୍ରକୃତରେ କୌଣସି ଖରାପ ଶକ୍ତିର ନକରାତ୍ମକତାର ଛାୟା ପଡିଯାଇଛି।

ରାତିରେ ବାରମ୍ବାର ପରିଶ୍ରା ଲାଗିବା କଣ ଆପଣ ଜାଣିଛନ୍ତି ରାତିରେ ୧ ରୁ ୩ ଟା ମଧ୍ୟରେ ଏଠି ସେଠି ପରିଶ୍ରା କରିବା ଉଚିତ ନୁହେଁ। କାରଣ ଏହି ସମୟରେ ନକରାତ୍ମକତା ବ୍ରହ୍ମାଣ୍ଡରେ ଘୁରି ବୁଲିଥାଏ। ଏହି ସମୟରେ ଆପଣଙ୍କ ଉପରେ ହାବି ହୋଇପାରେ। କାରଣ ୧ ରୁ ୩ ଟା ମଧ୍ୟରେ ସମୟକୁ ଖରାପ ସମୟର ମୁହୂର୍ତ୍ତ ମାନାଯାଏ। ଏହି ସମୟରେ ଖରାପ ଶକ୍ତି ସକ୍ରିୟ ହୋଇଯାନ୍ତି।

ଏହି ସମୟରେ ତାନ୍ତ୍ରିକ ବି ନିଜର ଶକ୍ତି ପ୍ରୟୋଗ କରିଥାନ୍ତି। ସେମାନଙ୍କ ପାଇଁ ଏହା ଶୁଭ ସମୟ ହୋଇଥାଏ କିନ୍ତୁ ଆପଣଙ୍କ ପାଇଁ ଭଲ ନୁହେଁ। ଏଥିପାଇଁ ଭାବି ଚିନ୍ତି ହିଁ ଏଠି ସେଠି ପରିଶ୍ରା କରନ୍ତୁ ନଚେତ ରାତିରେ ପରିଶ୍ରା ଘରେ କରନ୍ତୁ। ବାହାରେ କରିବା ବେଳେ ଦେଖନ୍ତୁ କି ୪ କୋଣ ବା ଛତି ନଥିବ କିମ୍ବା ଗଛ ନଥିବ। ଏମିତି ସ୍ଥାନରେ ପରିଶ୍ରା ଆଦି କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ଉପରେ ଖରାପ ଶକ୍ତି ହାବି ହୋଇପାରେ। ଆପଣ ଏମିତି କରନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ପରେ କପଡା ଧୁଅନ୍ତୁ ନାହିଁ। ଏହା ଦ୍ବାରା ଘରେ ଖରାପ ଶକ୍ତି ବାସ କରିଥାଏ। ଏମିତି ବ୍ୟକ୍ତି ଇଶ୍ୱରଙ୍କ କୃପାରୁ ବଞ୍ଚିତ ହୋଇଥାଏ। ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି ଯେ ସୂର୍ଯ୍ୟାସ୍ତ ପରେ କପଡା ଧୋଇବା ଉଚିତ ନୁହେଁ କିମ୍ବା ଘରର କୌଣସି ବି ଜିନିଷ କାହାରିକୁ ଦେବା ଉଚିତ ନୁହେଁ। ସୂର୍ଯ୍ୟସ୍ତ ସମୟରେ ସମ୍ବଦ୍ଧ ସ୍ଥାପିତ କରିବା ଉଚିତ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button