IBN ଓଡ଼ିଶା ବ୍ୟୁରୋ

ଡାଇବେଟିସ୍ ବା ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି କେବେଳ 7 ଦିନରେ ଶେଷ ହେବ, କେବଳ ଏହି medicament ଉପାୟ ଜାଣିରଖନ୍ତୁ…

ବନ୍ଧୁଗଣ ଆମ ଦେଶ ଭାରତ ରେ ପ୍ରାୟତଃ 7 କୋଟି ଲୋକ ଡାଇବେଟିସ ରୋଗ ରେ ଗ୍ରସିତ ଅଟନ୍ତି । ଡାଇବେଟିସ ହେବା ଦ୍ଵାରା ଶରୀର ରେ ଅନେକ ପ୍ରକାରର ରୋଗ ଜନ୍ମ ନେଇଥାଏ । ଯେପରି କି ହାର୍ଟ ରୋଗ, କେଶ ଝଡିବା, ଆଖି ରୋଗ, ଚର୍ମ ଜନିତ ସମସ୍ଯା ଦେଖା ଦେବା, କିଡନି ମଧ୍ୟ ଠିକ ଭାବରେ କାମ ନ କରିବା । ଡାଇବେଟିସ କାରଣ ରୁ ଲୋକେ ଏପରି ଏକ ଜୀବନ ବଞ୍ଚିବାକୁ ଲାଗନ୍ତି, ଯେଉଁ ଥିରେ କି ନା ହିଁ ସ୍ଵାଦ ଥାଏ ଓ ନା ହିଁ ସ୍ୱାସ୍ଥ୍ୟ ଠିକ ଥାଏ ।

ଶରୀର ରେ ଗ୍ଳୁକୋଜ ର ମାତ୍ରା ବଢିଗଲେ ତାହକୁ ଡାକ୍ତରୀ ଭାଷା ରେ ଡାଇବେଟିସ ବୋଲି କୁହାଯାଇ ଥାଏ । ଶରୀରର ରେ ଅତ୍ୟଧିକ ମୋଟାପଣ, ପାଣି କମ ପିଇବା, ଚିନ୍ତା ରେ ରହିବା, ଖାଦ୍ୟ ଠିକ ଭାବରେ ନ ଖାଇବା, ଠିକ ଭାବରେ ନ ଶୋଇବା ଓ ତାହାସହ ବ୍ୟାୟମ ନ କରିବା ମଧ୍ୟ ଡାଇବେଟିସ ର କାରଣ ହୋଇପାରେ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି କାଢା ବିଷୟରେ ନେଇ କରି ଆସିଛୁ, ଯାହାକୁ ସେବନ କରିବା ଦ୍ଵାରା ଆପଣ ଙ୍କର ଡାଇବେଟିସ ନିୟନ୍ତ୍ରଣ ହୋଇଯିବ । ଏହି କାଢା ଟି କୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ ପାତ୍ର ରେ 2 ଗ୍ଳାସ ପାଣି ଦେଇ ତାହାକୁ ଗ୍ଯାସ ରେ ବସାଇ ଦିଅନ୍ତୁ ।

ଏହା ପରେ ଆପଣ ଏଥିରେ ଏକ ଚାମଚ ମେଥି ଦାନା କୁ ପକାନ୍ତୁ । ମେଥି ଦାନା ଶରୀର ରେ ଇନସୁଲିନ ର ସେନ୍ସିଟିଭ କୁ ମଧ୍ୟ ବଢାଇଥାଏ । ବର୍ତ୍ତମାନ ଆପଣ ଏଥିରେ 15 ରୁ 20 ଟି ଭୃଶୁଙ୍ଗ ପତ୍ର କୁ ପକାନ୍ତୁ । ଏହା ଶରୀର ରେ ସୁଗାର ର ଲେବୁଲ କୁ ଠିକ କରି ରଖିଥାଏ ।

ତୃତୀୟ ରେ ଆପଣ ଏଥିରେ 1 ଇଞ୍ଚ ର ଖଣ୍ଡେ ଅଦା ଛେଚି ପକାନ୍ତୁ । ଏହା ଆପଣ ଙ୍କର ଶରୀର ରେ ମେଟାବୋଲିଜିମ କୁ ଠିକ କର ରଖି ଥାଏ । ଶେଷ ରେ ଏଥିରେ ଅଧ ଚାମଚ ଡାଲଚିନି ପାଉଡର ପକାନ୍ତୁ । ଆୟୁର୍ବେଦ ବିଜ୍ଞାନ ରେ ଡାଲଚିନି ଡାଇବେଟିସ କୁ ନିୟନ୍ତ୍ରଣ କରିବା ପାଇଁ ଏକ ରାମବାଣ ଉପାୟ ଅଟେ ।

ବର୍ତ୍ତମାନ ଆପଣ ଏହି ପାଣି କୁ ଭଲ ଭାବରେ ଫୁଟିବାକୁ ଛାଡି ଦିଅନ୍ତୁ । ଏହା ଫୁଟି ଫୁଟି ଅଧା ହୋଇ ଗଲା ପରେ, ଏହାକୁ ଏକ ଗ୍ଳାସ ରେ ଛାଣି କାଢି ଦିଅନ୍ତୁ । ବର୍ତ୍ତମାନ ଆପଣ ଙ୍କର ଏହି କାଢା ଟି ବନି ପ୍ରସ୍ତୁତ ହୋଇ ଯାଇଛି । ଆପଣ ଙ୍କୁ ଏହି କାଢା ଟିକୁ ପ୍ରସ୍ତୁତ କରି ପ୍ରତିଦିନ ସକାଳେ ଖାଲି ପେଟ ରେ ସେବନ କରିବାର ଅଛି ।

ଏହାର ଅଧ ଘଣ୍ଟା ପରେ ଆପଣ ଜଳଖିଆ କରନ୍ତୁ । ଏହାର ମାତ୍ର 7 ଦିନ ସେବନ କରିବା ପରେ ଆପଣ ଏହାର ଫଳାଫଳ ଦେଖି ପାରିବେ । ଆପଣ ଙ୍କର ସୁଗାର ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button