ରୋଷେଇ ଘରୁ କେବେବି ଏହି ୫ଟି ଜିନିଷ ସରିବାକୁ ଦିଅନ୍ତୁ ନାହିଁ , ହୋଇଯିବ ସର୍ବନାଶ , ଆଜି ହିଁ ଜାଣି ନିଅନ୍ତୁ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ କି ଯାହା ଆପଣଙ୍କ ରୋଷେଇ ଘରୁ ନ ସରିବା ଉଚିତ । ଯଦି ଆପଣଙ୍କ ରୋଷେଇ ଘରୁ ଏହି ଜିନିଷ ସରି ଯାଉଛି ତାହେଲେ ଆପଣଙ୍କୁ ଗରିବ ଏବଂ କାଙ୍ଗାଳ ହେବାରୁ କେହି ରୋକି ପାରିବେ ନାହିଁ। ଖାଲି ଏତିକି ନୁହେଁ ,ଆପଣଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡିପାରେ। ଆପଣଙ୍କ ବ୍ୟାପାର ଏବଂ ବାଣିଜ୍ୟରେ କ୍ଷତି ଘଟି ପାରେ ଏବଂ କେବେବି ମାତା ଅନ୍ନପୂର୍ଣ୍ଣା ଆପଣଙ୍କ ଘରେ ବାସ କରିବେ ନାହିଁ। ତେଣୁ ବନ୍ଧୁଗଣ ଏହି ଜିନିଷକୁ ଘରୁ ଭୁଲରେ ମଧ୍ୟ ଶେଷ ହେବାକୁ ଦିଅନ୍ତୁ ନାହିଁ, ନହେଲେ ହୋଇପାରେ ସର୍ବନାଶ।
ବନ୍ଧୁଗଣ ପ୍ରାଚୀନ କାଳରେ ସମସ୍ତଙ୍କ ଘରେ ଚୁଲିରେ ରୋଷେଇ କାର୍ଯ୍ୟ କରାଯାଉଥିଲା ଏବଂ ଚୁଲିରେ ଅଗ୍ନି ଜଳୁଥିଲା। କିନ୍ତୁ ଆଜିକାଲି ଦୁନିଆରେ ପ୍ରାୟତଃ ସମସ୍ତଙ୍କ ଘରେ ହିଟର, ଗ୍ୟାସ ଆଦିରେ ରୋଷେଇ କରୁଛନ୍ତି। କିନ୍ତୁ ଏହା ଅଶୁଭ ହୋଇଥାଏ। ଏଭଳି ସ୍ଥାନରେ ଅଗ୍ନିଦେବ ବାସ କରନ୍ତି ନାହିଁ। ଏଥିପାଇଁ ଆପଣଙ୍କ ଘର ପଞ୍ଚତତ୍ୱରୁ ବାହାରେ ରହିଥାଏ। ଏହାର ଅର୍ଥ ହେଉଛି କେବେବି ଅଗ୍ନିକୁ ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ। ପ୍ରାୟତଃ ଲୋକେ ରୋଷେଇ ଘରେ ଗ୍ୟାସରେ ରୋଷେଇ କରନ୍ତି। କିନ୍ତୁ କହି ରଖୁଛୁ କି ଆପଣଙ୍କ ଗ୍ୟାସ, ସିଲିଣ୍ଡର ସରିବା ପୂର୍ବରୁ ନୂଆ ସିଲିଣ୍ଡର ଘରେ ଆଣି ରଖନ୍ତୁ। କିନ୍ତୁ ଯଦି ଆପଣଙ୍କ ଘରେ ଚୁଲି ରହିଛି ତାହେଲେ ଏହା କରିବା ଆବଶ୍ୟକ ନୁହେଁ। ସର୍ବଦା ନିଜ ରୋଷେଇ ଘରୁ ଅଗ୍ନିକୁ ସମାପ୍ତ କରନ୍ତୁ ନାହିଁ, ନଚେତ ଆପଣ ଭିକାରୀ ହୋଇ ପାରନ୍ତି। ଏହାପରେ ବନ୍ଧୁଗଣ ଆପଣଙ୍କ ଘରେ ମୁଖ୍ୟ ଖାଇବା ଜିନିଷ ଶେଷ ନ ହେବା ଉଚିତ। ଅର୍ଥାତ ଆପଣଙ୍କ ଘରେ ଅଟା, ଚାଉଳ ଆଦି ନସରିବା ଉଚିତ, ଏହା ଶୁଭ ହୋଇ ନଥାଏ। ଅଟା ସରିବା ଅର୍ଥାତ ରାହୁ କେତୁ ଘରେ ପ୍ରବେଶ କରିବା ସହିତ ସମାନ ହୋଇଥାଏ। ସେହି ବ୍ୟକ୍ତି ଲକ୍ଷ ପ୍ରଚେଷ୍ଟା କଲେ ମଧ୍ୟ ତାଙ୍କ ଘରୁ ଦାରିଦ୍ର୍ୟତା ଦୂର ହୋଇ ନଥାଏ। ରୋଷେଇ ଘରୁ କେବେ ଅଟା ସରିବା ଉଚିତ ନୁହେଁ। ଯେଉଁ ଘରେ ଚାଉଳ ଏବଂ ଅଟା ଭରି ରହିଥାଏ, ସେଠାରେ ଦେବୀ ଅନ୍ନପୂର୍ଣ୍ଣା ବାସ କରି ଥାନ୍ତି ଏବଂ ଘରର ଲୋକଙ୍କୁ ଲକ୍ଷପତି ବନେଇ ଦେଇଥାନ୍ତି। ବନ୍ଧୁଗଣ ସର୍ବଦା ମନେ ରଖନ୍ତୁ କି ଅଟା ସରିବା ପୂର୍ବରୁ ଏହାର ଭର୍ତ୍ତି କରି ରଖନ୍ତୁ। ଆପଣଙ୍କ ଘର ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏବଂ ମାତା ଅର୍ଣପୂର୍ଣା ମଧ୍ୟ ଆପଣଙ୍କ ଘରେ ବାସ କରିବେ।ଦ୍ଵିତୀୟରେ ହେଉଛି ହଳଦୀ, ହଳଦୀ ଖାଦ୍ୟର ରଙ୍ଗ ବଦଳେଇ ଥାଏ। ହଳଦୀ ଭଗବାନ ବିଷ୍ଣୁଙ୍କର ପ୍ରତୀକ ମାନା ଯାଇଥାଏ। ଯେଉଁ ଘରେ ଭଗବାନ ବିଷ୍ଣୁ ରହିଥାନ୍ତି , ସେଠାରେ ଦେବୀ ଲକ୍ଷ୍ମୀ ପ୍ରବେଶ କରି ଥାଆନ୍ତି। ଯଦି ଆପଣଙ୍କ ଘରୁ ହଳଦୀ ସରି ଯାଉଛି ତାହେଲେ ଆପଣଙ୍କ ଘରେ କିଛି ସଙ୍କଟ ମାଡ଼ି ଆସିପାରେ। ହଳଦୀ ନରହିବା କାରଣରୁ ଦେବୀ ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତି ନାହିଁ। ଫଳରେ ଆପଣ ଭିକାରୀ ପାଲଟି ଯାଇ ପାରନ୍ତି।