IBN ଓଡ଼ିଶା ବ୍ୟୁରୋ

କାହିଁକି କୁମାରୀ ଝିଅଙ୍କ ଅପେକ୍ଷା ବିବାହିତ ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି ଯୁବକ ? ଏହି ୫ଟି କାରଣ ଜାଣି ନଥିବେ ଆପଣ

ଆପଣ ମାନେ ସମସ୍ତେ ନିଶ୍ଚୟ ଏକ କଥା ଶୁଣିଥିବେ ଯେ ପ୍ରେମ ଅନ୍ଧ ଅଟେ । ଯେତେବେଳେ ଆମେ କାହାକୁ ଭଲପାଉ, ଆମେ ଠିକ ଏବଂ ଭୁଲର ପାର୍ଥକ୍ୟ ଦେଖୁନାହୁଁ । ପ୍ରେମର କୌଣସି ବୟସ ନାହିଁ ଏବଂ ସୀମା ନାହିଁ, ଆଜି ଆମେ ଆପଣଙ୍କୁ ଏସବୁ କହୁଛୁ କାରଣ କିଛି ପୁଅ ଅଛନ୍ତି ଯେଉଁମାନେ ନିଜଠାରୁ ବଡ଼ ଝିଅ ମାନଙ୍କୁ ପସନ୍ଦ କରନ୍ତି ଓ ଏମିତି ବି କିଛି ପୁଅ ଅଛନ୍ତି ଯେଉଁମାନେ ଭାଉଜ ଓ ଆଣ୍ଟି ମାନଙ୍କୁ ପସନ୍ଦ କରନ୍ତି । ବାସ୍ତବରେ ଏହା ଆମ ନୁହେଁ, ପୁଅମାନଙ୍କ ଉପରେ କରାଯାଇଥିବା ସର୍ଭେ ରୁ ଜଣା ପଡିଛି, ଯେତେବେଳେ ପୁଅମାନଙ୍କୁ ପଚରାଗଲା ସେମାନେ କାହାକୁ ପସନ୍ଦ କରନ୍ତି ? ତାଙ୍କର ଉତ୍ତର ଥିଲା ଯେ ସେ ଝିଅ ମାନଙ୍କ ଅପେକ୍ଷା ଭାଉଜ ଏବଂ ଆଣ୍ଟି ମାନଙ୍କୁ ଅଧିକ ପସନ୍ଦ କରନ୍ତି ।

ତେବେ, ଆସନ୍ତୁ ଜାଣିବା ଏହା ପଛର କାରଣ, କାହିଁକି ପୁରୁଷମାନେ ନିଜଠାରୁ ବୟସ୍କ ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ।

!
1 – କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାମାନେ ଅଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଏହି କାରଣରୁ ପୁଅମାନେ ସେମାନଙ୍କ ପ୍ରତି ଅଧିକ ଆକର୍ଷଣ ହୋଇଥାନ୍ତି । ଏହି ମହିଳାମାନେ ପୁରୁଷମାନଙ୍କ ଚିନ୍ତାଧାରାକୁ ଭଲ ଭାବରେ ବୁଝିପାରନ୍ତି । ଏହି କାରଣରୁ ବିବାହିତ ମହିଳାମାନେ କୁମାରୀଝିଅମାନଙ୍କ ଅପେକ୍ଷା ଅଧିକ ଆତ୍ମବିଶ୍ୱାସୀ ଓ ସୁନ୍ଦର ହୋଇଥାନ୍ତି ।

2 – ପୁଅମାନେ ବିଶ୍ୱାସ କରନ୍ତି ଯେ ଜଣେ ବିବାହିତା ମହିଳା, ସେମାନଙ୍କ ଅଭିଜ୍ଞତା ଆଧାରରେ, ଅବିବାହିତ ଝିଅ ମାନଙ୍କ ଅପେକ୍ଷା ସେମାନଙ୍କୁ ଅଧିକ ସନ୍ତୁଷ୍ଟ କରିପାରନ୍ତି ।

3 – ପୁଅମାନେ ମଧ୍ୟ ଏହା ଅନୁଭବ କରନ୍ତି ଯେ ବିବାହିତ ମହିଳାମାନେ ପୁଅମାନଙ୍କର ପସନ୍ଦ କିମ୍ବା ନାପସନ୍ଦ ବିଷୟରେ ଅଧିକ ଯତ୍ନବାନ ଥାନ୍ତି, ଯେଉଁଥିପାଇଁ ସେ ସେମାନଙ୍କୁ ଭଲ ଭାବରେ ବୁଝିପାରନ୍ତି , ଏହି କାରଣ ପାଇଁ ପୁରୁଷମାନେ ନିଜଠାରୁ ବୟସ୍କ ମହିଳାଙ୍କ ପ୍ରତି କାହିଁକି ଆକର୍ଷିତ ହୁଅନ୍ତି ।

4 – ଏହା ପଛର ଗୋଟିଏ କାରଣ ହେଉଛି ପୁଅମାନେ ସେମାନଙ୍କ ବୟସରୁ ଅଧିକ ବୟସ୍କ ମହିଳା କିମ୍ବା ବିବାହିତ ମହିଳାଙ୍କୁ ମଧ୍ୟ ପସନ୍ଦ କରନ୍ତି କାରଣ ପରବର୍ତ୍ତୀ ସମୟରେ ସେମାନଙ୍କର ବ୍ରେକଅପ୍ ହେବାର ଭୟ ନଥାଏ ଏବଂ ହେଲେ ମଧ୍ୟ ଦୁହେଁ ଶୀଘ୍ର ଏହାକୁ ଭୁଲି ଆଗକୁ ବଢି ଚାଲନ୍ତି ।

5 – ବିବାହ ପରେ ମହିଳାମାନଙ୍କ ହରମୋନ୍ ପରିବର୍ତ୍ତ ହୋଇଥାଏ, ଯେଉଁ କାରଣରୁ ସେମାନଙ୍କ ତ୍ୱଚାରେ ଅଧିକ ଚମକ ଆସିଥାଏ । ଏହା ବ୍ୟତିତ ବାହାଘର ପରେ ମହିଳାମାନେ ଅଧିକ ଖୁସି ରୁହନ୍ତି ଓ ସେମାନଙ୍କ ଚେହେରାରେ ଅଧିକ ଗ୍ଲୋ ଆସିଥାଏ । ମହିଳାମାନେ ବାହାଘର ପରେ ଅଧିକା ଯତ୍ନବାନ ହୋଇ ଥାନ୍ତି । ଘର ଓ ବାହାର କାମ ଠିକ୍ ଭାବରେ କରିବା ସହ ସେମାନଙ୍କର ସ୍ୱାଭବ ମଧ୍ୟ ସରଳ ହୋଇଥାଏ । ଏହା ବ୍ୟତିତ ସେ ସବୁକାମ ପରିଷ୍କାର ଭାବରେ କରିଥାନ୍ତି, ଯାହାଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତି କୌଣସି ଭୁଲ ବାହାର ନକରିପାରିବ । ଏହା ଫଳରେ ଯୁବା ପୁଅଙ୍କ ପାଇଁ ଅଯଥା ଅଧିକ ଟେନ୍ସନ୍ ନେବାକୁ ପଡି ନଥାଏ, ଏହି ସବୁ କାରଣ ପାଇଁ ପୁରୁଷମାନେ ନିଜଠାରୁ ବୟସ୍କ ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button