ଗୁରୁବାର ଦିନ ବାସ ଟିକିଏ ଚାଉଳ ଆଉ ହଳଦୀ ଦରିଦ୍ରତା ଭୁଲିଯିବ ଘରର ରାସ୍ତା ଏତେ ପଇସା ଆସିବ କି..

ସୁଖ ଦୁଃଖ ମଣିଷର ଅଭିନ୍ନ ଅଙ୍ଗ ହୋଇଥାଏ | ମଣିଷ ସୁଖ ସମୃଦ୍ଧି ଏବଂ ଅଶର୍ଯ୍ୟକୁ ପାଇବା ପାଇଁ କଠୋର ପରିଶ୍ରମ କରିଥାଏ | କିନ୍ତୁ ଅନେକ ଥର ନିଷ୍ଠା ଏବଂ ଲଗନ୍ନ ସହ କରିବା ପରେ ମଧ୍ୟ ବ୍ୟକ୍ତିକୁ ଉଚିତ ଫଳ ମିଳିନଥାଏ | ଅସଫଳତାର ପ୍ରଭାବ ଘର ଉପରେ ପଡିଥାଏ,ବାଦ,ବିବାଦ, କ୍ଳେଶ ଏବଂ କଳହ ଆଦି ହୋଇଥାଏ |
ପର୍ଯ୍ୟାପ୍ତ ଟଙ୍କା ନମିଳିବାରୁ ଏହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ | ଏବଂ ସମ୍ପର୍କ ତିକ୍ତତା ଆସିବାକୁ ଲାଗେ ଏଥିରେ ବ୍ୟକ୍ତିର ମନ ସମ୍ମାନ ଉପରେ ପ୍ରଭାବ ପଡିଥାଏ | ଏହିସବୁର କାରଣ ଆପଣଙ୍କ ଘରେ ଥିବା ନକାରାତ୍ମକ ପ୍ରଭାବ ହୋଇପାରେ, ନକାରାତ୍ମକ ପ୍ରଭାବ ଯୋଗୁ ଅନେକ ସମସ୍ୟା ମଧ୍ୟ ହୋଇଥାଏ | ଏହି ପ୍ରଭାବରୁ ମୁକ୍ତି ପାଇବା ପାଇଁ ଆପଣ ଅନେକ ଉପାୟ କରିପାରିବେ କିନ୍ତୁ ସଠିକ ଉପାୟ ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ |
ଗୁରୁବାର ଦେବଗୁରୁଙ୍କ ଦିନ ହୋଇଥାଏ ଏବଂ ଏହି ଦିନ ଦେବଗୁରୁଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରୟାସ କରା ଯାଇଥାଏ । ଆଜି ଆମେ ଆପଣଙ୍କୁ ହଳଦୀର ପ୍ରୟୋଗ ବିଷୟରେ କହିବୁ ଯାହା ଆପଣଙ୍କ ଜୀବନରେ ପ୍ରତ୍ୟେକ ଅସୁବିଧାରୁ ବାହାରକୁ ବାହାର କରିଦେବ । ତେବେ ହଳଦୀର ସମ୍ବନ୍ଧ ଦେବଗୁରୁ ବୃହସ୍ପତିଙ୍କ ସହ ହୋଇଥାଏ,ଏମିତିରେ ହଳଦୀର ପ୍ରୟୋଗ ଅନେକ ହୋଇଥାଏ କିନ୍ତୁ କିଛି ପ୍ରୟୋଗ ଏମିତି ହୋଇଥାଏ
ଯାହାକୁ ଆପଣ ଗୁରୁବାର ଦିନ କଲେ ଆପଣଙ୍କ ଦିନ ଉତ୍ତମ ହୋଇଥାଏ । ଏବଂ ଆପଣଙ୍କ ଜୀବନରେ ଧନ ସମ୍ମାନ ଏବଂ ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ । ହଳଦୀ ବିଶେଷ ପ୍ରକାରର ଦ୍ରବ୍ୟ ଅଟେ ଏଥିରେ ଦୈବିକ ଗୁଣ ରହିଥାଏ ଏବଂ ଏଥିରେ ଔଷଧୀୟ ଗୁଣ ରହିଥାଏ ।
ତେବେ ବିବାହରେ ହଳଦୀ ଲଗେଇବାର ହିଁ ଏହି ପ୍ରୟୋଗ ହୋଇଥାଏ ଏଥିଦ୍ୱାରା ବର ବଧୂଙ୍କ ଜୀବନରେ ସୁଖ ସମୃଦ୍ଧି ବଢିବା ସହ ସୁନ୍ଦରତା ମଧ୍ୟ ବଢ଼ିଥାଏ । ପୂଜା ସମୟ ରେ ବେକରେ ହଳଦୀ ଲଗେଇବା ଦ୍ୱାରା ବୃହସ୍ପତି ମଜବୁତ ହୋଇଥାନ୍ତି ଏବଂ ବାଣୀ ରେ ମଜବୁତି ଆସିଥାଏ । ହଳଦୀ ର ଦାନ କରିବା ବି ଶୁଭ ବୋଲି କୁହାଯାଏ ଏଥିରେ ସ୍ବାସ୍ତ୍ୟ ଭଲ ରହିଥାଏ ଏବଂ ଗୁରୁ ପ୍ରସନ୍ନ ହୋଇଥାନ୍ତି ।
ଘରର ଦୁଆର ମୁହଁ ରେ ହଳଦୀ ଲଗେଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ରହିଥାଏ ଏବଂ ପାଣି ରେ ହଳଦୀ ଭିଜେଇକି ସ୍ନାନ କରିବା ଦ୍ୱାରା ମଣିଷର ମାନସିକ ଏବଂ ଶାରୀରିକ ସ୍ତରରେ ଉନ୍ନତି ହୋଇଥାଏ ।ହଲଦୀକୁ ଚାକିରୀ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଏ । ହଳଦୀ ପ୍ରୟୋଗ ରେ ନକାରାତ୍ମକତା ଦୁର ହୋଇଥାଏ ସେଥିପାଇଁ ଏହାକୁ ଯଜ୍ଞ ରେ ମଧ୍ୟ ବ୍ୟବହାର କରାଯାଏ ।
ହଳଦୀକୁ ସୂର୍ଯ୍ୟ ଦେବଙ୍କୁ ଅଘ୍ୟ ଦେବା ଦ୍ୱାରା ବୃହସ୍ପତି ଦେବ ଖୁସି ହୋଇଥାନ୍ତି । ତେବେ ବୃହସ୍ପତି ଦେବଙ୍କୁ ଖୁସିର କାରକ ବୋଲି କୁହାଯାଏ ଯେମିତି ବୈବାହିକ ସୁଖ ,ସନ୍ତାନର ସୁଖ ଅବା ସନ୍ତାନ ଠାରୁ ସୁଖ ଏହି ସବୁ ବୃହସ୍ପତି ଦେବ ହିଁ ଦେଇଥାନ୍ତି । କ୍ୟାରିଅର,ବ୍ୟବସାୟ ରେ ଲାଭ, ଧନ ସମ୍ପତ୍ତି ଏବଂ ଧନ ସଞ୍ଚୟ କରିବା ବି ବୃହସ୍ପତି ଦେବଙ୍କ କୃପାରୁ ହିଁ ମିଲିଥାଏ । ଯଦି ଆପଣଙ୍କୁ ଉଚ୍ଚ ଶିକ୍ଷା ରେ ବାଧା ଆସୁଛି ,ପରିବାର ଅଶାନ୍ତି ହେଉଛି କିମ୍ବା ଜିବନ ରେ ଅଶାନ୍ତି ଘେରି ରହିଛନ୍ତି ତେବେ ଏହା ମଧ୍ୟ ବୃହସ୍ପତିଙ୍କ କୃପାରୁ ଭଲ ହେଇପାରେ । ଏବଂ ହଳଦୀର ପ୍ରୟୋଗ କରିବା ଦ୍ୱାରା ବୃହସ୍ପତି ଦେବ ଖୁସି ହୋଇଥାନ୍ତି ଏବଂ ଏହାଦ୍ୱାରା ଜୀବନରେ ମଧ୍ୟ ସୁଖ ସମୃଦ୍ଧି ର ବୃଦ୍ଧି ହୋଇଥାଏ ।