IBN ଓଡ଼ିଶା ବ୍ୟୁରୋ

Daibetes ପାଇଁ 5 ସହଜ ଉପଚାର

୧:- ଗ୍ରୀନ ଟି:- ପ୍ରତିଦିନ ସକାଳୁ ଗ୍ରୀନ ଟି ଖାଆନ୍ତୁ । ଏହା ଦ୍ବାରା ଆପଣଙ୍କ ଦେହ ସୁସ୍ଥ ରହିଥାଏ । ଏଥିରେ କ୍ୟାଲୋରିଜ ର ମାତ୍ରା କମ ରହିଥାଏ ଏବଂ ରୋଗ ସହ ଲଢ଼ିବାକୁ ଶକ୍ତି ମିଳିଥାଏ । ଏହାର ଖାସ ଫାଇଦା ଡାଇବେଟିସ ଥିବା ରୋଗୀ ମାନଙ୍କୁ ହୋଇଥାଏ ।

୨:- ଡାଲଚିନି:- ଗୋଟେ ରେସର୍ଚ୍ଚ ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା କି ଡାଲଚିନି ର ପ୍ରୟୋଗ ଡାଇବେଟିସ କମ କରିବାରେ ଉପଯୋଗୀ ହୋଇଥାଏ । ଏବଂ ଏହା ଦ୍ୱାରା ଡାଇବେଟିସ କମ ମଧ୍ୟ ହୋଇଥାଏ ବୋଲି ଡକ୍ଟର ମାନେ ମଧ୍ୟ କହିଥାନ୍ତି ।

୩:- ଠିକ ସମୟରେ ଖାଦ୍ୟ ଖାଇବା:- କୌଣସି ସମୟର ଖାଦ୍ୟ ଯଦି ଆମେ ଠିକ୍ ଭାବରେ ଖାଇନଥାଉ ତେବେ ଏହାର ପ୍ରଭାବ ରକ୍ତଚାପ ଉପରେ ପଡ଼ିଥାଏ । ଏବଂ ଡାଇବେଟିସ ମଧ୍ୟ କଣ୍ଟ୍ରୋଲ ରେ ଲେଖନ୍ତୁ ଅହିନଥାଏ । ତେଣୁ ପ୍ରତିଦିନ ଠିକ ସମୟରେ ଠିକ ଭାବରେ ଖାଦ୍ୟ ଖାଆନ୍ତୁ ।

୪:- ସୋଇବା:- ବହୁତ କମ ବା ବହୁତ ବେଶୀ ସୋଇବା ସୁଗର ଲେଭେଲ କୁ ପ୍ରଭାବିତ କରିଥାଏ । କେବଳ ଗୋଟେ ରାତି ନ ସୋଇଲେ ଇଁସୁଲିନ ୨୫ ପ୍ରତିଶତ କମ ହୋଇଯାଇଥାଏ । ତେଣୁ ସବୁବେଳେ ୬ ରୁ ୭ ଘଣ୍ଟା ସୋଇବାକୁ ଚେଷ୍ଟା କରନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ ଏବଂ ଆପଣଙ୍କ ସୁଗର ମଧ୍ୟ କଣ୍ଟ୍ରୋଲ ରେ ରହେ ।

୫:- ମେଥି :- ଯଦି ଆପଣଙ୍କୁ ମଧୁମୟ ରୋଗ ରହିଛି ତେବେ ଆପଣ ପ୍ରତିଦିନ କିଛି ମେଥି ଖାଆନ୍ତୁ । ଏହା ଶରୀରରେ ଥିବା ଗ୍ଲୁକୋଜ ଲେବେଲ କୁ ନିୟନ୍ତ୍ରଣ କରିଥାଏ । ପ୍ରତିଦିନ ୨ ରୁ ୫ ଗ୍ରାମ ମେଥି ଖାଆନ୍ତୁ । ଏହା ଦ୍ବାରା ଡାଇବେଟିସ କଣ୍ଟ୍ରୋଲ ରେ ରହିଥାଏ । ତେବେ ବନ୍ଧୁଗଣ ଏହା ଥିଲା ମଧୁମୟ କମାଇବାର କିଛି ଉପାୟ । ଏମିତି ନୂଆ ନୂଆ ଉପାୟ ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button