ଯଦି ନିଦରେ ଏହି ପାଞ୍ଚଟି ସ୍ୱପ୍ନ ଦେଖୁଛନ୍ତି ତେବେ ଜାଣି ରଖନ୍ତୁ କିଛି ବିଶେଷ କଥା

ଯଦି ଆପଣ କିଛି ବିଶେଷ ପାଞ୍ଚ ପ୍ରକାରର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣ ଏହା ଜାଣି ରଖିବା ଉଚିତ ଯେ ଆପଣଙ୍କ ଉପରେ କେହି କଳା ଯାଦୁ କରିଛି । କିମ୍ବା ଏହା ମଧ୍ୟ ହୋଇପାରେ ଯେ ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି । କହିବାକୁ ଗଲେ ସବୁ ମନୁଷ୍ୟ ସ୍ୱପ୍ନ ଦେଖିଥାନ୍ତି । ମାତ୍ର କିଛି ସ୍ୱପ୍ନ ଏପରି ଥାଏ ଯାହା ଶାନ୍ତିରେ ବସିବାକୁ ମଧ୍ୟ ଦେଇ ନଥାଏ । ଯାହାଦ୍ୱାରା ଆଖିରୁ ନିଦ ବି ହଜିଯାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହିସବୁ କିଛି ସ୍ୱପ୍ନ ବିଷୟରେ କହିବୁ ଯାହା ଜଣାଇ ଥାଏ ଯେ ବ୍ୟକ୍ତି ଉପରେ କେହି କଳା ଯାଦୁ କରିଛି ବୋଲି ।
୧ . ବନ୍ଦ ରୁମରେ ଅଣନିଶ୍ୱାସୀ ହେବା :-
ଯଦି ଆପଣ ସ୍ୱପ୍ନରେ ଏପରି ଦେଖୁଛନ୍ତି ଯେ ଆପଣଙ୍କୁ କେହି ରୁମରେ ବନ୍ଦ କରି ରଖିଛନ୍ତି ଏବଂ ଆପଣ ଅଣନିଶ୍ୱାସୀ ହୋଇ ଯାଉଛନ୍ତି । ତେବେ ଆପଣ ତୁରନ୍ତ ବୁଝିଯିବା ଉଚିତ ଯେ ଆପଣଙ୍କ ଉପରେ କଳା ଯାଦୁ ହୋଇଛି । କିମ୍ବା ହୁଏତ କୌଣସି ଖରାପ ଶକ୍ତିର ପ୍ରଭାବ ଆପଣଙ୍କ ଉପରେ ପଡ଼ିଛି ।
୨ . ପାଣିରେ ବୁଡ଼ିବା :-
ଯଦି ଆପଣ ସ୍ୱପ୍ନରେ ନିଜକୁ ପାଣିରେ ବୁଡ଼ି ଯାଉଥିବାର ଦେଖୁଛନ୍ତି , ତେବେ ତାହା ଆଦୋୖ ଭଲ ହୋଇ ନଥାଏ । ଏପରି ସ୍ୱପ୍ନ ଆପଣଙ୍କ ନିଦ ନଷ୍ଟ କରିଦିଏ । ଏପରି ସ୍ୱପ୍ନ ଦ୍ୱାରା ଏହି ସଙ୍କେତ ମିଳିଥାଏ ଯେ ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି ।
୩ . ହାତ ଗୋଡ଼ ବନ୍ଧା ଥିବା :-
ଯଦି ଆପଣ ସ୍ୱପ୍ନରେ ନିଜର ହାତ ଗୋଡ଼ ବନ୍ଧା ଥିବା ଦେଖୁଛନ୍ତି ତେବେ ଏହା ସେହିଭଳି ସ୍ୱପ୍ନ ଅଟେ ଯାହା ରାତିର ନିଦ ହଜାଇ ଦେଇଥାଏ । ଏପରି ସ୍ୱପ୍ନ ଦେଖିଲେ ଆପଣ ବୁଝିଯିବା ଉଚିତ ଯେ ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି କିମ୍ବା ଆପଣଙ୍କ ଉପରେ କେହି କଳା ଯାଦୁ କରିଛି ।